Daily news update , Real odisha local news

ଶାଢ଼ୀରେ ଲେଡିସ ମାନେ ବେଶୀ ସେ-କ୍ସି ଦିଶନ୍ତି, ସେଥି ପାଇଁ ମୋତେ ଶାଢ଼ୀ ପିନ୍ଧିବାକୁ ମନା କରନ୍ତି : Mamata Das ।

0 20,832

ବଲିଉଡ ର ଅଭିନେତ୍ରୀ ଜୟା ଵଚନ ଙ୍କୁ କଡା ଜବାବ ଦେଇଛନ୍ତି ଓଲିଉଡ ର ଅଭିନେତ୍ରୀ ମମତା ଦାସ।କାହାକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି ମଧ୍ୟ। ତେବେ ମମତା , ଜୟା ଙ୍କୁ ଖୋଲାଖୋଲି ଭାବରେ କହିଛନ୍ତି କି ପ୍ରଥମେ ନିଜ ପରିବାର କୁ ସଜାଡି ଦେଖନ୍ତୁ ତା ପରେ ଦୁନିଆଁ କୁ ଆଙ୍ଗୁଠି ଦେଖାଇ କହିବେ।

ଯେତେବେଳେ ନିଜେ ନାତୁଣୀ ଙ୍କୁ ବିବାହ ପୂର୍ବରୁ ପ୍ରେଗନେଟ ହେବା ଭୁଲ ନୁହେଁ ବୋଲି ଉପଦେଶ ଦେଉଛନ୍ତି ସେତେବେଳେ ତାହା ଠିକ ଆଉ ଏବେ କହୁଛନ୍ତି କଣ ନା ୱେଷ୍ଟନ ଡ୍ରେସ ପିନ୍ଧିବା ଦ୍ୱାରା ଝିଅ ମାନଙ୍କ ର ରେପ ହେଉଛି ବୋଲି। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ଆମ ଅଭିନେତ୍ରୀ ମମତା ଦାସ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଜୟା ଵଚନ ନିଜ ନାତୁଣୀ ଙ୍କୁ ବିବାହ ପୂର୍ବରୁ ମା ହେବା ଭୁଲ ନୁହେଁ ବୋଲି କହି ଖୁବ ବିବାଦ ଓ ଚର୍ଚ୍ଚା ରେ ଥିଲେ। ଆଉ ତା ପରେ କିଛି ଦିନ ତଳେ ସେ ଏକ ଭିଡ଼ିଓ ରେ କହିଥିଲେ କି ବର୍ତ୍ତମାନ ର ଝିଅ ମାନେ ମର୍ଡନ ତଥା ୱେଷ୍ଟନ ଡ୍ରେସ ପିନ୍ଧିବା ଦ୍ବାରା ତାଙ୍କର ରେପ ହେଉଛି ବୋଲି। ତେବେ ଜୟା ଙ୍କ ର ଏହି ମନ୍ତ୍ୟବ୍ୟ କୁ ନେଇ ଆମ ଓଡ଼ିଶା ର ଅଭିନେତ୍ରୀ ମମତା ଦାସ ତାଙ୍କୁ କଡା ଜବାବ ଦେଇଛନ୍ତି। ତେବେ ମମତା କହିଛନ୍ତି କି , ରେପ ହେବା ର କାରଣ କେବେବି ଡ୍ରେସ ନୁହେଁ।

କାରଣ ପୂର୍ବରୁ ତ ୱେଷ୍ଟନ ଡ୍ରେସ ନଥିଲା ସମସ୍ତେ ନାରୀ ମାନେ ଶାଢ଼ୀ ପିନ୍ଧୁଥିଲେ ଆଉ ସେତେବେଳେ ବି ରେପ ହେଉଥିଲା। ଆପଣ ନିଶ୍ଚିତ ଦେଖିବେ କି ଶାଢ଼ୀ ରେ ଆମ ଦେହ ଅଧିକ ଦେଖା ଯାଏ ,ଆମ ମୋ ସ୍ୱାମୀ ମଧ୍ୟ ମୋତେ କୁହନ୍ତି କି ତୁମେ ଶାଢ଼ୀ ରେ ସେକ୍ସି ଦେଖା ଯାଉଛ ତେଣୁ ସାଲୱାର ପିନ୍ଧି ବାହାର କୁ ଯାଅ ବୋଲି। ତେବେ ଆଜିକାଲି ର ଝିଅ ମାନେ ଯେ ୱେଷ୍ଟନ ଡ୍ରେସ ପିନ୍ଧିବା ରୁ ତାଙ୍କର ରେପ ଅଧିକ ହେଉଛି ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ତେବେ ଆଶ୍ଚର୍ଯ୍ୟ କି ଜୟା ଏହିପରି କେମିତି କହି ପାରୁଛନ୍ତି।

ତାଙ୍କ ପରିବାର ରେ ସମସ୍ତେ ଆକ୍ଟର ଆକ୍ଟଟ୍ରେସ , ଏମିତି କି ସେ ନିଜେ ଦିନେ ଅଭିନେତ୍ରୀ ଥିଲେ। ଆଉ ତାଙ୍କର ବୋହୁ ଙ୍କୁ ତ ଅନେକ ସମୟ ରେ ସୁଇମିଙ୍ଗ ସୁଟ ରେ ଭିଡ଼ିଓ ସୁଟିଂ କରିବାର ଦେଖା ଯାଇଛି ତାହାଲେ ସେଇଟା କଣ ୱେଷ୍ଟନ ଡ୍ରେସ ନୁହେଁ କି। ସେ ନିଜ କିଛି ଦିନ ତଳେ ନାତୁଣୀ କୁ କହୁଥିଲେ କି ବିବାହ ପୂର୍ବରୁ ପ୍ରେଗନେଟ ହେବା କିଛି ଭୁଲ ନୁହେଁ ବୋଲି ସେଇଟା କଣ ଆମ ସଂସ୍କୃତି ନା ସମାଜ ଶିକ୍ଷା। ତେବେ ସେ ପ୍ରଥମେ ନିଜ ପରିବାର କୁ ସମ୍ଭାଳନ୍ତୁ ଆଉ ପରେ ଦୁନିଆଁ ଉପରେ ନିଜ ମନ୍ତ୍ୟବ୍ୟ ରଖିବେ। ତେବେ ମମତା ଦାସ ଙ୍କ ର ଏହି ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.