Daily news update , Real odisha local news

କୁତୁକୁତିଆ ଟ୍ୟୁସନ ଦିଦି ,ପାଠ ବଦଳରେ ପଢାଇଲେ ପ୍ରେମପାଠ ଆଉ ଛାତ୍ରକୁ ଧରି ଚମ୍ପଟ ମାରିଲେ- Viral Video

0 11,144

ଆମ ସମାଜ ରେ ଗୁରୁ ଓ ଶିଷ୍ୟ ର ସମ୍ପର୍କ କୁ ସବୁଠାରୁ ସଂମାନନୀୟ ତଥା ପବିତ୍ର ଅଟେ ଏମିତି କି ଜଣେ ଶିକ୍ଷକ ଙ୍କୁ ସବୁଠାରୁ ବେଶି ସଂମାନ କରିଥାଉ। କାରଣ ଆମ ଦେଶ ର ଭବିଷ୍ୟତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ହାତରେ ରହିଥାଏ।

ଶିକ୍ଷକ ଜଣେ ଛାତ୍ର ର ପଥ ଦର୍ଶକ ହୋଇଥାନ୍ତି ଏବଂ ତାଙ୍କୁ ନିଜ ପିଲା ଭଳି ଗାଇଡ଼ କରନ୍ତି। ଠିକ ସେହିପରି ଜଣେ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବାପା ମା ଭଳି ମାଣିଥାନ୍ତି। କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଓ ଛାତ୍ର ମାନଙ୍କ ମଧ୍ୟରେ ସେହିପରି ପବିତ୍ର ସମ୍ପର୍କ ଦେଖା ଯାଉ ନାହିଁ। ଏହା ମଧ୍ୟ ଅନ୍ୟ ସମ୍ପର୍କ ଭଳି କଳଙ୍କିତ ହୋଇଗଲାଣି।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ଟି ବିଷୟରେ ଜଣେଇବୁ ଯାହା ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି ଦେଖା ଯାଇଛି କି ଜଣେ ୩୦ ବର୍ଷୀୟ ଶିକ୍ଷୟତ୍ରୀ ଜଣେ ୧୮ ବର୍ଷ ର ଛାତ୍ର କୁ ନେଇ ଫେରାର ହୋଇ ଯାଇଛନ୍ତି। ତେବେ ଶିକ୍ଷୟତ୍ରୀ ଜଣଙ୍କ ଛାତ୍ର କୁ ଟିଉସନ କରିବାକୁ ଆସୁଥିଲେ ମାତ୍ର ଏହିପରି ପ୍ରେମ ପାଠ ପଢାଇ ଲେ କି ଛାତ୍ର ଜଣଙ୍କ ସବୁ କିଛି ଭୁଲିଯାଇ ତାଙ୍କ ସହ ଫେରାର ହୋଇ ଯାଇଛି।

ତେବେ ଘଟଣା ଟି ଦେଖିବା କୁ ମିଳିଛି ନୟାଗଡ଼ ଜିଲ୍ଲାରେ , ଯେଉଁ ଠାରେ ରାନୁ ନାମକ ଜଣେ ୧୮ ବର୍ଷ ବୟସ ର ଛାତ୍ର ଜଣଙ୍କ ନମିତା ନାମକ ଜଣେ ମାଡାମ ଙ୍କ ପାଖକୁ ଦଶମ ଶ୍ରେଣୀ ରେ ଟିଉସନ ପଢିବା ପାଇଁ ଯାଉଥିଲେ। ତେବେ କିନ୍ତୁ ଛାତ୍ର ଙ୍କୁ ତାଙ୍କର ମାଡାମ ପାଠ ପଢ଼ିବା ପରିବର୍ତେ ତାଙ୍କୁ ପ୍ରେମ ପାଠ ପଢ଼ୁଥିଲେ। ତେବେ ପରିବାର ଲୋକେ ଏହା ଜାଣିବା ପରେ ରାନୁ ଙ୍କୁ ଯୁକ୍ତ ଦୁଇ ରେ ହଷ୍ଟେଲ ରେ ରଖିଲେ ଆଉ ମାଡାମ ଙ୍କ ଠାରୁ ଦୂରେଇ ରଖିବା କୁ କହିଲେ। ମାତ୍ର ମାଡାମ ଜଣଙ୍କ ତାଙ୍କୁ ଯାଇ ହଷ୍ଟେଲ ରେ ଦେଖା କରୁଥିଲେ ଆଉ ତାଙ୍କ ସହ ରାସଲୀଳା ରଚୁଥିଲେ।

ତେବେ ପରେ ରାନୁ ମଧ୍ୟ ମାଡାମ ଙ୍କ ପ୍ରେମ ରେ ପଡି ଏହିପରି ହୋଇଗଲେ କି ସେ ବାପା ମା ଓ ପରିବାର କୁ ଛାଡି ଦେଇ ସେହି ମାଡାମ ଙ୍କ ସହ କୁଆଡେ ପଳେଇଛନ୍ତି ଯାହାର ପତା ଆଜି ଯାଏ ବାପା ମା ଜାଣି ପାରୁ ନାହାନ୍ତି। ତେବେ ଏନେଇ ପରିବାର ଲୋକେ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି କିନ୍ତୁ ମାଡାମ ଙ୍କ ପରିବାର ରେ ମଧ୍ୟ ସବୁ ଚୁପ ଅଛନ୍ତି। ତେବେ ଘଟଣା ଟିକୁ ନେଇ ସମସ୍ତେ ଖୁବ ନିନ୍ଦା କରିଛନ୍ତି ଯଦି ଜଣେ ଶିକ୍ଷୟତ୍ରୀ ଏହିପରି କରିବେ ତେବେ ପିଲା ଙ୍କ ର ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.