Daily news update , Real odisha local news

ଗର୍ଭଧାରଣର ( Pregnant ) ସଠିକ୍‌ ସମୟ କ’ଣ ? | Dr. Indu

0 10,155

ବନ୍ଧୁମାନେ ବିବାହ ପରେ ପ୍ରତ୍ୟେକ ଦମ୍ପତି ନିଜ ଜୀବନରେ ପିଲା ଟିଏ ଆଶା କରିଥାନ୍ତି ।ତେବେ କେଉଁ ମାନଙ୍କ କ୍ଷେତ୍ରରେ ପିଲା ସହଜରେ ଜନ୍ମ ବା ଗର୍ଭଧାରଣ ଖୁବ ସହଜ ହେଇଥିବା ବେଳେ କିଛି ଜଣଙ୍କୁ ଗର୍ଭଧାରଣ ପାଇଁ ବାଧା ସହିବାକୁ ପଡିଥାଏ ।

ଆଉ ଏସବୁ ମୂଳରେ ମୁଖ୍ୟ କାରଣ ହେଉଛି ଠିକ ସମୟରେ ସହବାସ, ସ୍ୱାମୀ ସ୍ତ୍ରୀ କୋଉ ସମୟରେ ସମ୍ପଟକ ରଖୁଛନ୍ତି ତାହା ଉପରେ ପ୍ରେଗନେନ୍ସି ନିର୍ଭର କରିଥାଏ ।ତେବେ ବହୁତ ଦମ୍ପତି ଜାଣି ନଥାନ୍ତି କି କୋଉ ଉଚିତ ସମୟରେ ସମ୍ପର୍କ ରଖିଲେ ଯାଇ ଗର୍ଭ ସମ୍ଭବ ହେଇପାରିବ, ତେଣୁ ଆପଣ ଆଜି ସେ ବିଷୟରେ ଭଲ ଭାବରେ ଜାଣି ରଖନ୍ତୁ ।

ତେବେ ଗର୍ଭଧାରଣ କରିବା ନାରୀ ର ପିରିୟଡ଼ ଉପରେ ପ୍ରେଗନେନ୍ସି ନିର୍ଭର କରିଥାଏ ।ତେବେ ଯେତେବେଳେ ନାରୀର ଠିକରେ ପିରିୟଡ଼ ହେଉଥିବ ସେହି ଅନୁସାରେ ରିଲେଶନ ରଖିବା ଦରକାର । ଜଣେ ନାରୀର ପିରିୟଡ଼ ପ୍ରତ୍ୟେକ ମାସର 28 ଦିନରେ ବା 30 ଦିନ ଅନ୍ତରରେ ହେଉଛି ତେବେ ପିରିୟଡ଼ ର ପ୍ରଥମ ଦିନ ଠାରୁ 14 ଦିନ ପରେ ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖୁଛନ୍ତି ତେବେ ସେହି ସମୟ ପ୍ରେଗନେନ୍ସି ପ୍ରାୟତଃ ସମ୍ଭବ ହେଇଥାଏ ।

ତେବେ ପ୍ରେଗନେନ୍ସି ପାଇଁ ରିଲେଶନ ରଖିବା ପୂର୍ବରୁ ଏହି ସବୁ ଦିଗ ଗୁଡିକ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ ।ତେବେ ଆପଣ ପ୍ରେଗନେନ୍ସି ପାଇଁ ପ୍ଲାନିଂ କରୁଥିଲେ ପ୍ରଥମ କଥା ହେଉଛି କି କୌଣସି ପ୍ରକାର କଣ୍ଟାସେପ୍ଟିକ ପିଲସ ନେଉଥିଲେ ତାଗ 3 ମାସ ଆଗରୁ ବନ୍ଦ କରିବା ଦରକାର ।ପ୍ରେଗନେନସି ପାଇଁ ମହିଳାର ପିରିୟଡ଼ ର 7 ଦିନ ପରେ ରିଲେଶନ ରଖିବା ଦରକାର ତାହେଲେ ଯାଇ ସ୍ପର୍ମ ଠିକରେ ଓଭାରି ଭିତରକୁ ଯାଇଥାଏ ।ଆଉ ସ୍ପର୍ମ ଅଭାରୀ ଭିତରେ 45 ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥାଏ ତେଣୁ ମହିଳା ମାନେ 24 ଘଣ୍ଟା କୁ ଥରେ ରିଲେସନ ରେ ରହିବା ଆବଶ୍ୟକ ହୋଇଥାଏ ।

ଏହାଛଡା ପିରିୟଡ଼ସ ହେବାର 11 ଦିନ ଛାଡିକି ଆଉ 5 ଦିନ ଉଚିତ ସହବସ୍ଥାନ କରିଲେ ପ୍ରେଗ୍ନେଣ୍ଟ ହେବାର ସମ୍ଭାବନା ଥାଏ ।ଆଉ ମନେ ରଖିବେ ରିଲେଶନ ରଖିବା ପରେ ମହିଳା ମାନେ 30 ମିନିଟ ଯାଏ ବେଡ଼ରେ ଶୋଇ ରହିବା ଆବଶ୍ୟକ ।ଏହି ନିୟମ ମାନି ସହବାସ କଲେ ଯାଇ ଖୁବ ଜଲଦି ପ୍ରେଗନେଣ୍ଟ ହେଇ ପାରିବେ ।

ଆଉ ବିଶେଷ କ୍ତି ମହିଳା ମାନେ ଏହି କେତୋଟି କଥା ନିଶ୍ଚିତ ମନେ ରଖିବେ ଯେତେବେଳେ ଆପଣ ପିଲା ପାଇଁ ଚେଷ୍ଟା କରୁଛନ୍ତି ସେତେବେଳେ ମହିଳା ମାନେ ଠିକରେ ଶୋଇବା ସହିତ ଷ୍ଟ୍ରେସ ନନେବା ଉଚିତ ।ଆଉ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କଲେ ବି ଜଲଦି ପ୍ରେଗନେଣ୍ଟ ହେବାରେ ସହାୟକ ହେଇଥାଏ ।ମହିଳା ମାନେ ସକାଳେ ଜଲଦି ଉଠି ଏକ୍ସାସାଇଜ କରିବା ସହିତ ଉଚିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.