ତେବେ ବର୍ତ୍ତମାନ ଗର୍ଭବତୀ ହେବା ବା ଗର୍ଭ ଧାରଣ କରିବାରେ ବହୁତ ଅସୁବିଧା ଆସୁଛି, ଅନେକ ସମୟରେ ନାନା ପ୍ରକାର କଂପ୍ଲିକେଶନ ବି ରହୁଛି ।ଆଉ ଏହି ସବୁ ସମସ୍ୟା ଭିତରେ ବହୁତ ଜଣ ପିଲା ସୁଖ ପାଇ ପାରନ୍ତି ନାହିଁ ।ତେବେ ପୂର୍ବରୁ ଏମିତି କିଛି ଅସୁବିଧା ରହୁ ନଥିଲା ପ୍ରେଗନେନ୍ସି କେସ ଗୁଡିକ ରେ କିନ୍ତୁ ଆଜିର ଆଧୁନିକ ଯୁଗରେ ଆମର ଜୀବନ ଦିନକୁ ଦିନ ବଦଳିବାରେ ଲାଗୁଚି ।
ଆଉ ଏହାର ପ୍ରଭାବ ଆମ ଶରୀର ଉପରେ ପଡୁଛି, ତେବେ ଆଜିକାଲି ବହୁତ ଘରୋଇ ରିମେଡି ରହିଚି ଯାହାକୁ ବ୍ୟବହାର କଲେ ଆପଣଙ୍କ ଗର୍ଭବତୀ ହେବାରେ ବହୁତ ସାହାଯ୍ୟ କରିଥାଏ ।
ତେବେ ଆଜି ଆମେ ଆପଣଂକୁ ଗର୍ଭବତୀ ହେବା ପାଇଁ କେମିତି ଲବଙ୍ଗ ସାହାଯ୍ୟ କରିବ ସେହି ବିଷୟରେ ବତାଇବୁ ।ତେବେ ଲବଙ୍ଗ ଗରମ ଖାଦ୍ୟ ଅଟେ ତେବେ ଏହା କେମିତି ସାହାଯ୍ୟ କରେ ସେ ବିଷୟରେ ଆସନ୍ତୁ ଜାଣିବା ।ଆଉ ଗୋଟିଏ କଥା ଏହି ଲବଙ୍ଗ ଉଭୟ ପୁରୁଷ ଅସ୍ତ୍ରୀ ନେଇ ପାରିବେ କିନ୍ତୁ ଅଲଗା ଅଲଗା ଉପାୟ ମାଧ୍ୟମରେ ।
ସ୍ତ୍ରୀ ମାନେ ଲବଙ୍ଗ କେମିତି ନେବେ:-
-ତେବେ ମହିଳା ମାନେ 5 ଟି ଲବଙ୍ଗ କୁ ଗୋଟିଏ ଗ୍ଲାସ ପାଣି ରେ ରାତିରେ ଭିଜେଇ ରଖି ଦେବେ ।ଆଉ ସକାଳେ ଦେଖିବେ ସେହି ଲବଙ୍ଗ ଥିବା ପାଣିର ରଙ୍ଗ ବଦଳି ଯାଇଥିବ ।ମହିଳା ମାନେ ସେହି ପାଣି କୁ ସକାଳେ ଖାଲି ପେଟରେ ସେହି ପାଣି କୁ ପିଇବେ ।ତେବେ ଏହି ପାଣି ନିଜ ଅଭଲ୍ୟୁସନ ତାରିଖ ଯାଏ ନେବେ ଆଉ ତାପରେ ଏହାକୁ ନେବେ ନାହିଁ ।ଏହା ପୂର୍ବରୁ ଆପଣଂକୁ ନିଜର ଅଭଲ୍ୟୁସନ ତାର8ଖ ଜାଣିବା ଦରକାର ଓ ଯେଉଁ ମାନଙ୍କ ର ପିରିୟଡ଼ ସାଇକେଲ 22 ଦିନ ସେମାନେ ଏହି ପାଣୀ 7 ରୁ 8 ଦିନ ନେବେ
ପୁରୁଷ ମାନେ ଲବଙ୍ଗ କେମିତି ନେବେ:-
-ପୁରୁଷ ମାନେ କ୍ଷୀର ରେ ଦୁଇଟି ଲବଙ୍ଗ ଙ୍କୁ ପକାଇ ଦେବେ ଆଉ ସେହି କ୍ଷୀର କୁ ରାତି ରେ ଶୋଇବା ପୂର୍ବର ରୁ ପିଇ ଦେବେ ।ତେବେ ଏମିତି କରିବା ପରେ ପରେ ଦେଖିବେ ଆପଣ ଙ୍କ ସ୍ପର୍ମ ର କ୍ବାଲିଟି ଓ କ୍ୱାଣ୍ଟିଟି ଦୁଇଟି ଯାକ ବଡିଯିବ ।
ତେବେ ବନ୍ଧୁମାନେ ଆପଣ ପ୍ରେଗନେନ୍ସି ପାଇଁ ଚିନ୍ତିତ ଥିଲେ ବା ଯେତେ ଚେଷ୍ଟା କଲେ ବି ପ୍ରେଗନେଣ୍ଟ ହେଇ ପାରୁ ନଥିଲେ ସେତେବେଳେ ଆପଣ ଏହି ରିମେଡି କୁ ନେଇ ପାରିବେ ।ଆସୁ ରିମେଡି ନେବାର ମାତ୍ର 15 ଦିନ ଭିତରେ ଦେଖିବେ ଆପଣଂକୁ ଗର୍ଭ ଧାରଣ କରିବାର କିଛି ନ କିଛି ଖୁସି ଖବର ମିଳିବ ।ତେବେ ଆପଣ ଆଜି ଠାରୁ ଏହି ରିମେଡି କୁ ବ୍ୟବହାର କରିବା ଆରମ୍ଭ କରି ଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।