କଥାରେ ଅଛି ଆପଣ ଙ୍କ ପାଖରେ ଯେତେ ଟଙ୍କା ପଇସା କିମ୍ବା ଧନ ସମ୍ପତ୍ତି ଥିଲେ ଜଣେ ବଡ଼ ମଣିଷ ହୋଇ ନଥାଏ କେବେ ବି ମାତ୍ର ତାଙ୍କର ବ୍ୟବହାର ଏବଂ ଗୁଣ କୁ ନେଇ ସେ ବଡ଼ ହୋଇଥାଏ। ତେବେ ଆପଣ ମାନେ ଜାଣିଥିବେ କି , ଆମ ଭାରତ ର ସବୁଠାରୁ ଧନୀ ଲୋକ ହେଉଛନ୍ତି ମୁକେଶ ଅମ୍ବାନୀ ଯିଏକି ତାଙ୍କର ଟଙ୍କା ପଇସା ସହ ତାଙ୍କର ବ୍ୟବହାର ପାଇଁ ମଧ୍ୟ ଖୁବ ପ୍ରଶଂସିତ ହୋଇଥାନ୍ତି।
ତେବେ କିନ୍ତୁ ବର୍ତ୍ତମାନ ତାଙ୍କର ପୁଅ ଅନ୍ତନ ଅମ୍ବାନୀ ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ କହିବେ କି ବାପା ଙ୍କ ଭଳି ପୁଅ ହେଲେ ନାହିଁ ବୋଲି।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅନନ୍ତ ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟି ରେ ଦେଖା ଯାଇଛି ଯେ , ମୁକେଶ ଅମ୍ବାନୀ ଙ୍କ ର ସାନ ପୁଅ ଅନନ୍ତ ଅମ୍ବାନୀ ତାଙ୍କର ଠାରୁ ବୟସ ରେ ବହୁତ ବଡ଼ ଜଣେ ବ୍ୟକ୍ତି ଙ୍କୁ ନିଜ ପାଦ ଛୁଇଁବା କୁ ଦେଇଛନ୍ତି। ଆଉ ଭିଡ଼ିଓ ରେ ଦେଖା ଯାଇଛି କି , ସେହି ବୟସ୍କ ବ୍ୟକ୍ତି ଜଣଙ୍କ ତାଙ୍କ ପାଦ ଧରି ମୁଣ୍ଡିଆ ମାରିଛନ୍ତି। ତେବେ ଅନନ୍ତ ମଧ୍ୟ ଏହାକୁ ବାରଣ କରି ନାହାନ୍ତି , ତେବେ ଯାହା ଜଣା ପଡ଼ିଛି କି ସେହି ବ୍ୟକ୍ତି ଜଣଙ୍କ ତାଙ୍କର ଜଣେ କର୍ମଚାରୀ ଅଟନ୍ତି।
ତେବେ ଯାହା ସୂଚନା ରହିଛି କି ,ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅନନ୍ତ ଙ୍କ କମ୍ପାନୀ ରେ କାମ କରିଥିବା ଜଣେ କର୍ମଚାରୀ ଅଟନ୍ତି। ତେବେ ସେଦିନ ସେହି କର୍ମଚାରୀ ଙ୍କ ର ଜନ୍ମ ଦିନ ଥିଲା ଆଉ ଏହାକୁ ସେଲିବ୍ରେଟ କରିବା ପାଇଁ ଅନନ୍ତ ଅମ୍ବାନୀ ସେହି କର୍ମଚାରୀ ଙ୍କ ସହ ତାଙ୍କର ପ୍ରାଇଭେଟ ଜେଟ ରେ କେକ ଆଣି ଜନ୍ମ ଦିନ ସେଲିବ୍ରେଟ କରିବାକୁ ଆୟୋଜିତ ହୋଇଥିଲା। ତେବେ ସେହି କର୍ମଚାରୀ ଜଣଙ୍କ ର ବୟସ ମୁକେଶ ଙ୍କ ଠାରୁ ବହୁତ ଅଧିକ ଥିଲା ସେ ମୁକେଶ ଅମ୍ବାନୀ ର ବୟସ ର ଅଟନ୍ତି। ତେବେ ସେମାନେ ତାଙ୍କର ଜନ୍ମ ଦିନ କେକ କାଟିଥିଲେ।
ତେବେ କେକ କାଟିବା ପରେ ସେହି କର୍ମଚାରୀ ଜଣଙ୍କ ଅନନ୍ତ ଙ୍କ ର ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ଆଉ ସବୁଠାରୁ ବଡ଼ କଥା ଏହା ଥିଲା କି , ଅନନ୍ତ ଏହାକୁ ବାରଣ ମଧ୍ୟ କରି ନଥିଲେ। ତେବେ ଏହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ସମସ୍ତେ ଏହାକୁ ନିନ୍ଦା କରିଛନ୍ତି। ତେବେ ଏହାକୁ ନେଇ ବର୍ତ୍ତମାନ ଚାରି ଆଡ଼େ ଚର୍ଚ୍ଚା ଚାଲିଛି ତେବେ ଅନନ୍ତ ତାଙ୍କର ବାପା ଙ୍କ ଭଳି ହେଲେ ନାହିଁ ବୋଲି କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।