ଦର୍ଶକ ବନ୍ଧୁ ମାଆ ବାପା ହେବା ସବୁ ଦମ୍ପତି ଙ୍କ ଜୀବନରେ ଏକ ସ୍ୱପ୍ନ ଥାଏ, ତେବେ ବହୁତ ସମୟରେ କିଛି ଛୋଟ କାରଣ ପାଇଁ ବହୁତ ଜଣ ସନ୍ତାନ ସନ୍ତତି ଲାଭ କରି ପାରନ୍ତି ନାହିଁ ।ହେଲେ ଏହି ସବୁ କ୍ଷେତ୍ରରେ ଦୋଷ କାହାର ଥାଏ, ପୁରୁଷ ର ନା ସ୍ତ୍ରୀ ତାହା ଜାଣିବାକୁ ବହୁତ ସମୟ ବି ଲାଗିଥାଏ ।
ତେବେ ଜ୍ୟୋତିଷ ବିଜ୍ଞାନ ଏକ ପାଠ ଯେଉଁ ଥିରେ ବ୍ୟକ୍ତି ଙ୍କ ଜୀବନରେ କଣ ଘଟିବ କଣ ନାହିଁ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳି ଯାଇଥାଏ ।ଆଉ ଆପଣ ଯଦି ଚାହୁଁଛନ୍ତି କି ପିଲା ନହେବା ପଛରେ ସ୍ତ୍ରୀ କି ପୁରୁଷ କାହାର ଦୋଷ ଅଛି , ସେଥିପାଇଁ ଆପଣଂକୁ ଏହି ଉପାୟ ଟି କରିବାକୁ ପଡିବ ।
ସାଧାରଣତଃ ପିଲା ଛୁଆ ନହେଲେ ଆପଣ ଡାକ୍ତର ଙ୍କ ପାଖକୁ ଯାଆନ୍ତି ତେବେ ତା ପୂର୍ବରୁ ଆପଣ ଯଦି ଗୋଟିଏ ଛୋଟ ଉପାୟ ନିଜ ଘଟେ କରିପାରିବେ ।ତାହେଲେ ଡାକ୍ତର ଙ୍କ ପାଖକୁ ଯିବା ପୂର୍ବରୁ ଜାଣି ପାରିବେ କି ପିଲା ନହେବା ପଛରେ କାହାର ଅସୁବିଧା ରହିଛି ।ସେଥିପାଇଁ ଉପାୟ ଟି ଜାଣିବାକୁ ହେବ..
-ତେବେ ଏହି ଉପାୟ କରିବାକୁ ଆପଣଙ୍କୁ ଗହମ, ମୁଗ, ବିରି,କୋଳଥ,ସୋରିଷ, ଯଅ ବା ଖାଲି ଧାନ ଏହି ଭିତରୁ କୋଉ ଗୋଟିଏ ଶସ୍ୟ କୁ ନେବାକୁ ପଡିବ ।ଆଉ ଏହାକୁ ନେଇ ଆପଣ ସ୍ୱାମୀ ସ୍ତ୍ରୀ ନିଜ ବାଡ଼ି ଏକ ଜାଗାରେ 2 ଫୁଟ ଲମ୍ବ ଓ 2 ଫୁଟ ଓସାର ର ଦୁଇଟି ଜାଗା ନେବେ ।ଗୋଟିଏ ଜାଗା ସ୍ତ୍ରୀ ର ଆଉ ଗୋଟିଏ ପୁରୁଷ ର, ଏହାପରେ ଆପଣ ସ୍ୱାମୀ ସ୍ତ୍ରୀ ନିଜ ନିଜ ଜାଗାରେ ନେଇ ଥିବା ଶସ୍ଯ କୁ ବୁଣି ଦିଅନ୍ତୁ ।ହେଲେ ସେହି ଜାଗାରେ ପାଣି ଦେବେ ନାହିଁ ।ତେବେ ଆପଣ ପ୍ରତ୍ୟେକ ଦିନ ସକାଳୁ ପରିସ୍ରା କଲା ପରେ ମନେ ରଖିବେ କି ସ୍ୱାମୀ ର ପରିଶ୍ରା ସ୍ୱାମୀ ଶସ୍ୟ ବୁଣିଥିବା ଜାଗାରେ ଓ ସ୍ତ୍ରୀ ଶସ୍ୟ ବୁଣିଥିବା ଜାଗାରେ ପଡିବା ଦରକାର ।ଏହା ପରେ ଲକ୍ଷ କରୁଥିବେ କି କୋଉ ଜାଗାରେ ଆଗ ଗଜା ବାହାରିବା ଆରମ୍ଭ ହେଉଛି ।
-ଯେଉଁ ଜାଗାରୁ ଆଗ ଗଜା ବାହାରିବ ଜାଣିବେ ସେହି ମହିଳା କି ସ୍ତ୍ରୀ ପାଖରେ କୌଣସି ଶାରୀରିକ ସମସ୍ୟା ନଥାଏ ଗର୍ଭବତୀ ହେବାପାଇଁ ।ଆଉ ଯଦି କାହାର ଅଧିକ ଗଜା ବାହାରିଥାଏ ତେବେ ସେହି ବ୍ୟକ୍ତି ର ବି ଶରୀର ଠିକ ଆସିଜି ପିଲା ଜନ୍ମ କରିବା ପାଇଁ ।
-ତେବେ ଯେତେବେଳେ ଉଭୟଙ୍କ ର କାହାର ବି ଗଜା ବାହାରୁ ନଥିବ, ବା କାହାର ଅଳ୍ପ ଅଳ୍ପ ଗଜା ବହରୁଥିବ ସେତେବେଳେ ଜାଣିବେ ଆପଣ ଶରୀର କିଛି ଅସୁବିଧା ରହିଛି ଯାହାକୁ ଚିକିତ୍ସା କଲେଜଇ ଆପଣଙ୍କ ଜୀବନରେ ପିଲାର ଖୁସି ଆସି ପାରିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।