ଶ୍ମଶାନରୁ Live – ୩ବର୍ଷ ତଳେ ହୋଇଥିଲା ବାହାଘର..ଗୋଟିଏ ଜୁଇରେ ଜଳିଗଲେ ବାପା, ମା ଓ ପୁଅ ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ
ଗୋଟିଏ ଜୁଇ ରେ ଜଳିଲା ବାପା ,ମା ଓ ଦୁଇ ବର୍ଷ ର କୁନି ପୁଅ ର ଶବ, କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗ୍ରାମ। ସମସ୍ତ ଙ୍କ ଆଖିରେ ଲୁହ ଆଉ ମୁଁହ ରେ ଖାଲି ଗୋଟିଏ କଥା ଏହିଭଳି ମୃତ୍ୟୁ ଭଗବାନ କାହାକୁ ନଦିଅନ୍ତୁ। ବେଶ ହସ ଖୁସି ର ପରିବାର ଥିଲା ଆଉ ନିଜ ବାଇକ ରେ ବାପା ମା ଓ ପୁଅ ବୁଲି ଯାଇଥିଲେ ମାତ୍ର ଗୋଟିଏ ଦୁର୍ଘଟଣା ସବୁ କିଛି ଶେଷ କରିଦେଲା ।
ଲିଭେଇ ଦେଲା ଗୋଟିଏ ପରିବାର ର ନାମ ନିଶାନ ,ତେବେ ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ ଜାଣିଲେ ଆପଣ କାନ୍ଦି ପକେଇବେ।
ତେବେ କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ଏବଂ ଆପଣ ବି କହିବେ ଏମିତି ମୃତ୍ୟୁ କାହା ଜୀବନ ରେ ନ ଆସୁ ବୋଲି।
ତେବେ ଘଟଣା ଟି କିଛି ଏହିପରି ହୋଉଛି କି , ଗୋଟିଏ ପରିବାର ର ବାପା ମା ଓ ଦୁଇ ବର୍ଷ ର ପୁଅ ବାଇକ ରେ ବାହାର କୁ ଯାଇଥିଲେ। ତେବେ ଏହି ଦମ୍ପତି ଙ୍କ ର ବିବାହ ତିନି ବର୍ଷ ତଳେ ହୋଇଥିଲା ଆଉ ତାଙ୍କ ଜୀବନ ରେ କୁନି ପୁଅ ଟେ ଆସିବା ପରେ ବେଶ ହସ ଖୁସି ର ସଂସାର ଥିଲା ଏମାନ ଙ୍କର କିନ୍ତୁ ଆଦିନିଆ ଝଡ଼ ସବୁ ନେଇଗଲା। ଆଉ ରାସ୍ତା ରେ ନିଜ ବାଇକ ରେ ଏହି ଦମ୍ପତି ନିଜ ପିଲା ସହ ଯାଉଥିବା ବେଳେ ପଛ ପଟୁ ଗୋଟିଏ କାର ଆସି ଧକା ଦେଇଥିଲା ବାଇକ ଟିକୁ। ତେବେ ସଂଗେ ସଂଗେ ଛିଟିକି ହୋଇ ପଡ଼ିଥିଲେ ବାପା ମା ଓ ପୁଅ।
ତେବେ ଘଟଣା ସ୍ଥଳ ରେ ତିନି ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା , ଆଖ ପାଖରେ ଥିବା ଲୋକେ ରାଗରେ କାର ରେ ନିଆଁ ଲଗାଇ କାର ଟିକୁ ଜଳି ଦେଲେ କିନ୍ତୁ ଏପଟେ ପୁରା ପରିବାର ର ଦୀପ ଲିଭି ଗଲା। ଆଉ ଆଜି ଗୋଟିଏ ଜୁଇ ରେ ଜଳି ଯାଇଛନ୍ତି ବାପା ମା ଓ ଦୁଇ ବର୍ଷ ର କୁନି ପୁଅ। ତେବେ ଏହି ଘଟଣା ଟି ପୁରା ଅଞ୍ଚଳ ରେ ଶୋକ ର କାୟା ବିସ୍ତାର କରିଛି। ତେବେ ପୁରା ଗ୍ରାମ କାନ୍ଦ ବୋବାଳି ରେ ଉଠୁଛି ଓ ପଡୁଛି। ତେବେ ଭଗବାନ ଏହିପରି ମୃତ୍ୟୁ କାହାକୁ ନଦିଅନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।