ବନ୍ଧୁମାନେ ବର୍ତ୍ତମାନ ସମୟରେ କେଶ ଝଡ଼ିବାଏକ ଏମିତି ସମସ୍ୟା ପଲଟିଚି ଯାହା ସମସ୍ତଙ୍କ 0ଅଖରେ ଦେଖିବାକୁ ମିଳୁଛି ।ବହୁତ ସମୟରେ ଆପଣ ମାନଙ୍କର କେଶ ଝଡି ଚନ୍ଦା ଅବସ୍ଥା କୁ ଆସି ଯାଉଛି ।ଆଉ ନାରୀ ହୁଅନ୍ତୁ ବା ପୁରୁଷ କେଶ ଝଡ଼ିବା ବର୍ତ୍ତମାନ ସମସ୍ତ ଙ୍କ ପାଖରେ ଦେଖା ଯାଉଛି । କେଶ ମଣିଷର ସୁନ୍ଦରତା କୁ ସବୁବେଳେ ବଡାଇଥାଏ କିନ୍ତୁ ଏବେ ଚୁଟି ଝଡ଼ିବା ଠାରୁ ଆରମ୍ଭ କରି ଛୁଟି ମୂଳ ଦୁର୍ବଳ ହେବା,ଚୁଟି ର ଅଗ ଫାଟି ଯିବା ଆଦି ସମସ୍ୟା ଦେଖା ଯାଉଛି ।ତେବେ କେଶ ଝିଡିବା ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଆଜି ଖୁବ ସୁନ୍ଦର ଉପାୟ ଆପଣଙ୍କ ପାଇଁ ନେଇ ଆସିଛୁ ।
ତେବେ ଲମ୍ବା ଓ ଘନ କେଶ କାହାକୁ ବା ଦରକାର ନାହିଁ ହେଲେ ଆଜିର ସମୟରେ ତାହେକ ସ୍ୱପ୍ନ ପରି ଲାଗିଲାଣି ।ତେବେ ଆମେ ଯେଉଁ ଉପାୟ ଆଜି ଆପଣଙ୍କୁ ଜଣାଇବୁ ତାହା ଖୁବ ସହଜ ହେବା ସହିତ ଆପଣ ଖୁବ ସହଜରେ ନିଜ ଘରେ ତିଆରି କରି ବ୍ୟବହାର କରିପାରିବେ ।ତେବେ ଆସନ୍ତୁ ଜାଣିବା ସେହି ସୁନ୍ଦର ରିମେଡି ବିଷୟରେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ପାଣି
-ସ୍ପ୍ରେ ବୋତଲ
-ପିଜୁଳି ପତ୍ର
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ପାଇଁ ଆପଣ ପ୍ରଥମେ 8 ରୁ 10 ଟି ପିଜୁଳି ପତ୍ର ନିଅନ୍ତୁ, ତାପରେ ସେହି ପତ୍ର କୁ ଭଲ ଭାବରେ ଧୋଇ ନିଅନ୍ତୁ ।ଏବେ ସେହି ପିଜୁଳି ପତ୍ର କୁ ଗୋଟିଏ ପେନରେ ରଖି ସେଥିରେ ଦୁଇ ଗ୍ଲାସ ପାଣି ଦେଇ ଫୁଟାନ୍ତୁ ।ତେବେ ପିଜୁଳି ପତ୍ର ଚୁଟି ପାଇଁ ଖୁବ ଉପକାରୀ ଅଟେ ତେବେ ଏହା ଆମ ଶରୀର ର ଅନ୍ୟାନ୍ୟ ରୋଗ ଗୁଡିକ ମଧ ଭଲ କରିଥାଏ ।
-ତେବେ ପତ୍ର ଫୁଟି ଯେତେବେଳେ ପାଣି ଏକ ଗ୍ଲାସ ପାଖାପାଖି ହେଇଯିବ ସେତେବେଳେ ପାଣି କୁ ଛାଣି ନିଅନ୍ତୁ ।ଆଉ ସେଜି ପିଜୁଳି ପତ୍ର ପାଣି ଥଣ୍ଡା ହେବା ପରେ ତାକୁ ଗୋଟିଏ ସ୍ପ୍ରେ ବୋତଲ ରେ ପୁରାଇ ନିଅନ୍ତୁ ।
ରିମେଡି ର ବ୍ୟବହାର:-
-ତେବେ ପ୍ରସ୍ତୁତ କରିଥିବା ରେମିଡ଼ି କୁ ଆପଣ ମୁଣ୍ଡରେ ଅଳ୍ପ ଅଳ୍ପ ସ୍ପ୍ରେ କରି ଚୁଟି ମୂଳରେ ଭଲ କରି ଲଗାନ୍ତୁ ।ଆଉ ଲଗାଇବା ର 15 ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ ।ତେବେ ଏହି ରିମେଡି ଵ୍ୟଵହାର କରିବାର 15 ଦିନ ପରେ ଆପଣ ଦେଖିବେ ଆପଣଙ୍କ ର ଚୁଟି ଝଡ଼ିବା ଧୀରେ ଧୀରେ କମିବା ସହିତ ଚୁଟି ସଫ୍ଟ ବି ହେଇଯିବ ।ତେବେ ଆପଣ ନିଶ୍ଚିତ ରୂପେ ଏହି ରିମେଡି କୁ ପ୍ରସ୍ତୁତ କରି ନିଜ ଚୁଟିରେ ବ୍ୟବହାର କରନ୍ତୁ ଆଉ ତାପରେ ଜାଣି ପାରିବେ ରିମେଡି ର ଚମତ୍କାର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।