ବନ୍ଧୁମାନେ ଅନେକ ସମୟରେ ଆମେ ଭିନ ଭିନ୍ନଭିନ୍ନ ଶାରୀରିକ ସମସ୍ୟାର ଶିକାର ହେଉ ।ତେବେ ଆଜିକାଲି ତ ରୋଗ କାହା ପାଖରେ ନାହିଁ କହିଲେ ହେବ ନାହିଁ, ସମସ୍ତେ କିଛି ନା କିଛି ରୋଗରେ ପୀଡିତ ।ଆମେ କୌଣସି ଛୋଟ ବଡ଼ ସବୁ ରୋଗର ନିରାକରଣ ପାଇଁ ବିଭିନ୍ନ ରାସାୟନିକ ମେଡିସିନ ନେଉ ।
ତେବେ ଆପଣ ଏହା ବି ଜାଣିଛନ୍ତି ଆମ ହାତ ପାଖରେ ବହୁତ ଜିନିଷ ଅଛି ଯାହାର ବ୍ୟବହାର କରି ବହୁତ ରୋଗକୁ ଭଲ କରିପାରିବେ ।ତେବେ ସେସବୁର କେମିତି ବ୍ୟବହାର କରିବେ, ସେଥିପାଇଁ ଆମେ ଆଜି ଏମିତି ଗୋଟାଏ ଜିନିଷ ର ବ୍ୟବହାର ବିଷୟରେ କହିବୁ ଯାହାର ବ୍ୟବହାର କରି ଅନେକ ରୋଗରୁ ମୁକ୍ତି ପାଇ ପାରିବେ ।
ତେବେ ରଶୁଣ ଆପଣ ସମସ୍ତଙ୍କ ଘରେ ଅଛି ତେବେ ଏହି ରଶୁଣର ଗୋଟିଏ ପାଖୁଡା ଆପଣ ଯଦି ନୀତିଦିନ ଖାଉଛନ୍ତି ତେବେ ତାହା ଯାଦୁ ପରି କାମ କରିବ ।ତେବେ ଏହି ରଶୁଣ କୁ କେମିତି ଖାଇବେ ଆଉ ତାହା କୋଉ କୋଉ ରୋଗ ଭଲ କରିଥାଏ ଆସନ୍ତୁ ସେ ବିଷୟରେ ଜାଣିବା ।
ରଶୁଣ ଖାଇଲେ କୋଉ ରୋଗ ଭଲହୁଏ:-
-ତେବେ ଆପଣ ଯଦି କଷ୍ଟ କାଠିନ୍ୟ ସମସ୍ୟା ର ସମାଧାନ ଖୋଜୁଛନ୍ତି ତେବେ ଗୋଟିଏ ପାଖୁଡା ରସୁଣ ଆପଣ ରାତିରେ ଶୋଇବା ଆଗରୁ ଖାଇଦିଅନ୍ତୁ ।ଆଉ ସକାଳେ ଦେଖିବେ କେମିତି ଆପଣଙ୍କ ପେଟ ସଫା ହେଇଯିବା ସହିତ ଆପଣଙ୍କ କଷ୍ଟ କାଠିନ୍ୟ ଜନିତ ସମସ୍ୟା ବି ଦୂର ହେବ ।
-ରସୁଣ ସଂଚାଳନା କରିବାରେ ଏତେ ସାହାଯ୍ୟ କରିଥାଏ ଯାହା ବିଷୟରେ ଆପଣ କେବେ ଚିନ୍ତା କରି ନଥିବେ ।ତେବେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ ଯେଉଁଥିରେ ଅନେକ ଖରାପ ଜିନିଷ ବି ରହିଥାଏ ତେବେ ରସୁଣ ଖାଇକେ ସେହି ଖରାପ ଜିନିଷ ଖୁବ ସହଜରେ ବାହାର ହେଇଯାଏ ।ଆଉ ରକ୍ତ ସଞ୍ଚାଳନ କୁ ଠିକ କରିଥାଏ ।
-ରସୁଣ ଖାଇଲେ ପରିସ୍ରା ରେ ଥିବା ସମସ୍ୟା ଦୂର ହେଇଥାଏ ଆଉ ସେତକି ନୁହେଁ ଅନେକ ଦ୍ୱାରା ସ୍ୱାସ୍ୟ ସମ୍ବନ୍ଧ୍ୟ ସମସ୍ୟା ଦୂର କରେ ।ତେବେ ରସୁଣ ଆପଣଙ୍କ ହାଡ଼ କୁ ମଜବୁତ କରିଥାଏ ।
-ଆହୁରି ଯଦି ଆପଣଙ୍କ ଶୀର ଟାଣି ହୋଉଥାଏ ବା ଶରୀର କୌଣସି ଅଙ୍ଗ ରେ ଏହା ରେ କିଛି ଅସୁବିଧା ଦେଖା ଦେଉଛି ତାହାଲେ ଆପଣ ରସୁଣ ର ଗୋଟିଏ ପାଖୁଡା ନିହାନ୍ତି ବ୍ୟବହାର କରନ୍ତୁ ଦେଖିବେ ଏହି ସବୁ ସମସ୍ୟା ଦୂର ହେଇଯିବ ।ତେବେ ରସୁଣ ରେ ଅନେକ ପୋଷକ ତତ୍ୱ ରହିଛି ଯାହା ଶରୀରକୁ ସବୁବେଳେ ଏନେରଜେଟିକ ରହିଥାଏ ଆଉ ଦୁର୍ବଳ ହେବାକୁ ଦିଏ ନାହିଁ ।ତେବେ ଆପଣ ରଶୁଣ ଖାଉ ଣ୍ତଜିଓଏ ଏମିତି ଗୋଟିଏ ପାଖୁଡା ନିହାତି ଖାନ୍ତୁ ପ୍ରତିଦିନ।
ରଶୁଣ ଖାଇବାର ଉପାୟ:-
ଆପଣ କିଛି ରଶୁଣ ପାଖୁଡାର ଚୋପା ବାହାର କରି ତାକୁ ଚେଞ୍ଚି କିଛି ପାଣିରେ ଫୁଟାଇ ନିଅନ୍ତୁ ।ତାପରେ ସେହି ପାଣିକୁ ଛାଣି ସେଥିରେ ମହୁ ମିଶାଇ ପ୍ରତିଦିନ ସକାଳେ ଖାଲି ପେଟରେ ଖାନ୍ତୁ ।ଦେଖିବେ ଏହିପରି ଆପଣ ରଶୁଣ ଖାଇବା ପରେ ଅନେକ ରୋଗ ଭଲ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।