Daily news update , Real odisha local news

“ସ୍ତ୍ରୀ ମରିଗଲା ପରେ ଭାଉଜ ସହ ଦ୍ୱିତୀୟ ବିବାହ କରେଇଲା ମୋ ପୁଅ”ମୁଁହ ଖୋଲିଲେ MEE Puch Puch ଶ୍ଵଶୁର

0 1,453

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ଆପଣ ମାନେ ଅରିନ୍ଦମ ଷଡ଼ଙ୍ଗୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ,ଓଲିଉଡ ଇନ୍ଦ୍ରଷ୍ଟ୍ରି ର ହାସ୍ୟ ଅଭିନେତା କହିଲେ ଆଜି ବି ଆମ ସମସ୍ତ ଙ୍କ ଆଖି ଆଗକୁ ତାଙ୍କର ମୁଁହ ଆସିଯାଏ। ସେ ଏହିପରି କମେଡି କରନ୍ତି କି ଜଣେ କାନ୍ଦୁ ଥିବା ଲୋକ ମଧ୍ୟ ହା ହା କରି ହସିବ।ଆଉ ତାଙ୍କର ଅଭିନୟ ଯେତିକି ସୁନ୍ଦର ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ସେତିକି ଆକର୍ଷଣୀୟ ଅଟେ।ତେବେ ନିକଟ ରେ ଅରିନ୍ଦମ ଙ୍କ ପୁଅ ଙ୍କ ସହ ଆମ କଟକ ସୁନ୍ଦରୀ ତଥା ଆପଣ ଙ୍କ ର ପ୍ରିୟ ମି ପୁଚ ପୁଚ ଙ୍କ ସହ ନିର୍ବନ୍ଧ ଶେଷ ହୋଇ ସାରିଛି।

ତେବେ ସେ ପ୍ରଥମ ଥର ପାଇଁ ନିଜର ଏକ ଦୁଃଖଭରା କାହାଣୀ କହିଛନ୍ତି, ତେବେ ସେ କହିଛନ୍ତି କି ବର୍ତ୍ତମାନ ମୋର ଯିଏ ସ୍ତ୍ରୀ ସେ ମୋର ଦ୍ୱିତୀୟ ସ୍ତ୍ରୀ ଅଟେ। ମୋ ପୁଅ ମୋର ଦ୍ୱିତୀୟ ବିବାହ କରାଇଛନ୍ତି। ତେବେ ସେ କହିଛନ୍ତି କି ପ୍ରଥମେ ସେ ନିଜ ଠାରୁ ଆଠ ବର୍ଷ ର ସାନ ଝିଅ କୁ ବିବାହ କରିଥିଲେ। ମାତ୍ର ତାଙ୍କ ପୁଅ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର ଦୁଇ ଟି କିଡନୀ ନଷ୍ଟ ହୋଇଯାଇ ଥିଲା। ତେବେ ଏହା ପରେ ମଧ୍ୟ ୧୨ ବର୍ଷ ପର୍ଯ୍ୟନ୍ତ ମୁଁ ମୋ ସ୍ତ୍ରୀ କୁ ଡାଇଲସିସ କରି ବଞ୍ଚାଇ ରଖିଥିଲି ଆଉ ତା ଭିତରେ ପୁଅ ମୋର ଚାକିରୀ କରି ସାରିଥିଲା।

ମାତ୍ର ତା ପରେ ମୋ ସ୍ତ୍ରୀ ର ଦେହାନ୍ତ ହୋଇଗଲା। କିନ୍ତୁ ଏହା ପରେ ମୋ ପୁଅ ନିଜେ ମୋର ଜଣେ ଚିହ୍ନା ଲିପି ଯାହାକୁ ମୁଁ ଭାଉଜ ବୋଲି ଡାକୁଥିଲି ତା ସହ ମୋର ବାହାଘର କଥା କହିଲା। ଆଉ ଲିପି ମଧ୍ୟ ମୋତେ ଗ୍ରହଣ କଲା ,ଆଉ ବର୍ତ୍ତମାନ ଆମେ ଖୁସି ରେ ଅଛୁ। ମୋ ଚାକିରୀ, ଅଭିନୟ ସବୁକୁ ମୋ ସ୍ତ୍ରୀ ଭଲପାଏ। ତେବେ ଏହା ପରେ ସେ କହିଛନ୍ତି କି କମେଡି ତାରକା ପପୁ ପମପମ ଏବଂ ଅନୁଭବ ମଧ୍ୟ ଦୁଇ ଜଣ ଭଲ ମଣିଷ ଯିଏକି ବଡ଼ ଙ୍କୁ ଦେଖିଲେ ପ୍ରଣାମ କରନ୍ତି ଏବଂ ଆଗକୁ ସେମାନେ ନାମ ମଧ୍ୟ କରିବେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.