ହର ଭାଇ, ମିହିର ଭାଇଙ୍କ ଶୂନ୍ୟସ୍ଥାନ ପୂରଣ କରୁଥିଲା ପିଣ୍ଟୁ : ପ୍ରଦ୍ୟୁମ୍ନ ଲେଙ୍କା |ଭିଡ଼ିଓ ଦେଖିଲେ ଆପଣ କାନ୍ଦି ପକାଇବେ… ଭିଡ଼ିଓ ଟିକୁ ଅଧିକ ରୁ ଅଧିକ ସେୟାର କରନ୍ତୁ Please
“ପିଣ୍ଟୁ ନନ୍ଦ ବହୁତ ଭଲ ମଣିଷ ଟେ, ହର ,ମିହିର ଦାସ, ମୀନକେତନ ଆଦି ସବୁ ଭଲ ଭଲ କଳାକାର ଚାଲିଯିବା ପରେ ସମସ୍ତ ଙ୍କ ଖାଲି ସ୍ଥାନ ଟିକୁ ପିଣ୍ଟୁ ପୂରଣ କରୁଥିଲା। ତାକୁ ଯେଉଁ ପ୍ରକାରର ବି କେରେକ୍ଟର ଦେଲେ ସେ ଖୁବ ସୁନ୍ଦର ଭାବରେ କରୁଥିଲା। ମାତ୍ର ସେ ବଡ଼ ମାନଙ୍କ କଥା ମାନିଲାନି ଆଉ ନିଜ ଦେହ କୁ ଚାହିଁଲା ନାହିଁ, ଯାହାର ଫଳ ଆଜି ଭୋଗୁଛି।
କିନ୍ତୁ ଆମେ ସମସ୍ତେ ଚାଁହୁ କି ସେ ଶୀଘ୍ର ଭଲ ହୋଇ ଫେରି ଆସୁ ଆଉ ପୁଣି ଥରେ ଆମ ସମସ୍ତ ଙ୍କୁ ତାର ଅଭିନୟ ର ଯାଦୁ ଦେଖାଉ ବୋଲି”।ବନ୍ଧୁଗଣ ଏହା କହିଛନ୍ତି ଆମ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ଆମ ଓଲିଉଡ ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ ସେ ଅନେକ ଦିନ ହେବ ଲିଭର ରୋଗ ରେ ଆକ୍ରାନ୍ତ ରହିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଏହାକି ଯେ , ପିଣ୍ଟୁ ନନ୍ଦ ଙ୍କ ର ଲିଭର ର ୮୦ ପ୍ରତିଶତ ନଷ୍ଟ ହୋଇସାରିଛି ଏବଂ ତାଙ୍କୁ ବଂଚିବାକୁ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେବ ଯାହାକି ଭୁବନେଶ୍ୱର ରେ ନୁହେଁ ବରଂ ଦିଲ୍ଲୀ ରେ ହେବ ।ତେବେ ଏହା ପାଇଁ ତାଙ୍କ ପାଖରେ ଅର୍ଥ ବାଧକ ସାଜିଥିଲା ମାତ୍ର ପରେ ସମସ୍ତ ଙ୍କ ର ସାହାଯ୍ୟ ଯୋଗୁଁ ବର୍ତ୍ତମାନ ସେ ଦିଲ୍ଲୀ କୁ ଚିକିତ୍ସା ପାଇଁ ଯାଇଛନ୍ତି।
ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଯିବା କଥା ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଅଭିନେତା ଓ ଅଭିନେତ୍ରୀ ମାନେ ଆଗେଇ ଆସିଥିଲେ।ତେବେ କିନ୍ତୁ ଏପିଣ୍ଟୁ ନନ୍ଦ ଙ୍କୁ ନେଇ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଏହିପରି କିଛି କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ସେ ପ୍ରଥମେ କହିଛନ୍ତି କି ମୁଁ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରୁଛି କି , ପିଣ୍ଟୁ ନନ୍ଦ ଆରୋଗ୍ୟ ଲାଭ କରନ୍ତୁ ଏବଂ ସେ ଭଲ ହୋଇ ଆମ ଗହନ କୁ ପୁଣି ଫେରୀ ଆସନ୍ତୁ।
ଏବଂ ପରେ ସେ କହିଛନ୍ତି କି, ଆମ ଇନ୍ଦ୍ରଷ୍ଟ୍ରି ରେ ପିଣ୍ଟୁ ନନ୍ଦ ଙ୍କୁ ସମସ୍ତେ ଖୁବ ଭଲ ପାଆନ୍ତି ।ମିହିର ଦାସ, ହର , ମୀନକେତନ ଆଦି ସବୁ ବରିଷ୍ଠ କଳାକାର ମାନେ ଚାଲିଯିବା ପରେ ସମସ୍ତ ଙ୍କ ଖାଲି ସ୍ଥାନ ଟିକୁ ପିଣ୍ଟୁ ପୂରଣ କରୁଥିଲା। ତାକୁ ଯେଉଁ ପ୍ରକାରର ବି କେରେକ୍ଟର ଦେଲେ ସେ ଖୁବ ସୁନ୍ଦର ଭାବରେ କରୁଥିଲା। ମାତ୍ର ସେ ବଡ଼ ମାନଙ୍କ କଥା ମାନିଲାନି ଆଉ ନିଜ ଦେହ କୁ ଚାହିଁଲା ନାହିଁ, ଯାହାର ଫଳ ଆଜି ଭୋଗୁଛି। କିନ୍ତୁ ଆମେ ସମସ୍ତେ ଚାଁହୁ କି ସେ ଶୀଘ୍ର ଭଲ ହୋଇ ଫେରି ଆସୁ ଆଉ ପୁଣି ଥରେ ଆମ ସମସ୍ତ ଙ୍କୁ ତାର ଅଭିନୟ ର ଯାଦୁ ଦେଖାଉ ବୋଲି।ତେବେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।