Daily news update , Real odisha local news

ଶାରୀରିକ ସମ୍ପର୍କ ପରେ ଗର୍ଭ ରହିଛି କି ନାହିଁ, କିପରି ଜାଣିବେ || Successful Implantation symptoms.

0 13,544

ବନ୍ଧୁମାନେ ବହୁତ ସମୟରେ ରିଲେଶନ ରଖିବା ପରେ ଦମ୍ପତି ଚିନ୍ତାରେ ଥାନ୍ତି କି ସେମାନେ କନସିଭ କରିଛନ୍ତି କି ନାହିଁ ।ଆଉ ଏଥିପାଇଁ ସେମାନେ ବହୁତ ଷ୍ଟ୍ରେସ ବି ନେଇଥାନ୍ତି, ତେବେ ଜଣେ ମହିଳା ନିଜର ଥୁକ ଅଭଲ୍ୟୁସନ ତାରିଖ ଜାଣି ରିଲେଶନ ରଖିଥିବେ ତାହେଲେ ସେ ଖୁବ ସହଜରେ ଜାଣି ପାରିବେ କି ସେ ଗର୍ଭବତୀ ଅଛନ୍ତି କି ନାହିଁ ।ତେବେ ରିଲେଶନ ରଖିବାର ମାତ୍ର 7 ଦିନ ଭିତରେ ମହିଳା ଙ୍କ ଶରୀର ରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।ଆଉ ସେହି ଲକ୍ଷଣ ଗୁଡିକ ମହିଳା ନୋଟିସ କଲେ ସେ ଜାଣି ପାରିବେ କି ଗର୍ଭବତୀ ଅଛନ୍ତି କି ନାହିଁ ।

ତେବେ ଆସନ୍ତୁ ଜାଣିବା ରିଲେଶନ ରଖିବାର 7 ଦିନ ଭିତରେ ମହିଳାଙ୍କ ଶରୀର ରେ କଣ କଣ ଲକ୍ଷଣ ଦେଖିବାକୁ ମିଳିଥାଏ ।ଆଉ ସେହି ଲକ୍ଷଣ ଅନୁସାରେ କେମିତି ବତାଇଥାଏ ସଫଳ ଇମ୍ପ୍ଲାଣ୍ଟେସନ ବିଷୟରେ ।

– ଯେତେବେଳେ ଜଣେ ମହିଳାଙ୍କ ଶରୀର ରେ ସ୍ପର୍ମ ସହିତ ଅଣ୍ଡା ର ମିଶିଥାଏ ସେତେବେଳେ ତାହା ଗୋଟିଏ ଯାଇଗୋଟ ରେ ପରିଣତ ହେଇଥାଏ ।ଆଉ ଏହି ଯାଇଗୋଟ କୁ ଗର୍ଭାଶୟ ପର୍ଯ୍ୟନ୍ତ ପହଁଚିବା ଭିତରେ 5 ରୁ 7 ଦିନ ସମୟ ଲାଗିଥାଏ । ଶେଷରେ ସେହି ଯାଇଗୋଟ ଗର୍ଭାଶୟ ଭିତରେ ଇମ୍ପ୍ଲାଣ୍ଟ ହୁଏ ।ଆଉ ଏହି ସମୟ ଭିତରେ ମହିଳା ଙ୍କ ଶରୀର ରେ ଉତାପ କମିଯାଏ,ତେଣୁ ଏହି ମହିଳା ମାନେ ଏହି ତାପମାତ୍ରା କମିବା ଯଦି ଜାଣିପାରୁଥିବେ ତାହେଲେ ଜାଣିବେ ଆପଣଙ୍କର ଇମ୍ପ୍ଲାମେଣ୍ଟ ସଫଳ ହେଇଛି ।

-ପୂର୍ବରୁ କରୁଥିବା କୋଉ କମ୍ରେ ଆପଣଂକୁ ଜଳଦି ଥକା ଲାଗୁଥିଲେ, mourning sinkness ଆସୁଥିଲେ ବି ଏହା ଗର୍ଭବତୀ ଥିବାର ସଂକେତ ଅଟେ ।

-କୋଉ ସ୍ମେଲ ବହୁତ ଖରାପ ଲାଗୁଥିଲେ ବାନ୍ତି ହେବା ଓ ବ୍ରେଷ୍ଟ ରେ ପେନ ହେବା ନିପୁଲ ଚାରିପଟେ କଳା ଦାଗ ଦେଖାଯିବ ପ୍ରେଗନେନ୍ସି କନସିଭ ର ସୂଚନା ଦିଏ ।ଅଧିକ ଚିଡିଚିଡ଼ ହେବା ରାଗ ଲାଗିବା ବି ପ୍ରେଗନେନ୍ସି ର ସଙ୍କେତ ଅଟେ ।

-ଯେତେବେଳେ ଯାଇଗୋଟ ବା ଭ୍ରୁଣ ଟି ଗର୍ଭାଶୟ ଲାଗି ରହି ନିଜ ପାଇଁ ଜାଗା ତିଆରି କରେ ସେତେବେଳେ ମହିଳାଙ୍କ ଙ୍କ ପିଙ୍କ ରଙ୍ଗର ହାଲକା ବ୍ଲଡ଼ କ୍ଳଟ ଆସିଥାଏ ।ଆଉ ଏହା ଖୁବ କମ ସମୟ ପାଇଁ ଏହା ପିରିୟଡ଼ ପରି ହେଇ ନଥାଏ,ଏମିତି ହେଲେ ବି ଜାଣିବେ ଆପଣଙ୍କ ର ଇମ୍ପ୍ଲାମେଣ୍ଟସନ ସଫଳ ହେଇଛି ।

-ଏହି ଲକ୍ଷଣ କିଛି କିଛି ମହିଳା ଙ୍କ ପାଖରେ ଦେଖିବାକୁ ମିଳିଥାଏ, ତେବେ ଇମ୍ପ୍ଲାମେଣ୍ଟ ହେବା ସମୟରେ ତଳି ପେଟରେ ହାଲୁକା ବ୍ୟଥା (cramp)ଆସିଥାଏ ।ତେବେ ଯେମିତି ପିରିୟଡ଼ ପେନ ହେଲା ପରି ଲାଗେ ତାହା ବି ଇମ୍ପ୍ଲାମେଣ୍ଟସନ ସଫଳ ହେବାର ଲକ୍ଷଣ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.