“ମୋତେ ସରକାର ଲେଖିକି ଦିଅନ୍ତୁ ମୁଁ ପାକିସ୍ତାନ ରେ ରହିବି ଆଉ ସେଇଠି ନାଚିବି। ଆମେ ତ ହାଫ ପେଣ୍ଟି ପିନ୍ଧି ନାଚୁଛୁ କି ଅଧା ଡ୍ରେସ ପିନ୍ଧି ନାଚୁଛୁ ସେଇଥିରେ ଆମେ ଲଂଗଳା ହୋଇ ଡ୍ୟାନ୍ସ କରୁଚୁ।
ଆଉ ସରକାର ଯେଉଁ ବଲିଉଡ ରୁ ଦିଶା ପଟାନି କୁ ଆଣି ନଚେଇ ୬୮ ଲକ୍ଷ ଟଙ୍କା ଦେଲେ ସେଥିରେ କଣ।ଆମେ ଆମ ପରିବାର ଓ ପେଟ ପାଟଣା ପାଇଁ ଆଇଟମ ଡ୍ୟାନ୍ସ କରୁଚୁ କଣ ଭୁଲ କରୁଛୁ”।ବନ୍ଧୁଗଣ ଏହା ଆମେ ନୁହେଁ ଏହା କହିଛନ୍ତି ସେକ୍ସି ଗାର୍ଲ ନିଶା ମହାରଣା।ତେବେ ଆସନ୍ତୁ ଜାଣିବା ଏହିପରି ସେ କାହିଁକି କହିଛନ୍ତି ବୋଲି।
ତେବେ ଆପଣ ମାନେ ନିଶା ମହାରଣା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ସେ ହେଉଛନ୍ତି ଜଣେ ଇଂଷ୍ଟା ଷ୍ଟାର ଏବଂ କିଛି ଦିନ ତଳେ ସେ ସୋସିଆଲ ମିଡ଼ିଆ ରେ କହିଥିଲେ କି ସେ ଓଡ଼ିଶାର ସନ୍ନି ଲିଓନି ହେବା କୁ ଚଂହୁଛନ୍ତି ଏବଂ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ବିପି ଭିଡ଼ିଓ ମଧ୍ୟ ବନେଇବେ। ତେବେ ଏହା ସହ ସେ ଅଶୀଳ ଢଂଗ ରେ ଡ୍ରେସ ପିନ୍ଧି ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଓ ଫୋଟ ସବୁ ସେୟାର କରନ୍ତି ମଧ୍ୟ। ତେବେ ସେ ଏହିପରି କହିବା ପରେ ଅନେକ ଲୋକେ ତାଙ୍କୁ କଡା ସମାଲୋଚନା କରିଥିଲେ।
ତେବେ କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି , ଯେଉଁ ଥିରେ ଦେଖା ଯାଇଛି କି ନିଶା ମହାରଣା ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ସେ କିଛି ଏହିପରି କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ତେବେ ସେ କହିଛନ୍ତି କି, ” ମୋତେ ସରକାର ଲେଖିକି ଦିଅନ୍ତୁ ମୁଁ ଯାଇ ପାକିସ୍ତାନ ରେ ରହିବି ଆଉ ସେଇଠି ନାଚିବି। ମୁଁ ହାଫ ଚଡି ପିନ୍ଧି ଡ୍ୟାନ୍ସ କରୁଛି କିମ୍ବା ଅଧା ବିକିନି ପିନ୍ଧିକି ଡ୍ୟାନ୍ସ କରୁଛି। ଆଉ ଯେଉଁ ବଲିଉଡ ଷ୍ଟାର ଦିଶା ଆସି ଦେହ ଦେଖାଇ ୬୮ ଲକ୍ଷ ନେଇଗଲା।
ଆମେ ଯଦି ସରକାର ଙ୍କୁ ଏହି ପ୍ରଶ୍ନ ପଚାରିବୁ ସେ ତାର ଉତ୍ତର ଦେଇ ପାରିବେ। ସେମାନେ ଟଙ୍କା ଦେଇ ବଲିଉଡ ଷ୍ଟାର ଆଣି ନଞ୍ଚେଇବେ ଆଉ ଆମେ ଆମ ପେଟ ପାଇଁ ପରିବାର ପାଇଁ ନାଚିଲେ ସମସ୍ୟା ହୋଇ ଯାଉଛି। ଯଦି ସେହିପରି ହେଉଛି ତେବେ ସବୁ ଆଡେ ଆଇଟମ ଗୀତ, ସିନେମା ରେ ଆଇଟମ ଡ୍ୟାନ୍ସ ସବୁ ବନ୍ଦ କରାଯାଉ। ଆମ ଓଡ଼ିଶା କୁ ପୁରା ବଦଳେଇ ଦିଅ ଆମେ ବି ବଦଳି ଯିବୁ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ।ଯାହାକୁ ନେଇ ପୁଣି ଥରେ ସେ ଖୁବ ଚର୍ଚ୍ଚା ରେ ରହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।