Daily news update , Real odisha local news

ଶୁଣନ୍ତୁ ଭାଇରାଲ AUDIO CALL : ଖୁଡି ପୁତୁରା ଙ୍କ ପ୍ରେମଳାପ ଭାଇରାଲ… ” ତୁମଠୁ ଯେଉଁ ମଜା ମିଳିଛି “…

0 9,701

ଭାଇରଲ ହେଲା ଖୁଡି ପୁତୁରା ଙ୍କର ରାସଲୀଳା ର ଓଡ଼ିଓ କଲ,ଝକୁ ଶୁଣିବା ପରେ ହୋସ ଉଡିଯାଉଛି ।ବନ୍ଧୁମାନେ ଆଜିର ସମୟରେ ଦେଖିବାକୁ ମିଳୁଛି ନାରୀ ଓ ପୁରୁଷ ଉଭୟ ଯେଉଁମାନେ ବିବାହ ପରେ ବି ଅନ୍ୟ କୋଉ ବ୍ୟକ୍ତି ବା ନାରୀ ସହିତ ଖରାପ ସମ୍ପର୍କ ରଖୁଛନ୍ତି ।

ତେବେ ଆଜିର ସୋସିଆଲ ମେଡିଆ ଯୁଗରେ ଏହି ସବୁ ଘଟଣାକୁ ନେଇ ଅନେକ ନିଉଜ ସାମ୍ନାକୁ ଆସୁଛି ।ତେବେ ବର୍ତ୍ତମାନ ଏମିତି ଏକ ଓଡ଼ିଓ କଲ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଖୁଡି ଓ ପୁତୁରା ଯାହା ସବୁ କଥା ହେଉଛନ୍ତି ଶୁଣିଲେ ବିଶ୍ୱାସ ହେବନାହିଁ

ତେବେ ଆମେ ସମାଜରେ ଅନେକ ସମ୍ପର୍କ ରହିଥାଏ ଆଉ ସେହି ସମ୍ପର୍କ ଗୁଡିକ ଭିତରେ ଏକ ସ୍ନେହ, ଭଲପାଇବା ଓ ସମ୍ମାନର ଡୋରି ରହିଥାଏ ଜରୁ ଡୋରି କେବେ ସୀମା ପାର କରିବା ଉଚିତ ନୁହେଁ ।ଆଉ ଖୁଡି ଓ ପୁତୁରା ର ସମ୍ପର୍କକୁ ମାଆ ପୁଅର ସମ୍ପର୍କ କୁହାଯାଏ, ହେଲେ ବର୍ତ୍ତମାନ ଏହି ସମ୍ପର୍କ ନାମକ ମାତ୍ର ରହିଛି ।ଏମିତି କହିବା ର ଉଦ୍ଦେଶ୍ୟ ହେଉଛି ଆଜିର ଏହି ଓଡ଼ିଓ ରେକର୍ଡ ଜଣେ ପୁତୁରା ଓ ଖୁଡି ଉଭୟଙ୍କ ସମ୍ପର୍କ କୁ ନେଇ ଯେଉଁ ସବୁ କଥା କହୁଛନ୍ତି ତାହା ଖୁବ ଲଜ୍ଜାନିୟ ଅଟେ ।

ଏହି ଭାଇରଲ ଓଡ଼ିଓ କଲରେ ପୁତୁରା ଖୁଡି ଙ୍କୁ ଫୋନ କରୁଛନ୍ତି ଆଉ ତାଙ୍କୁ କହିଛନ୍ତି କି ତାଙ୍କର ଅନେକ ଗାର୍ଲଫ୍ରେଣ୍ଡ ଅଛନ୍ତି ଭୁବନେଶ୍ୱର ରେ ।ଆଉ ସେ ବହୁତ ଜଣକ ସହିତ ସମ୍ପର୍କ ରଖିଛନ୍ତି କିନ୍ତୁ ଖୁଡି ପରି କେହି ବି ନୁହଁନ୍ତି ।ପୁତୁରା ଏହା ବି ଖୁଡି କୁ କହୁଛନ୍ତି ତମ ଠାରୁ ଯେଉଁ ଶାନ୍ତି ମିଳିଛି ତାହା କେବେ ଭୁଲି ପାରିବି ନାହିଁ ।ଅନ୍ୟ ପଟେ ଖୁଡି ବି ତାଙ୍କ ଦୁଃଖ କଥା କହୁଛନ୍ତି କି ପୁତୁରା ଠାରୁ ଦୂରେଇ ସେ କେତେ କଷ୍ଟରେ ଅଛନ୍ତି ।ଏହାଛଡା ପୁତୁରା ଓ ଖୁଡି ଆଗରୁ କେମିତି ଦେଖା କରୁଥିଲେ ସେ ବିଷୟରେ ବି କଥା ହେଉଛନ୍ତି ଆଉ ପୁତୁରା ଖୁଡିକୁ ତାର ସ୍କୁଲ ପକାହାକୁ ଆସିବାକୁ କହୁଛନ୍ତି ।

ତେବେ ଉଭୟଙ୍କର କଥା ଏମିତି ଆଗକୁ ଆଗକୁ ଜାରି ରହୁଛି ଯେଉଁଥିରେ ସେମାନେ ଖୁବ ଅଶ୍ଳୀଳ କଥା ହେଉଛନ୍ତି ଜହଃକୁ ଶୁଣିଲେ ବହୁତ ଖରାପ ଲାଗିବ ।ତେବେ ବର୍ତ୍ତମାନ ଏହି ଓଡ଼ିଓ କଲ ର ଭିଡ଼ିଓ ଟି ଭାଇରଲ ହେବା ପରେ ସମସ୍ତେ ଉଭୟଙ୍କ ସମ୍ପର୍କ କୁ ନେଇ ଖୁବ ଛିଃ ଛାକର କରୁଛନ୍ତି ।ତେବେ ଆପଣ ଦେଖି ପାରୁଥିବେ ଆଜିର ମଣିଷ ନିଜର କିଛି କ୍ଷଣ ର ସୁଖ ମେଣ୍ଟାଇବାକୁ ଯାଇ କେତେ ତଳକୁ ଖସି ପାରୁଛି ଆଉ ସବୁ ସମ୍ପର୍କ ର ଜଳାଞ୍ଜଳି ଦେଇ ଦେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.