Daily news update , Real odisha local news

super comedyan ଗୁଲୁଆ ଭାଇ ସହ ଝଗଡା କଲେ ୩ ଯୁବକ ତାପରେ Gulua ର Girlfriend ଯାହା କଲା Police ଦେଖନ୍ତୁ Viral ଭିଡ଼ିଓ….

0 2,119

ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି।

ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ କମେଡି ଷ୍ଟାର ଗୁଲୁଆ ଭାଇ ଙ୍କୁ ତ ନିଶ୍ଚତ ଜାଣିଥିବେ। ତେବେ ତାଙ୍କର କମେଡି ମାଧ୍ୟମ ରେ ସେ ପୁରା ଓଡିଶା କୁ ହସେଇ ହସେଇ ବେଦମ କରିଛନ୍ତି। ତେବେ କିନ୍ତୁ ବର୍ତ୍ତମାନ ତାଙ୍କର ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯେଉଁ ଥିରେ, ଦେଖା ଯାଇଛି କୁ ଗୁଲୁଆ ଭାଇ ଙ୍କ ଘର କୁ ପଶି ଆସିଛନ୍ତି ତିନି ଜଣ ଗୁଣ୍ଡା ଆଉ ତା ପରେ ତାଙ୍କର ଯାହା ଅବସ୍ଥା ହୋଇଛି ତାହା ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ଭିଡ଼ିଓ ଟି ରେ ଯାହା ଦେଖା ଯାଇଛି କି , ତିନି ଜଣ ବଡ଼ି ବନାଇ ଥିବା ଯୁବକ ଆସିଛନ୍ତି ଗୁଲୁଆ ଭାଇ ଙ୍କ ଘରେ ପଶିଛନ୍ତି ଆଉ ତା ପରେ ତାଙ୍କୁ ତଳକୁ ଡକାଇ ଥିଲେ ଆଉ ଘର କବାଟ ବନ୍ଦ କରି ଦେଇଥିଲେ।ତେବେ ଏହା ପରେ ଗୁଲୁଆ ଭାଇ ଙ୍କୁ କହିଥିଲେ କି ଆମ କୁ ଭାଇ ପଠେଇ ଛନ୍ତି କଣ ଗୋଟେ ଭିଡ଼ିଓ କରି ପାଲା ଚଳାଇଛ ସବୁ ଚାଲ କାର କୁ ଚାଲ ସବୁ ଦେଖା ଯିବ। ତେବେ ଏହା ପରେ ଗୁଲୁଆ ଭାଇ ପୁରା ଡରି ଯାଇଛନ୍ତି ଆଉ ଡ୍ରେସ ପିନ୍ଧି କାର କୁ ଯିବା ପାଇଁ ବାହାରିଛନ୍ତି।

ତେବେ ଏହା ଭିତରେ ବାହାରୁ ଆସିଛନ୍ତି ଗୁଲୁଆ ଭାଇ ଙ୍କ ସ୍ତ୍ରୀ ବର୍ଷା ଆଉ ସେ ସେହି ଯୁବକ ଙ୍କୁ ପଚାରିଛନ୍ତି କି କଣ ସବୁ ଚାଲିଛି ଏଠି, କାହିଁକି ଆମେ କାର ଭିତର କୁ ଯିବୁ। ଆଉ ତା ପରେ ଯେତେବେଳେ ଗୁଲୁଆ ଭାଇ ଭୟରେ ଡ଼ରୁଛନ୍ତି ସେତେବେଳେ ସବୁ ହସିବା କୁ ଲାଗିଛନ୍ତି। କାରଣ ଏହା ଏକ ପ୍ରେଙ୍କ ଭିଡ଼ିଓ ଥିଲା କାଳିଆ ଷଣ୍ଢ ଙ୍କ ର ଗୁଲୁଆ ଭାଇ ସହ ଯାହାକି ସେ ଜାଣି ପାରି ନଥିଲେ। ତେବେ ଏହା ଜାଣିବା ପରେ ଗୁଲୁଆ ଭାଇ ମଧ୍ୟ ନିଜ ବୋକା ବୁଦ୍ଧି ପାଇଁ ନିଜେ ହସିଛନ୍ତି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ଓ ମଜଳିଆ ହୋଇଛି ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଥରେ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.