Daily news update , Real odisha local news

ଦେଖନ୍ତୁ ଛାତି ଥରା ଦୃଶ୍ୟ… ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି… ୮୬ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି…

0 211

ବର୍ତ୍ତମାନ ସମୟରେ ଛୋଟ ବଡ଼ ସବୁ ଘଟଣା ବିଷୟରେ ସୋସିଆଲ ମେଡିଆରୁ ସୂଚନା ମିଳିଯାଉଛି ।ତେବେ ବେଳେବେଳେ କିଛି ଏମିତି ଭିଡ଼ିଓ ବି ଦେଖିବାକୁ ମିଳେ ଯାହା ଦେଖିଲେ ଚାଟି ଥରି ଯାଏ ।ଆଉ ବର୍ତ୍ତମାନ ସେମିତି କିଛି ଛାତି ଥରା ଘଟଣା ର ଭିଡ଼ିଓ ଟି ଭାଇରଲ ହେବାରେ ଲାଗିଛି ।

ଯେଉଁ ଭିଡ଼ିଓ କୁ ଲକ୍ଷ ଲକ୍ଷ ଲୋକମାନେ ଦେଖି ସାରିଲେଣି, ତେବେ ପ୍ରକୃତରେ ଭିଡ଼ିଓରେ କଣ ହେଉଛି ତାହା ଆପଣ ଦେଖିଲେ ଯାଇ ବୁଝି ପାରିବେ ।ତେବେ କଥା ହେଉଛି କି ଗୋଟିଏ ପରିବାରର ସମସ୍ତେ ଖାଇ ବସିଥିବା ବେଳେ ହଠାତ ଫେନ ଖସି ପଡ଼ିଲା ।ଆଉ ତାପରେ କଣ ହେଲା ଆସନ୍ତୁ ନଜର ପକାଇବା ସିସିଟିଭି ରେ ରେକର୍ଡ ହେଉଥିବା ଏହି ଭିଡ଼ିଓ ଉପରେ ।

ବନ୍ଧୁମାନେ ଜୀବନର କୋଉ ମୁହୂର୍ତ୍ତରେ କଣ ଘଟିବ ତାହା କହି ହେବ ନାହିଁ, କଥାରେ କୁହାଯାଏ ଆଜିର ଜୀବନ କାଲିକୁ ନାହିଁ ।ଠିକ ସେହିପରି ହସଖୁସି ର ସଂସାର ଭିତରେ କେତେ ଦୁଃଖ ର ବାଦଲ ମାଡି ଆସିବ ତାହା କହିବା ମୁସ୍କିଲ ଅଟେ ।ବହୁତ ସମୟରେ ଟିକିଏ ଭୁଲ ଓ ଅସାବଧାନତା ଯୋଗୁ ବିରାଟ କ୍ଷତି ଘଟିଯାଏ ଯାହାର ପୁରୁଣ କରିବା ଅସମ୍ଭବ ହେଇପଡ଼େ ।ତେଣୁ ଜୀବନରେ ସବୁବେଳେ ସାବଧାନ ହେଇ ଚଳିବା ଆବଶ୍ୟକ, ତେବେ ଅସାବଧାନତା ଯୋଗୁ କେମିତି କ୍ଷତି ହୁଏ ତାହା ଏହି ଭିଡ଼ିଓ ରୁ ଆପଣ ନିଶ୍ଚୟ ବୁଝି ପାରିବେ ।

ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଏକ ଭିଡ଼ିଓ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି ।ତେବେ ଭୁଡ଼ିଓ ଟି ସିସିଟିଭି କ୍ୟାମେରା ରେ ରେକର୍ଡ ହେଇଥିବା ବେଳେ ଭିଡ଼ିଓ ରେ କିନ୍ତୁ ଯାହା ଦେଖିବାକୁ ମିଳୁଛି ତାହା ଦେଖି ମସ୍ତ ବଡ଼ ଝଟକା ଲାଗୁଛି ।ତେବେ ଭିଡ଼ିଓ ରେ କିଛି ଏମିତି ଘଟୁଛି କି ଗୋଟିଏ ପରିବାର ର ବାପା ମାଆ ଓ ପିଲାମାନେ ଖାଇବାକୁ ବସିଛନ୍ତି ।ସେହି ଭିତରେ ସମସ୍ତେ କଥାବାର୍ତ୍ତା ହେବା ସହିତ ହସ ମଜା ବି ଚାଲୁଛି, ହେଲେ ଠିକ ସେତିକି ବେଳେ ଉପରେ ବୁଲୁଥିବା ଫେନ ଟି ଖସି ପଡୁଛି ଆଉ । ଏହାପରେ ଯାହା ଦେଖୁବାକୁ ମିଳୁଛି ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ ।

ତେବେ ଫେନ ବି ଚାଲୁଥିବା ଅବସ୍ଥା ରେ ତଳକୁ ଖସି ଥିଲା ହେଲେ ସୌଭାଗ୍ୟ କୁ ଖାଇବା ମଝିରେ ଫେନ ଟି ପଡ଼ୁଛି, ଯେଉଁଥି ପାଇଁ କାହାର କିଛି ବି ହେଉ ନାହିଁ ।ହେଲେ ଆଉ ଟିକିଏ ପୂର୍ବରୁ ଯଦି ଏମିତି ହେଇଥାନ୍ତା ତାହେଲେ ହୁଏତ କାହାର କଣ ହେଇଥାନ୍ତା ତାହା କଳ୍ପନା ବି କରି ହେଉନି ।ତେବେ ଦର୍ଶକ ବନ୍ଧୁ ଆମ ଜୀବନରେ ଏମିତି ଅନେକ ଘଟଣା ଅଚାନକ ଘଟିଥାଏ ତେଣୁ ଆପଣ ମାନେ ସବୁବେଳେ ଖୁବ ସାବଧାନ ହେଇ ଚଳିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.