‘ସ୍ଵାମୀଙ୍କୁ ଛାଡି ଏମାନେ ବସିଛନ୍ତି, ୨ ମାସରେ କେତେ ପ୍ରେଗନେଣ୍ଟ ହେଇ ସାରନ୍ତେଣି, ହେଲେ ଏମାନେ…’: Suresh Routray
ବନ୍ଧୁମାନେ ବର୍ତ୍ତମାନ ଦେଖୁଥିବେ କୋଉଠି ଛାତ୍ରଛାତ୍ରୀ ଚକିରି ଦାବିରେ ଅନଶନ କଲେଣି ତ କେତେବେଳେ ଶିକ୍ଷକ ଶିକ୍ଷୟତ୍ରୀ ଦରମା ବଡାଇବାକୁ ଦାବି କଲେଣି ।ଆଉ ଏହି ସବୁ ଘଟଣା ଗୋଟିଏ ପରେ ଗୋଟିଏ ରାଜଧାନୀ ଭୁବନେଶ୍ବର ଦିନକୁ ଦିନ ବଡିବାରେ ଲାଗିଛି ।
ତେବେ ବର୍ତ୍ତମାନ ପୁଣୀ ଧାରଣା ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ, ଆଜକୁ 2 ମାସ ହେଇ ଗଲାଣି ଏହି ଦାବି କିନ୍ତୁ ଏଯାଏ ସରକାର ଏପ୍ରତି ଦୃଷ୍ଟି ଦେଉନହାନ୍ତି ।ତେବେ ବର୍ତ୍ତମାନ ସୁର ରାଉତ ରାୟ କହିଛନ୍ତି କି ‘ନବୀନ ବାବୁ ତମେ କଣ ଏମାନଙ୍କ କଥା ଟିକେ ବୁଝୁନ,ସ୍ୱାମୀ ଙ୍କୁ ଛାଡ଼ି ରାସ୍ତାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ,2 ମାସରେ କେତେ ପ୍ରେଗନେଣ୍ଟ ହେଇଥାନ୍ତେ ।
ତେବେ ସୁର ରାଉତରାୟ ଯିଏ ସବୁବେଳେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି କୌଣସି ଘଟଣାରେ ଆଉ ତାଙ୍କ କଥାରେ ଏମିତି କଟାକ୍ଷ ଥାଏ ଯାହା ବୁଝିବା ଲୋକ ଠିକ ବୁଝି ପାରିଥାଏ ।ଆଉ ବର୍ତ୍ତମାନ ତାଙ୍କ ଆଖିରେ ପଡିଛି ଅଙ୍ଗନବାଡ଼ି କର୍ମୀ ଙ୍କ ଦୁଃଖ, ତେବେ ଅଙ୍ଗନବାଡ଼ି କର୍ମୀ ଦୀର୍ଘ ଦୁଇ ମାସ ଧରି ଧାରଣା ଦେଇ ଆସୁଛନ୍ତି ତାଙ୍କ ଦରମା ବୃଦ୍ଧି ପାଇଁ ।ଆଉ ଏତେ ସହିତ ଭିତରେ ବି ସେମାନେ ରାଜଧାନୀ ରେ ରାତି ବିତାଉଛନ୍ତି କିନ୍ତୁ ଆମ ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।ତେବେ ସୁର ଭାଇ ଅଙ୍ଗନବାଡ଼ି କର୍ମୀ ଙ୍କ ତରଫରୁ ସରକାର ଙ୍କୁ ତାଙ୍କ କଥା ଶୁଣିବାକୁ କହିଲା ବେଳେ କିଛି ଏମିତି କହିଛନ୍ତି ଯାହା ଶୁଣିଲେ ହସି ହସି ଗଡିଯିବେ ।
ତେବେ ସୁର ଭାଇ ନବୀନ ବାବୁ କହିଛନ୍ତି ନବୀନ ବାବୁ ପ୍ରେମ ର ମାନେ କଣ ବୁଝନ୍ତି, ନହେଲେ ଏବେ ଯାଏ ସବୁ ସମାଧାନ ହେଇ ସରନ୍ତାନି ।ଏହି 2 ମାସରେ କେତେ ପ୍ରେଗନେଣ୍ଟ ହେଇଥାନ୍ତେ କିନ୍ତୁ ସ୍ତ୍ରୀ ଭୁବନେଶ୍ୱର ରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ମନେ ନଦୀ ବିଲ ପଠାରେ ବୁଲୁଛନ୍ତି ।ତେବେ ସହିତ କାକର ସହି ଏହି ମହିଳା ମାନେ ଭୁବନେଶ୍ୱର ରେ ପଡିଛନ୍ତି ଆଉ ଏଥିରେ କେତେ ପରିବାର ନଷ୍ଟ ହେଉଛି, ଏହି କଥା ଉପରେ ଟିକିଏ ଧ୍ୟାନ ଦିଅନ୍ତୁ । ଦେଖୁ ନାହାଁନ୍ତି ତିନୋଟି ଋତୁ ମଣିଷ ପାଇଁ ଦରକାର କିନ୍ତୁ ସହିତ ଦୁଇ ଦେଇ ପୁଣି ଆଉ ସହିତ ନାହିଁ ।ତେବେ ନବୀନ ବାବୁ ଆପଣ କେମିତି ପ୍ରେମ ର ଅର୍ଥ ବୁଝିବେ ଆପଣଙ୍କ ପାଖରେ ତ ନାରୀ ନାହିଁ ।
ତେବେ ସୁର ଭାଇ ଏମିତି ଭାବରେ ଅଙ୍ଗନବାଡ଼ି ଦିଦି ଙ୍କ କଥାକୁ ଜଲଦି ପୂରଣ କରିବାକୁ ସରକାର ଙ୍କୁ କହୁଥିବା ବେଳେ ତାଙ୍କ ଏମିତି କିଛି କଟାକ୍ଷ କରିଥିଲେ ।ଆଉ ଏହି କଥା ଗୁଡିକ ଶୁଣିଲାପରେ ଖୁବ ହସ ଲାଗୁଥିବା ବେଳେ ଅନ୍ୟ ପଟେ ଦେଖିବାକୁ ଗଲେ ସତ ବି, କାରଣ ଆଜକୁ 2 ମାସ ଧରି ବସି ଥିବା ଏହି ଅଙ୍ଗନବାଡ଼ି ଦିଦି ପାଇଁ ଅନେକ ଛୋଟ ପିଲାଙ୍କ ଭବିଷ୍ୟତ ବି ନଷ୍ଟ ହେଉଛି।ତେଣୁ ନବୀନ ଆପଣ ବି ଏମାନଙ୍କ ଦୁଃଖ ଜଲଦି ଶୁଣନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।