ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଆମ ସମାଜରେ କ୍ୟାମେରା ଏବଂ ସୋସିଆଲ ମିଡ଼ିଆ । ତେବେ ଏହି ସବୁରୁ ବ୍ୟବହାର ଆମ କୁ ସଚେତନ ଏବଂ ଆଡ଼ଭାନ୍ସ କରିବା ପାଇଁ ଉଦ୍ଭାବନ କରାଯାଇଛି ଥିଲା ମାତ୍ର ଆଜି କାଲିର ଲୋକ ମାନେ ଏତେ କୌଳୁଷିତ ହୋଇଗଲେଣି ଯେ କିଛି ବି ଘଟଣା କୁ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି ।
ସେମାନେ ଭୁଲିଯାଉଛନ୍ତି ଯେ ଏହାର ପ୍ରଭାବ ଆମ ସମାଜ ଉପରେ ଖରାପ ହୋଇପାରେ। ତେବେ ଏହିଭଳି ଏକ ଘଟଣା ବିଷୟରେ ଆପଣଂକୁ ଜଣେଇବୁ ଯାହାକୁ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବା ରେ ଲାଗିଛି ଆଉ ତାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ।
ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନ ର ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଆଉ ସେହି ପବିତ୍ରତା କୁ ନେଇ ଏବେ ପ୍ରଶ୍ନ ଉଠୁଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ରୋମାଣ୍ଟିକ ଭିଡ଼ିଓ ତଥା ଅତ୍ୟନ୍ତ ଲଜ୍ୟାଜନକ ଭିଡ଼ିଓ ନିଆଁ ପରି ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ହସି ହସି ଗୋଡି ଯିବେ। ତେବେ ଘଟଣା ଟି କିଛି ଏପରି ଅଛି କି ଜଣେ ଯୁବକ ନିଜର ପତ୍ନୀ ସହ ରାସ୍ତା ରେ ବାଇକ ଯାଉଛନ୍ତି ଆଉ ସେହି ସମୟରେ ତାଙ୍କର ପଛରେ ଆଉ ଜଣେ ଯୁବକ ପ୍ରଥମ ଯୁବକଙ୍କ ର ପତ୍ନୀ ଙ୍କ ସହ ରାହସ ଲୀଳା ଚଳେଇଛନ୍ତି ।ସ୍ୱାମୀ ଙ୍କ ଗାଡ଼ିରେ ଥାଇ ପ୍ରେମିକ ର ଚୁମ୍ବନ କୁ ହସି ହସି ଗ୍ରହଣ କରିଛନ୍ତି ଏବଂ ସ୍ୱାମୀ ଧକ୍କା ରେ ଅଛନ୍ତି କି ସ୍ତ୍ରୀ ତାଙ୍କ ସହ ଯାଉଛି ବୋଲି।
ତେବେ ଦେଖାଯାଉଛି ଯେ, ବାଇକ ରେ ଥିବା ଯୁବକ ଜଣଙ୍କ ସେହି ଯୁବତୀ ର ଗାଲ କୁ ଛୁଇଁବା ତଥା ତାଙ୍କୁ ଚଳନ୍ତା ବାଇକ ରେ କିସ ମଧ୍ୟ ଦେଉଛନ୍ତି ।ଆଉ ଆଶ୍ଚର୍ଯ୍ୟ ର କଥା ଏହାକି ଯେ, ସେହି ଯୁବତୀ ଜଣଙ୍କ ବେଶ ଉପଭୋଗ କରୁଥିଲେ ଏହି ରମାଣ୍ଟିକ ସମୟ କୁ। ତେବେ କେହି ଜଣେ ବ୍ୟକ୍ତି ରାସ୍ତାରେ ଏହିପରି ଲୀଳା ହେଉଥିବା ର ଦେଖି ତାହାକୁ ରେକର୍ଡ କରିଥିଲେ ଏବଂ ପରେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।