Daily news update , Real odisha local news

“ବାପା ତୁଢରେ ସିନା ତୁଢ ହେଉଥିଲୁ ଏବେ ଠିଆ ହ” ନଵ ଦାସଙ୍କ ଝିଅକୁ ଏମିତି କହିଲେ ମିନତୀ ବହିଦାର !!

0 561

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ , ଆମ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ତେବେ ASI ଗୋପାଳ ଦାସ ଙ୍କ ଗୁଳି ମାଡ଼ ରେ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି। ତେବେ ତାଙ୍କର ମୃତ୍ୟୁ ପରେ ତାଙ୍କର ସ୍ଥାନ ପୂରଣ କରିବା ପାଇଁ ଖୁବ ଶୀଘ୍ର ଉପନିର୍ବାଚନ ହେବା କୁ ଯାଉଛି।

ତେବେ ଯାହା ପ୍ରାଥମିକ ସ୍ତର ରୁ ଜଣା ପଡ଼ିଛି କି , ନବ ଦାସ ଙ୍କ ପରେ ତାଙ୍କର ଝିଅ ଦୀପାଲି ଝାଡ଼ସୁଗୁଡା କଁଷ୍ଟିଚ୍ୟୁଏନି ରୁ ଝିଡା ହେବା କୁ ଯାଉଛନ୍ତି ଏବଂ ବାପା ଙ୍କ ସ୍ୱପ୍ନ କୁ ପୁରା କରିବାକୁ ଯାଉଛନ୍ତି ବୋଲି।

ତେବେ ଏହି ସୂଚନା କୁ ନେଇ , ଝାଡ଼ସୁଗୁଡା ର ମାଉସୀ ମିନତୀ ନିଜର ମତ ଦେଇଛନ୍ତି ଆଉ ସେ କହିଛନ୍ତି କି , ନିର୍ବାଚନ ର କଣ ଆବଶ୍ୟକତା ରହିଚି। ତା ମୃତ୍ୟୁ ପରେ ସିଧା ତା ଝିଅ ଯାଇ ତା ଜାଗା ନେଇଯିବ। ବାପା ତୁଢ଼ରେ ସିନା ତୁଢ଼ ଦେଇ ଝିଅ ଦୀପାଲି ନିର୍ବାଚନ ରେ ଲଢ଼ିବା କୁ ବାହାରିଛି। ତେବେ ଏହା ସହ ସେ ଆହୁରି କହିଛନ୍ତି କି , ନବ ଦାସ ଙ୍କୁ ଆପଣ ମାନେ ଭାବୁଛନ୍ତି କି ସେ ଜଣେ ବହୁତ ବଡ଼ ଲୋକ ବୋଲି ମାତ୍ର ସେମିତି କିଛି ନୁହେଁ ସବୁ ଲୋକଙ୍କ ଟଙ୍କା ନେଇ ସେ ତାର ସାତ ପୁରୁଷ ପାଇଁ ଜମା କରି ରଖିଛି।

ତେବେ ବନ୍ଧୁଗଣ ଆପଣ ମାନେ ମିନତୀ ମାଉସୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ , ସେ ହେଉଛନ୍ତି ସେହି ମାଉସୀ ଯିଏ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ ରେ ପୁରା ଗ୍ରାମବାସୀ ଙ୍କୁ ମଟନ ଝୋଳ କରି ଖାଇବା କୁ ଦେଇଥିଲେ। ଆଉ ମିଡ଼ିଆ ଆଗରେ ଖୋଲା ଖୋଲି ଭାବରେ କହିଥିଲେ କି ନବ ଦାସ ତା କର୍ମ ର ଫୋଳ ଭୋଗିଛି ବୋଲି। ତେବେ ଏବେ ତାଙ୍କର ଝିଅ ଦୀପାଲି ଉପନିର୍ବାଚନ ରେ ଲଢ଼ିବା କୁ ଯାଉଛି ବୋଲି ଜାଣିବା ପରେ ସେ ପୁଣି ତାଙ୍କର ମତ ଦେଇଛନ୍ତି ଆଉ ଏହିପରି କିଛି କହିଛନ୍ତି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।

ତେବେ ସେ କହିଛନ୍ତି କି, ନବ ଦାସ ଙ୍କୁ ଆପଣ ମାନେ ଭାବୁଛନ୍ତି କି ସେ ଜଣେ ବହୁତ ବଡ଼ ଲୋକ ବୋଲି ମାତ୍ର ସେମିତି କିଛି ନୁହେଁ ସବୁ ଲୋକଙ୍କ ଟଙ୍କା ନେଇ ସେ ତାର ସାତ ପୁରୁଷ ପାଇଁ ଜମା କରି ରଖିଛି। ସେ ଜାଣିଚି ଆଉ କେହି ଟଙ୍କା ରୋଜଗାର କରି ପାରିବେ ନାହିଁ , ତାର ସ୍ତ୍ରୀ ଯୋଉ କାନ୍ଧୁଚି ଉପରେ ତାର ଯେତିକି ଗର୍ବ ଆପଣ ଭାବି ପାରିବେ ନାହିଁ। ତେବେ ମିନତୀ ମାଉସୀ ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.