Daily news update , Real odisha local news

କେମିତି ହୋଇଥିଲା ସୁପରଷ୍ଟାର Amy Jackson ଙ୍କ ( Vikram ) ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

0 9,293

ବନ୍ଧୁଗଣ ଯେତେବେଳେ ଆମ ସାମ୍ନା କୁ ଗୋଟିଏ ସିନେମା ଆସିଥାଏ ତାହାକୁ ଦେଖି ଆମେ ଖୁବ ମଜାମସ୍ତି କରୁ ଏବଂ ଏହା ଆମକୁ ବହୁତ ଆକର୍ଷଣୀୟ ଲାଗେ ମଧ୍ୟ। ମାତ୍ର କଣ ଆପଣ ଜାଣିଛନ୍ତି ଏହାର ସୁଟିଂ କେଉଁ ଭଳି ଭାବରେ ହୋଇଥାଏ ବୋଲି।

ତେବେ ଚଳିତ ବର୍ଷ ର ସିନେମା “ଆଇ” ଯେଉଁ ଥିରେ ହିରୋ ବିକ୍ରମ ବେଶ ସୁନ୍ଦର ଭାବରେ ତିନି ଟି ଭିନ୍ନ ଭିନ୍ନ ରୂପ ରେ ଅଭିନୟ କରିଛନ୍ତି ତାହା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା। ତେବେ ଆସନ୍ତୁ ଜାଣିବା ଏହି ସିନେମା ଟି ଶୁଟିଂ କିପରି ଏବଂ କେମିତି ସୁଟିଂ ହୋଇଥିଲା ବୋଲି।

ତେବେ କଣ ଆପଣ ଜାଣିଛନ୍ତି କି ଏହି ସିନେମା ଟି କିପରି ଭାବରେ ସୁଟିଂ ହୋଇଥିଲା ଯାହାକି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଜଣେଇବୁ ଏବଂ ଭିଡ଼ିଓ ମାଧ୍ୟମ ରେ ଦେଖାଇବୁ କିପରି ଭାବରେ ଏହାର ସୁଟିଂ ହୋଇଥିଲା ବୋଲି। ତେବେ ବନ୍ଧୁଗଣ ଏହି ସିନେମା ର ସୁଟିଂ ପାଇଁ ଅଭିନେତା, ଅଭିନେତ୍ରୀ , ପ୍ରଦ୍ୟୁସର ଏବଂ ଡ଼ାଇରେକ୍ଟର ବହୁତ ପରିଶ୍ରମ କରିଥିଲେ। ଭାରତ ର କିଛି ବଛା ବଛା ସ୍ଥାନ ରେ ଏହାର ସୁଟିଂ ହୋଇଥିଲା ଏବଂ ଏହାର ଏଡିଟିଙ୍ଗ ଏବଂ ଆନିମେସନ ମଧ୍ୟ ସମସ୍ତ ଙ୍କୁ ଖୁବ ଆକର୍ଷିତ କରିଥିଲା।

ତେବେ ଏହି ସିନେମା ର ଆପଣ ଦେଖିବେ କି ହିରୋ ଙ୍କୁ ୩ ଟି ରୂଲ କରିବାକୁ ପଡିଛି ଏବଂ ଗୋଟିଏ ସିନ ରେ ତାଙ୍କୁ ଏକ ଭିନ୍ନ ମଣିଷ ଭଳି ଦେଖା ଯାଉଥିଲା ଯାହା ପାଇଁ ତାଙ୍କୁ ଗୋଟିଏ ଦିନ ରେ ୪-୫ ଘଣ୍ଟା କେବଳ ମେକ୍ପ କରିବା ରେ ଲାଗି ଯାଉଥିଲା। ସେହିଭଳି ସିନେମା ର ଆକର୍ଷଣ ବାଇକ ଟ୍ରାନ୍ସଫର୍ମ ସିନ ଟିକୁ ମଧ୍ୟ ଟେକ୍ନୋଲୋଜି ଦ୍ୱାରା ଅଭିନେତ୍ରୀ ଙ୍କୁ ସେହିପରି ଗେଟଫ ରେ ସୁଟିଂ କରା ଯାଇଥିଲା। ତେବେ ଏହି ସିନେମା ର ଏକ ଗୀତ ମଧ୍ୟ ଲୋକ ଙ୍କୁ ଖୁବ ପସନ୍ଦ ଆସିଥିଲା ଯାହାକି ଚାଇନା ର ଭିନ୍ନ ଭିନ୍ନ ସ୍ଥାନ ର ଅଟେ ଏବଂ ଏଥିରେ କୌଣସି ଏଡିଟ ନଥିଲା ଏହା ଚାଇନା ର ପ୍ରାକୃତିକ ସୌନ୍ଦର୍ଯ୍ୟ ର ପ୍ରତୀକ ଅଟେ।

ତେବେ ସିନେମା ର ପ୍ରାୟ ସିନ କୁ ଗ୍ରୀନ କପଡା ରେ ସୁଟିଂ କରାଯାଇ ଏହାକୁ ଟେକ୍ନୋଲୋଜି ମାଧ୍ୟମ ରେ ଏଡିଟ କରି କରାଯାଇ ଥିଲା। ଏହା ସହ ସିନେମା ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ଟେକ୍ନିକ ର ବ୍ୟବହାର କରି ଏହାକୁ ଏଡିଟ କରାଯାଇଥିଲା। ଯାହାକି ଆପଣ ମାନେ ଆମର ଏହି ଭିଡ଼ିଓ ମାଧ୍ୟମ ରେ ଦେଖି ପାରିବେ। ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହି ସିନେମା ର ସୁଟିଂ ସମୟ ର କେତେକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ତାହାକୁ ଆପଣ ଥରେ ନିଶ୍ଚିତ ଦେଖନ୍ତୁ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.