୫ ମିନିଟ୍ ପୂର୍ବରୁ ଷ୍ଟେସନ ଛାଡିଥିଲା ଟ୍ରେନ, ୩୦ ମିନିଟରେ ପହଁଚିଥାନ୍ତା,ରାତି 3.27ମିନିଟ୍ ସମସ୍ତ ଯାତ୍ରୀ ଶୋଇଥିଲେ ହେଲେ ଅଧା ରାସ୍ତାରେ ଲାଇନ ରୁ ଖସିପିଡ଼ିଲା ବଗି….ଆଉ ତାପରେ
ବନ୍ଧୁମାନେ ବର୍ତ୍ତମାନ ଦିନକୁ ଦିନ ଟ୍ରେନ ଦୁର୍ଘଟଣା ଗୁଡିକ ବଡିବାରେ ଲାଗିଛି ଆଉ ରଥିରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ଅନେକ ଯାତ୍ରୀ ଙ୍କର ଅକାଳରେ ମୃତ୍ୟୁ ଘଟୁଛି ।ତେବେ ନିକଟରେ ଏମିତି ଏକ ଟ୍ରେନ ଦୁର୍ଘଟଣା ର ଚିତ୍ର ନଜରରେ ଆସିଛି ଯାହାକୁ ଦେଖିଲା ପରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଛି ।
5 ମିନିଟ ପୂର୍ବରୁ ଯେଉଁ ଟ୍ରେନ୍ ରେ ଯାତ୍ରୀ ବସିଥିଲେ ଆଉ ମାତ୍ର 30 ମିନିଟ ପରେ ଅନ୍ୟ ଏକ ଷ୍ଟେସନ ରେ ପହଂଚିଥାନ୍ତା କିନ୍ତୁ ଅଧା ରାସ୍ତାରେ କିଛି ଏମିତି ଘଟିଲା ଯାହା ସବୁକିଛି ନଷ୍ଟ କରିଦେଲା ।
ଟ୍ରେନ ଯାତ୍ରା ଖୁବ ଆରମ୍ଭ ଦାୟକ ଓ ଅଳ୍ପ ସମୟରେ ଆପଣ ନିଜର ଗନ୍ତବ୍ୟରେ ପହଁଚିବା ପାଇଁ ଅନେକ ଯାତ୍ରୀ ଟ୍ରେନ ଯାତ୍ରା କୁ ଖୁବ ଆନନ୍ଦ କରିଥାନ୍ତି ।ତେବେ ବର୍ତ୍ତମାନ ସମୟରେ ଟ୍ରେନ ଯାତ୍ରା ଆନନ୍ଦଦାୟକ ନହେଇ ବରଂ ଡରାବନା ପାଲଟି ଯାଇଛି ଆଉ ଏହାର କାରଣ ହେଉଛି ଆଜିକାଲି ଘଟୁଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପାଇଁ ।ତେବେ ରାଜସ୍ଥାନ ର ପାଲି ଅଞ୍ଚଳରେ ଅଚାନକ ଅଧ ରାତିରେ ଘଟିଥିବା ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି ।ରାତି ସମୟରେ ଟ୍ରେନ ଷ୍ଟେସନ ରୁ ଛାଡିଥିଲା କିଂରୁ କିଛି ବାଟ ଗଲାପରେ ପଛ ଆଡୁ ଅଚାନକ ପଛ ଆଡୁ ଟ୍ରେନ ର ବଗି ଗୁଡିକ ଲାଇନ ବାହାରକୁ ଚାଲି ଯାଇଥିଲା ଓ ଘଟଣା ସ୍ଥାନରେ ଭୟଙ୍କର ଦୁର୍ଘଟଣା ଘଟିଗଲା ।
ଘଟଣା କିଛି ଏମିତି ଭାବରେ ଘଟିଥିଲା,ରାଜସ୍ଥାନ ର ପାଲି ଅଞ୍ଚଳ ଦେଇ ଜୋଧପୁର ସୂର୍ୟନଗର ଏକ୍ସପ୍ରେସ ଯାଉଥିଲା ।ତେବେ ଟ୍ରେନ ଟି ପୂର୍ବ ଷ୍ଟେସନ ରୁ ମାତ୍ର 5 ମିନିଟ ପୂର୍ବରୁ ଛାଡିଥିଲା ଆଉ ମାତ୍ର 30 ମିନିଟ ପରେ ତାହାର ପରବର୍ତ୍ତୀ ଷ୍ଟେସନରେ ପହଂଚିଥାନ୍ତା ।ହେଲେ ରାତି ପ୍ରାୟ 3 ବାଜି 27 ମିନିଟ ସମୟରେ ଜୋଧପୁର ଡିଭିଜନ ର ରାଜକ୍ୟୁଆସ ପ୍ରୋମ୍ରରାଡ଼ା ଅଞ୍ଚଳର ବାଂଜର ଟର୍ମିନାଲ ଦେଇ ଯାଉଥିବା ସମୟରେ ହଠାତ ଟ୍ରେନ ର ପଛ ଆଡୁ ଡବା ଲାଇନ ବାହାରକୁ ଚାଲି ଯାଇଥିଲା ।ତେବେ ସେହି ସମୟରେ ଟ୍ରେନ ରେ ଥିବା ଯାତ୍ରୀ ଶୋଇଥିଲେ ତେଣୁ ଏମିତି କିଛି ଘଟିବାର ଦେଖି କିଛି ବୁଝିପାରି ନଥିଲେ ।
ତେବେ ଲଗାତାର ଟ୍ରେନ ର 8 ଟି ଲାଇନ ବାହାରକୁ ଚାଲି ଯିବାରୁ ଯାତ୍ରୀ ପୁରା ଭୟଭୀତ ହେଇ ଯାଇଥିଲେ ଓ ଜୀବନ ବଞ୍ଚାଇବା ପାଇଁ ଧାଇଁ ବୁଲୁଥିଲେ ।ତେବେ ସୂଚନା ଅନୁଯାୟୀ ଟ୍ରେନ ରେ ପୁରା 11 ଟି ଡବା ଥିଲା ଆଉ 8 ଟି ଡବା ଲାଇନ ବାହାରକୁ ଯିବାପରେ ଘଟଣା ସ୍ଥାନରେ ତୁରନ୍ତ ପୋଲିସ ଓ ରେଲୱେ କର୍ମଚାରୀ ପହଞ୍ଚିଥିଲେ ।ତେବେ ଜଣା ପଡିଥିଲା କି ବର୍ତ୍ତମାନ ଯାଏ 5 ଜଣ ଯାତ୍ରୀ ଦୁର୍ଘଟଣା ରେ ଆହତ ହେବା ସହିତ ଅନ୍ୟମାନେ ସୁରକ୍ଷିତ ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।