Daily news update , Real odisha local news

ଖୋଲିବି ବୋଲି କହି ୩ଟା ବଟମ୍ ଖୋଲିସାରିଲାଣି …ଜଲିଉଡ କୁଇନ ରାନୀ ପଣ୍ଡା କାହିଁକି ଏମିତି କହୁଛନ୍ତି, ଦେଖନ୍ତୁ ଧମକ ଭିଡିଓ ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 1,100

ବନ୍ଧୁଗଣ ଯାତ୍ରା ଓ ନାଟକ ଦେଖିବା ପାଇଁ ସମସ୍ତ ଙ୍କୁ ଭଲ ଲାଗେ। ଯେଉଁ ଭଳି ଭାବରେ ଆମେ ସିନେମା ଦେଖିବା କୁ ପସନ୍ଦ କରୁ ଯାତ୍ରା ଦେଖିବା କୁ ମଧ୍ୟ ଆମକୁ ସେତିକି ଭଲ ଲାଗେ। ଯାତ୍ରା ପ୍ରାୟ ଗାଁ ମାନଙ୍କ ରେ ହୋଇଥାଏ ଏବଂ ଏଥିରେ ଅଭିନୟ କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ପ୍ରତ୍ୟକ୍ଷ ଅଭିନୟ କରିଥାନ୍ତି। ଆଉ ତାଙ୍କର ଅଭିନୟ ବାସ୍ତବିକ ହୋଇଥାଏ ଯାହାକୁ ଦେଖିବା କୁ ଲୋକେ ବେଶ ପସନ୍ଦ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଯାତ୍ରା ମାଧ୍ୟମ ରେ ଅନେକ ପ୍ରକାରର ସାମାଜିକ ଶିକ୍ଷା ମଧ୍ୟ ଆମ କୁ ମିଳିଥାଏ।

ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି।

ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବିବାଦୀୟ ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କ ଯାତ୍ରା “ହାତୀ ଘୋଡା ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” ର ଏକ ଦମଦାର ସିନ ଭାଇରାଲ ହେବା ରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ତାଙ୍କର ଅଭିନୟ କୁ ଖୁବ ପ୍ରଶଂସା କରିବେ।

ତେବେ ସିନ ଟି କିଛି ଏହିପରି ରହିଛି କି , ରାଣୀ ପଣ୍ଡା ଙ୍କ ପାଖକୁ ଜଣେ ପୋଲିସ ଆସିଛନ୍ତି ଆଉ ସେ ରାଣୀ ଙ୍କ ସହ ଖରାପ କାମ କରିବା କୁ ଚାଁହୁଛନ୍ତି। ତେବେ ପୋଲିସ ଙ୍କୁ ଦେଖି ମଦ୍ୟପାନ କରୁଥିବା ରାଣୀ ଏହା ବୁଝି ପାରିଛନ୍ତି ଏବଂ ଏହା ସହ ସେ ମଧ୍ୟ ତାଙ୍କୁ ପାଖକୁ ଡାକୁଛନ୍ତି ଆଉ କହୁଛନ୍ତି କି , “ସଲା ଖୋଲିବି ବୋଲି କହି ୩ ଟା ବୋଟମ ଖୋଲି ସାରିଲାଣି , ମୋର ବି ଖୋଲି ଦେଉଛି ଆଉ ଏହି ଠିଆ ଠିଆ ରେ ପାଲା କରିବା ଆଉ।ଆଉ କହିଛନ୍ତି କି ଉପରେ ସିନା ପୋଲିସ ପୋଷାକ ରହିଛି କିନ୍ତୁ ଭିତର ଟା ପରା ଗୋଟେ ପୁରୁଷ ର। ତେବେ ଏହା କହିବା ପରେ ସେ ପୋଲିସ ଙ୍କ ପାଖକୁ ଆସି ଯାଉଛନ୍ତି।

ତେବେ ଠିକ ଏହି ସମୟ ରେ ଅନ୍ୟ ଜଣେ ଯୁବକ ଆସି ପହଁଚିଲେ ଆଉ ରାଣୀ ଙ୍କୁ ଏହିପରି କରୁଥିବା ର ଦେଖି ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଡାକିଲେ। ତେବେ ଏହା ପରେ ରାଣୀ ତାଙ୍କୁ କହିଛନ୍ତି କି , ଦିନେ ତୁମେ ବି ମୋ ସହ ଏହିପରି କରୁଥିଲ ଆଜି ମୁଁ କରୁଛି କଣ ଭୁଲ କରୁଛି। ଏହା ପରେ ସେ ପୋଲିସ ବାବୁ ଙ୍କୁ ଡାକୁଛନ୍ତି ଆଉ କହିଛନ୍ତି କି , ତୁମେ କାହିଁକି ଡ଼ରୁଛ ତୁମେ ମୋ ରେପ କରୁନ ଆମେ ନିଜ ଇଚ୍ଛାରେ ସବୁ କହୁଚୁ। ତେବେ ତାଙ୍କର ଏହି ଯାତ୍ରା ସିନ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.