ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣା ଟି କିଛି ଏହି ପରି ରହିଛି କି, ଗୋଟିଏ ଜଳ ଯାହାଜ ରେ ବହୁତ ଗୁଡିଏ ମାଲ ବାହୀ ଟ୍ରକ ଏକା ସାଙ୍ଗ ରେ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କି ଜଳ ଜାହାଜ ମାଧ୍ୟମ ରେ ସ୍ଥାନାନ୍ତରିତ କରାଯାଉଛି ଯାହାର ଦୃଶ୍ୟ ଟି ଖୁବ ଆଶ୍ଚର୍ଯ୍ୟ ଚକିତ ଏବଂ ଅଭାବନୀୟ ରହିଛି। ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଭିଡ଼ିଓ ଟି ବିଷୟ ରେ।
ତେବେ ସୂଚନାଯୋଗ୍ୟ ଯେ , ମାନିହାରୀ ର ସାହ ବଙ୍ଗଜ ଘାଟି ରୁ ଏହିଭଳି ଏକ ଦୃଶ୍ୟ ଦେଖିବା କୁ ମିଳିଛି ଯେଉଁ ଥିରେ ଦେଖା ଯାଇଛି ଯେ ଗୋଟିଏ ବଡ଼ ଜଳ ଜାହାଜ ରେ ଅନେକ ଗୁଡିଏ ମାଲ ବାହୀ ଟ୍ରକ ଯେଉଁ ଥିରେ ବାଲି ଭର୍ତ୍ତି ହୋଇ ରହିଛି ତାହାକୁ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଗଙ୍ଗା ନଦୀ ମଧ୍ୟ ଦେଇ ନିଆ ଯାଉଛି। ତେବେ ଆପଣ ମାନେ ମଧ୍ୟ ଜାଣିଥିବେ କି ଅନେକ ସମୟ ରେ ଜଳ ଜାହାଜ କୁ ଆମେ ପରିବହନ ତଥା ବଡ଼ ଓ ଭାରି ଜିନିଷ କୁ ସହଜ ରେ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ନେବା ରେ ବ୍ୟବହାର କରିଥାଉ।
ତେବେ ଏହି ଭିଡ଼ିଓ ରେ ଠିକ ସେହିପରି ଦେଖା ଯାଇଛି ଆଉ ମାନିହାରୀ ଘାଟି ଠାରୁ ବଡ଼ କ୍ରେନ ସାହାଯ୍ୟ ରେ ଗୋଟିଏ ପରେ ଗୋଟିଏ ମାଲ ବାହି ଟ୍ରକ କୁ ଜଳ ଜାହାଜ ରେ ଭର୍ତ୍ତି କରାଯାଉଛି ଏବଂ ତାହାକୁ ଗଙ୍ଗା ନଦୀ ର ମଝି ଦେଇ ପାର କରାଯାଉଛି। ତେବେ ଏହି ଜଳ ଜାହାଜ ଟି ଜଳ ମଧ୍ୟରେ ଯାଉଥିବା ବେଳ ର ଦୃଶ୍ୟ ବହୁତ ଭୟଙ୍କର ରହିଛି ଯାହାକୁ ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ମନେ ହେଉଛି। ତେବେ ଆପଣ ମାନେ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଦେଖନ୍ତୁ , ଏବଂ ଏହାର ମଜା ନିଅନ୍ତୁ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।