ଝିଟିପିଟି ର ଲାଞ୍ଜ ପରି ତାଙ୍କ ପାଟରେ ପିଣ୍ଟୁ ଙ୍କ ମୃତ୍ୟୁ ପଛରେ ଏହାଥିଲା କାରଣ ମୁହଁ ଖୋଲିଲେ ଡାକ୍ତର – ଦେଖନ୍ତୁ ଭିଡିଓ
ଝିଟିପିଟି ର ଲାଞ୍ଜ ପରି ହେଉଛି ଲିଭର ଯାହା ଥରେ ଚାଲିଗଲା ପରେ ପୁଣି ତିଆରି ହେଇଯାଏ, କିନ୍ତୁ ତା ଜାଣିବା ପରେ ବି କେହି ଡୋନର ମିଳି ନଥିଲେ ପିଣ୍ଟୁ ଙ୍କ ପାଇଁ ।ତେବେ ଦର୍ଶକବନ୍ଧୁ ଆପଣ ମାନେ ବେଶ ଭଲ ରଖମରେ ଜାଣିଛନ୍ତି କି ଓଡ଼ିଶାର ଖୁବ ପରିଚିତ କଳାକାର ପିଣ୍ଟୁ ନନ୍ଦ ଆଜି ଏହି ଦୁନିଆରେ ନାହାନ୍ତି ।
ହେଲେ ତାଙ୍କ ମୃତ୍ୟୁ ପଛର ପ୍ରକୃତ ସତ କଣ ଏବେ ଜଣା ପଡ଼ିଛି ।ଡାକ୍ତର ଲିଭର ବିଷୟରେ ଯେତେ କହିଥିଲେ ବି ମିଳି ନଥିଲେ ପିଣ୍ଟୁ ଙ୍କ ପାଇଁ ଡୋନର ଆଉ ତାପରେ ତାଙ୍କର ଘଟିଲା ।ତେବେ ମୃତ୍ୟୁ ପୂର୍ବରୁ ଡାକ୍ତର କେମିତି କଣ କହିଥିଲେ ଲିଭର ବିଷୟରେ ଆସନ୍ତି ଜାଣିବା ।
ତେବେ ପିଣ୍ଟୁ ଲିଭର ସିରସିସ ରୋଗରେ ପୀଡିତ ଥିଲେ ଯେଉଁଥି ପାଇଁ ସେ ପ୍ରଥମେ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିଲେ ।ଆଉ ତାପରେ ସେ ଦିଲ୍ଲୀ ଯାଇଥିଲେ ଲିଭର ଟ୍ରାନ୍ସପ୍ଲାଟ ପାଇଁ ଆଉ ସେଠାରେ ପିଣ୍ଟୁ ଙ୍କୁ ଜଣେ ଓଡ଼ିଆ ଡାକ୍ତର ଚିକିତ୍ସା କରୁଥିଲେ ।ତେବେ ସେଠାରେ ସେହି ଡାକ୍ତର ଜଣାଇଥିଲେ କି ଲିଭର ହେଉଛି ଝିଟିପିଟି ଲାଞ୍ଜ ପରି ଯେଉଁଟା ଥରେ ଅଲଗା ହେଇ ଗଲେ 24 ଘଂଟା ଭିତରେ ତିଆରି ହେଇଯାଏ ।ତେବେ ଯେତିକି ସମୟ ଟ୍ରାନ୍ସପ୍ଲାଟ ଅପରେସନ ହୁଏ ସେହି ସମୟ ଭିତରେ ଲିଭର ଡୋନର ଙ୍କର ଲିଭର ତିଆରି ହେଇ ଯାଏ ।
ଡାକ୍ତର ଏମିତି ସବୁ କଥା ଲିଭର ବିଷୟରେ କହିବା ପରେ ବି ପିଣ୍ଟୁ ଙ୍କୁ ଲିଭର ମିଳି ନଥିଲା ଓ ଏହି ଭିତରେ ତାଙ୍କର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଲା ।ଆଉ ଶେଷ ସମୟରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ନିଆ ଯାଇଥିଲା ।ସେଠାରେ ବି ଡାକ୍ତର ପିଣ୍ଟୁ ଙ୍କୁ ଭଲ ହେଇଯିବେ ବୋଲି ଆସ୍ୱସ୍ତି ଦେଇଥିଲେ ।ହେଲେ କଣ ହେବ ସେଠାରେ ପହଁଚିବା ର କିଛି ଦିନ ପରେ ତାଙ୍କ ଲିଭର କାମ କରିବା ବନ୍ଦ ହେଇ ଯାଇଥିଲା ଓ ଶେଷରେ ତାଙ୍କର ମୃତ୍ୟୁ ଘଟିଲା ।ତେବେ ସତରେ ଲିଭର ଡୋନର ମିଳିଥିଲେ ସିନା ଯାଇ ଟଙ୍କା ଖର୍ଚ୍ଚ ହେଇଥାନ୍ତା ସବୁ ମୂଳରେ ଲିଭର ହିଁ ଦରକାର ଥିଲା ଯାହାକୁ ଦେବା ପାଇଁ କେହିବି ଆଗେଇ ଆସି ନଥିଲେ ।
ତେବେ ପିଣ୍ଟୁ ଙ୍କ ମୃତ୍ୟୁ ପଛରେ ଏହି ସତ ଥିଲା, ଆଉ ଏପଟେ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ କି ସମସ୍ତେ ସବୁ ଜାଣିଶୁଣି ବି କେହି ତାଙ୍କୁ ଲିଭର ଦେବାକୁ ରାଜି ହେଇ ନଥିଲେ ।ଆଉ ବର୍ତ୍ତମାନ ମୃତ୍ୟୁ ପରେ ଯେତେ ଯାହା କହିଲେ କଣ ହେବ ଯିଏ ମରିବାର ଥିଲା ତ ସେ ଏବେ ଯାଇ ସାରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।