ମିଛରେ ଏତେ ବାହାହେଲିଣି, ସତରେ ବାହାହେଲେ ‘ପ୍ରକୃତିଙ୍କୁ ବାହା ହେବା ମୋର ଗୋଟେ ସୌଭାଗ୍ୟ, ହେଲେ ମତେ ଟିକେ ନର୍ଭସ ଲାଗୁଛି କି ମୁଁ…’ ଅଭିନେତା Abhishek Giri
ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି।
ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଆମ ଓଲିଉଡ ର ଅଭିନେତା ଅଭିଷେକ ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି ଆଉ ଏଥିରେ ତାଙ୍କର ପ୍ରକୃତି ଙ୍କ ସହ ହୋଇଥିବା ବିବାହ କୁ ନେଇ ସେ ଯାହା କହିଛନ୍ତି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଓଲିଉଡ ର ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଏକ ନୂଆ ସିନେମା “କଫି ସୋପ ପ୍ରେମର ଆରମ୍ଭ” ଆସିବାକୁ ଯାଉଛି। ତେବେ ଏହି ସିନେମା ରେ ପ୍ରକୃତି ଙ୍କ ସହ ଅଭିନୟ କରିଛନ୍ତି ଅଭିଷେକ ।
ତେବେ ଏହି ନୂଆ ସିନେମା “କଫି ସୋପ ପ୍ରେମର ଆରମ୍ଭ” ରେ ଏକ ବାହାଘର ର ସିନ ରହିଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଥିବା ର ମଧ୍ୟ ଆପଣ ଦେଖୁଥିବେ। ତେବେ ଏହି ବାହାଘର କୁ ନେଇ ଅଭିଷେକ କହିଛନ୍ତି କି , “ମୁଁ ଯେତେବେଳେ ସତ ସତରେ ବିବାହ କରିବି ସେତେବେଳେ ମୋତେ ଆଉ କିଛି ଲାଗିବ ନାହିଁ କିମ୍ବା ସେ ଭୟ ଆଉ ମୋର ରହିବ ନାହିଁ। କାରଣ ସେତେବେଳେ ବେଳ କୁ ମୁଁ ଅନେକ ଥର ଅନେକ ଅଭିନେତ୍ରୀ ଙ୍କୁ ବିବାହ କରି ସାରିଥିବୀ। ତେଣୁ ଏହା ମୋ ପାଇଁ ଏକ ସାଧାରଣ କଥା ହୋଇଯିବ”।
ତେବେ ଏହା ପରେ ସେ କହିଛନ୍ତି କି ଏହି ସିନେମା ଟି “କଫି ସୋପ ପ୍ରେମର ଆରମ୍ଭ” ଏକ ଭିନ୍ନ ପ୍ରେମ କାହାଣୀ କୁ ନେଇ ଗଠିତ ହୋଇଛି ଏବଂ ମୋ କ ଆକଟ୍ରେସ ପ୍ରକୃତି ଏଥିରେ ଅଭିନୟ କରିଛନ୍ତି। ଯାହାଙ୍କ ସହ ଅଭିନୟ କରି ମୋତେ ବହୁତ ଖୁସି ଲାଗୁଛି ।ତେବେ ସିନେମା ଟି ଖୁବ ସୁନ୍ଦର ହୋଇଛି ଆପଣ ମାନେ ନିଶ୍ଚିତ ଭାବରେ ଦେଖିବା କୁ ଆସନ୍ତୁ। ତେବେ ଅଭିଷେକ ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।ଏବଂ ଲୋକ ମାନେ ଏଥିରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ଦେଖନ୍ତୁ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।