କ୍ୟାମେରାରେ କଏଦ ହେଲା ଲାଇଭ ଭିଡିଓ SELFIE ନେବା ସମୟରେ ରାଗି ଯାଇ ମାଙ୍କଡ ଯାହା କଲା ଦେଖିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ…
ବନ୍ଧୁମାନେ ବର୍ତ୍ତମାନ ର ଯୁବକ ଯୁବତୀ ମାନଙ୍କୁ ସେଲ୍ଫି ନେବାର ନିଶା ଘାରିଛି ।କିଛି ନୂଆ ଜିନିଷ ଦେଖିବା ମାତ୍ରେ ତାହାକୁ ନିଜ ମୋବାଇଲ ରେ କ୍ୟାପିଚର କରି ସୋସିଆଲ ମେଡିଆରେ ପୋଷ୍ଟ କରି ଦେଉଛନ୍ତି ।ଏହାଛଡା କେମିତି ନିଜର ଫୋଟ ୟୁନିକ ହେବ ସେଥିପାଇଁ ଖୁବ ରିସ୍କ ନେଇ ବି ସେଲ୍ଫି ନେଉଛନ୍ତି ବର୍ତ୍ତମାନ ର ଯୁବପିଡ଼ି ।
ତେବେ ବହୁତ ସମୟରେ ଏକ ସେଲଫି ଓ ଭିଡ଼ିଓ କରିବାକୁ ଯାଇ ନିଜ ଜୀବନ କୁ ବିପଦରେ ବି ପକାଇ ଦେଉଛନ୍ତି ଯାହାର ପ୍ରମାଣ ଆଜିର ଏହି ଭାଇରଲ ଭିଡ଼ିଓ ରେ ଦେଖି ପାରିବେ ।ମାଙ୍କଡ଼ ସହିତ ସେଲ୍ଫି ନେବାକୁ ଯାଇ ଯୁବକଙ୍କୁ ଲାଗିଲା ମାଙ୍କଡ଼ ର ମାଡ଼, ଆଉ ତାପରେ ଯାହା ଘଟିଲା ଦେଖନ୍ତୁ ।
ତେବେ ଯେତେବେଳେ ପଶୁ ପକ୍ଷୀ ଙ୍କୁ ଆମେ ଦେଖୁ ତାଙ୍କ ସହିତ ଫୋଟ ନେବାକୁ ଚେଷ୍ଟା କରିଥାଉ ତେବେ ବହୁତ ସମୟରେ ଆପଣ ଭୁଲରେ ଭଲ ଫୋଟ ଆସିବା ପାଇଁ ସେହି ପଶୁର ନିକଟରେ ପହଁଚି ଯାଆନ୍ତି ।ଆଉ ଏମିତି ହେଲେ କୋଉ ପଶୁ ବା ଶାନ୍ତ ରହିବ ସେ ବି ନିଜର ରଙ୍ଗ ଦେଖାଇ ଦେବ ।ତେବେ ବର୍ତ୍ତମାନ ଏକ ଭିଡ଼ିଓ ସାମ୍ନାକୁ ଆସିଛି ତେବେ ଭିଡ଼ିଓରେ କିଛି ଯୁବକ ଜଣକ ମାଙ୍କଡ଼ ସହିତ ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି ।ଆଉ ଯୁବକ ମାଙ୍କଡ ସହିତ ଭଲ ଫୋଟ ଟିଏ ନେବା ପାଇଁ ପୁରା ମାଙ୍କଡ଼ ପାଖରେ ପହଁଚି ଯାଉଛନ୍ତି ଆଉ ତାପରେ ଫୋଟ ଉଠାଇବା ତ ଦୂରର କଥା ମାଙ୍କଡ଼ ର ନୁର୍ଧୁମ ମାଡ଼ ବର୍ଷି ଯାଉଛି ଯୁବକ ଉପରେ ।
ଘଟଣା ଅନୁସାରେ ଯାଜପୁର ଜିଲ୍ଲା କରେଇ ବ୍ଳକ ର ଅମୃତିଆ ଗ୍ରାମର, ତେବେ ସେଠାକାର ଜଣେ ଯୁବକ ମାଙ୍କଡ଼ କୁ ଗଛ ଉପରେ ବଶିଥିବାର ଦେଖି ତା ସହ ସେଲ୍ଫି ନେବାକୁ ଯାଉଛନ୍ତି ।ତେବେ ଫୋଟ ଭଲରେ ଆସିବା ପାଇଁ ଯୁବକ ପୁରା ମାଙ୍କଡ଼ ପାଖରେ ପହଁଚି ଯାଉଛି କିନ୍ତୁ ଏପଟେ ମାଙ୍କଡ଼ ବି ବୁଝି ଯାଉଛି ଯୁବକ ତାର ଫୋଟ ନେଉଛି ।ଆଉ ଏହାପରେ ମାଙ୍କଡ଼ ଟି ଜୋରଦାର ଯୁବକ ଙ୍କୁ ପିଟିବାରେ କଗୀ ଯାଉଛି ଓ ଫୋଟ ଉଠିବା ତ ଦୂରର କଥା ଯୁବକଙ୍କ ଫୋଟ ତଳେ ପଡ଼ି ଭାଙ୍ଗି ଯାଉଛି ।ତେବେ ଏହି ଦୃଶ୍ୟ ଦେଖିବା ପରେ ଦର୍ଶକ ହସି ହସି ଗଡି ଯାଉଛନ୍ତି ।
ତେବେ ଏହି ଭିଡ଼ିଓ ଦେଖିବା ପରେ ଆପଣ ଜାଣି ପାରୁଥିବେ ସେଲ୍ଫି ନେବାକୁ ଯାଇ ଆପଣ ନିଜେ ବିପଦ କୁ ଡାକି ଆଣନ୍ତି ।ଆଉ ଏମିତି ପଶୁ ପକ୍ଷୀ ଙ୍କୁ ନିରୀହ ଭାବି ଯେତେବେଳେ ତାଙ୍କ ପାଖରେ ଯାଇ ଫୋଟ ଉଠାନ୍ତି ସେତେବେଳେ ତାଙ୍କର ରିଏକ୍ସନ ତନିହାରି ରହିବ ।ତେଣୁ ଆପଣ ଏମିତି ଭୁଲ କେବେ କରନ୍ତୁ ନାହିଁ ଯେଉଁଥିରେ ନିଜେ ବିପଦରେ ପଡିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।