“ଆଜି ବର୍ଷା ହୋଇଛି ଆଉ ଆମ ଶିମିଳିପାଳ ଜଙ୍ଗଲ ରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଲିଭି ଯାଇଛି। ଭଗବାନ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ଶିମିଳିପାଳ ର ନିଆଁ ଲିଭିଗଲା ଆମକୁ ବହୁତ ଖୁସି ଲାଗୁଛି। ଏବେ ଆମ କୁ ଛୁଟି ମିଳିବ ଆମେ ଘର କୁ ଯିବୁ ଆଉ ପରିବାର ସହ ଟିକେ ସମୟ ବିତାଇବୁ।ଧନ୍ୟବାଦ ଭଗବାନ ,
ବର୍ଷା ଯୋଗୁଁ ଶିମିଳିପାଳ ର ନିଆଁ ଲିଭେଇ ଦେଇଥିବା ରୁ”। ବନ୍ଧୁଗଣ ଏହା ହେଉଛି ଜଣେ ବନ କର୍ମଚାରୀ ଙ୍କ ହୃଦୟ ର କଥା, ଯିଏକି ଶିମିଳିପାଳ ରେ ବର୍ଷା ହେବା ଯୋଗୁଁ ବହୁତ ଖୁସି ଅଛନ୍ତି ଏବଂ ତାର ଭିଡ଼ିଓ ବନାଇ ସେୟାର କରିଛନ୍ତି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅନେକ ସମୟ ରେ ଅତ୍ୟଧିକ ଗ୍ରୀଷ୍ମ ହେବା କାରଣ ରୁ ଘଞ୍ଚ ଜଙ୍ଗଲ ରେ ନିଆଁ ଲାଗିଯାଇ ଥାଏ। ଆଉ ଏହି ନିଆଁ ଥରେ ଲାଗିଲେ ଅନେକ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଜଙ୍ଗଲ ର ଅନେକ ଭାଗ କୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥାଏ। ଆଉ ଏହି ନିଆଁ ରେ ଅନେକ ଗଛ ଲତା, ପଶୁପକ୍ଷୀ ଙ୍କ ଜୀବନ ମଧ୍ୟ ଚାଲିଯାଏ। ତେବେ କିଛି ଦିନ ତଳେ ଆମ ଓଡ଼ିଶା ର ଶିମିଳିପାଳ ଜଙ୍ଗଲ ରେ ଏହି ନିଆଁ ଲାଗିଥିଲା ଯାହାକି ଲିଭି ବାର ନାମ ନେଉ ନଥିଲା।
କିନ୍ତୁ କଥାରେ ଅଛି ଯେତେବେଳେ ଭଗବାନ ପ୍ରକୃତି କୁ ରକ୍ଷା କରିବା ପାଇଁ ଆଗେଇ ଆସିଥାନ୍ତି ସେତେବେଳେ ଯେତେବେଳେ ବଡ଼ ବିପଦ ଆସିଲେ ମଧ୍ୟ ତାହା ଟଳି ଯାଇଥାଏ। ଠିକ ସେହିପରି ବର୍ତ୍ତମାନ ଓଡ଼ିଶା ର ଅନେକ ଅଞ୍ଚଳ ରେ ଅତ୍ୟଧିକ ବର୍ଷା ହେବା ର ଦେଖିବା କୁ ମିଳିଛି।ତେବେ ଗତକାଲି ମୟୁରଭଞ୍ଜ ର ଶିମିଳିପାଳ ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଆଉ ଏହି ବର୍ଷା ଯୋଗୁଁ ଦୀର୍ଘଦିନ ଧରି ଶିମିଳିପାଳ ଜଙ୍ଗଲ ରେ ଲାଗିଥିବା ନିଆଁ ଲିଭି ଯାଇଛି ଆଉ ଏହାକୁ ନେଇ ସବୁଠାରୁ ଅଧିକ ଖୁସି ଅଛନ୍ତି ବନ ବିଭାଗ ର କର୍ମଚାରୀ ମାନେ ।
ତେବେ ବର୍ତ୍ତମାନ ବର୍ଷା ଯୋଗୁଁ ଶିମିଳିପାଳ ରେ ନିଆଁ ଲିଭିଲା ଆଉ ଏହାକୁ ନେଇ ଜଣେ ବନ କର୍ମଚାରୀ ଏକ ଭିଡ଼ିଓ ସେୟାର କରିଛନ୍ତି ଯାହାକି ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ସେ କହିଛନ୍ତି ଯେ, ଆଜି ବର୍ଷା ହୋଇଛି ଆଉ ଆମ ଶିମିଳିପାଳ ଜଙ୍ଗଲ ରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଲିଭି ଯାଇଛି। ଭଗବାନ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ଶିମିଳିପାଳ ର ନିଆଁ ଲିଭିଗଲା ଆମକୁ ବହୁତ ଖୁସି ଲାଗୁଛି। ଏବେ ଆମ କୁ ଛୁଟି ମିଳିବ ଆମେ ଘର କୁ ଯିବୁ ଆଉ ପରିବାର ସହ ଟିକେ ସମୟ ବିତାଇବୁ।ଧନ୍ୟବାଦ ଭଗବାନ , ବର୍ଷା ଯୋଗୁଁ ଶିମିଳିପାଳ ର ନିଆଁ ଲିଭେଇ ଦେଇଥିବା ରୁ।ତେବେ ତାଙ୍କର ଭିଡ଼ିଓ ଟି କୁ ଆପଣ ମାନେ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।