ଟାଓ୍ବେଲ ପିନ୍ଧା ଅବସ୍ଥାରେ ସ୍ବାମୀର Girlfriendକୁ ଧରିଲା ସ୍ତ୍ରୀ ..ସ୍ବାମୀ କରୁଥିଲା ରୋମାନ୍ସ ହଠାତ ଆସି ପହଁଚିଲେ ସ୍ତ୍ରୀ
ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ଏକ ପବିତ୍ର ସମ୍ପର୍କ ହୋଇଥାଏ। ଆମ ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଏକ ପବିତ୍ର ଓ ସ୍ୱତନ୍ତ୍ର ସମ୍ପର୍କ ବିଷୟ ରେ ଯାହାକି ଅନ୍ୟ ସବୁ ସମ୍ପର୍କ ଠାରୁ ବହୁତ ବଡ଼ ହୋଇଥାଏ।
ଏହା ବିଶ୍ୱାସ ,ଭଲ ପାଇବା ଏବଂ ବୁଝାମଣା ର ସଂସାର ହୋଇଥାଏ ଆଉ ଉଭୟ ଉଭୟ ଙ୍କ ପାଇଁ ନିଷ୍ଠା ଭାବ ରଖିଥାନ୍ତି। କିନ୍ତୁ ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଆଡ଼ଭାନ୍ସ ଦୁନିଆଁ ରେ ସବୁ ଭୁଲି ଯାଉଛନ୍ତି ଏହାର ବିଶେଷତ୍ୱ। ସାମାନ୍ୟ କଥା କୁ ନେଇ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଙ୍କୁ ହତାଦର କରୁଛି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଘଟଣା ଟି କିଛି ଏହିପରି ରହିଛି କି , ଜଣେ ଯୁବକ ନିଜ ସ୍ତ୍ରୀ ଙ୍କୁ ଧକ୍କା ଦେଉଥିଲେ। ଆଉ ସ୍ତ୍ରୀ ଙ୍କୁ ଘରେ ଛାଡ଼ି ଦେଇ ବାହାରେ ଅନ୍ୟ ଜଣେ ଯୁବତୀ ଙ୍କୁ ନିଜ ପ୍ରେମିକା କରି ତାଙ୍କ ସହ ଭଡା ଘରେ ରହି ରାସଲୀଳା କରୁଥିଲେ।ତେବେ ଏହାର ସୂଚନା କେମିତି ବି ଯୁବକ ଙ୍କ ସ୍ତ୍ରୀ ପାଇଥିଲେ ଆଉ ସେ ହଠାତ ଉପରେ ଆସି ପହଁଚିଲେ ସେହି ସ୍ଥାନ ରେ ଆଉ ନିଜ ସ୍ୱାମୀ ଙ୍କୁ ତାଙ୍କ ର ଗାର୍ଲଫ୍ରେଣ୍ଡ ସହ ଦେଖିଲେ।
ଆଉ ତା ପରେ କଣ ହୋଇଥିବ ଘଟଣା ଆପଣ ମାନେ ଅନୁମାନ କରି ପାରୁଥିବେ। ତେବେ ଭାଇରାଲ ଭିଡ଼ିଓ ଟିରେ ଯାହା ଦେଖିବା କୁ ମିଳିଛି କି ଜଣେ ଯୁବକ ନିଜ ସ୍ତ୍ରୀ ଙ୍କୁ ଘରେ ରଖି ଅନ୍ୟ ଜଣେ ଯୁବତୀ ବା ତାଙ୍କର ପ୍ରେମିକା ସହ ଏକ ଭଡା ଘରେ ରୋମାନ୍ସ କରିଥିଲେ। ମାତ୍ର ସ୍ତ୍ରୀ ଜଣଙ୍କ ଏହା ବିଷୟ ରେ କେମିତି ବି ସୂଚନା ପାଇ ସେହି ସ୍ଥାନ ରେ ପହଁଚି ଥିଲେ। ଆଉ ସସେଠାରେ ସେ ନିଜ ସ୍ୱାମୀ ଙ୍କୁ ସେ ଝିଅ ସହ ଦେଖିବା ପାଇଁ ପାଇଥିଲେ। ଆଉ ତା ପରେ ଆରମ୍ଭ ହୋଇଥିଲା ହାଇ ଡ୍ରାମା। ତେବେ ପ୍ରେମିକ ର ସ୍ତ୍ରୀ କୁ ଦେଖି ଯୁବତୀ ଜଣଙ୍କ କଣ କରିବେ ଜାଣି ପାରୁ ନଥିଲେ।
ଆଉ ସେ ସେହିଭଳି ଟାୱେଲ ପିନ୍ଧି ପାଚେରୀ ଡେଇଁ ସେଠାରୁ ଖସି ଯିବା କୁ ଚାଁହୁ ଥିଲେ। ମାତ୍ର ସ୍ତ୍ରୀ ଜଣଙ୍କ ଯୁବତୀ ଙ୍କୁ ପୁରା ନଜର ରେ ରଖି ଥିଲେ। ତେବେ ଏହି ସମୟ ରେ ସ୍ୱାମୀ ଜଣଙ୍କ ଆସି ସ୍ତ୍ରୀ କୁ ଅଟକାଇ ବାକୁ ଚେଷ୍ଟା କରିଥିଲେ, ଆଉ ତା ପରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଲାଗିଥିଲା ଝଗଡା ଓ ଠେଲା ପେଲା। ତେବେ ଏହି ସବୁ ର ମଜା ନେଉଥିଲେ ପୋଡ଼ଶୀ ଲୋକେ ଆଉ ଏହାର କେହି ଜଣେ ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।