Daily news update , Real odisha local news

Traditional Tharu Sakhiya Nach… ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

0 38,252

ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି।

ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।

ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ।

ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ବର୍ତ୍ତମାନ ଏହିପରି ଏକ ଗ୍ରୁପ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖି ସମସ୍ତେ ଖୁବ ଆକର୍ଷିତ ହୋଇଛନ୍ତି।ତେବେ ଡ୍ୟାନ୍ସ ଭିଡ଼ିଓ ଟି ହେଉଛି ଏକ ଗ୍ରାମ ର ଯେଉଁ ଠାରେ କିଛି ଆଦିବାସୀ ଯୁବତୀ ମାନେ ଏକାଠି ହୋଇ ଡ୍ୟାନ୍ସ କରୁଛନ୍ତି। ତେବେ ସେମାନେ ସମସ୍ତେ ତାଙ୍କର ସଂସ୍କୃତି ର ପୋଷାକ ପରିଧାନ କରିଛନ୍ତି ଏବଂ ଗୀତ ର ତାଳେ ତାଳେ ଡ୍ୟାନ୍ସ କରିଛନ୍ତି। ତେବେ ସମସ୍ତେ ଏକା ତାଳ ରେ ତାଳ ଦେଇ ବେଶ ସୁନ୍ଦର ଭାବ ରେ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖିଲେ ଆପଣ ଙ୍କ ର ମନ ନିଶ୍ଚିତ ଭାବରେ ଲାଖି ଯିବ।

ଏହା ମଧ୍ୟ ସତ୍ୟ ଅଟେ କି ସେମାନେ ତାଙ୍କର ଭାଷା ର ଗୀତ ରେ ଡ୍ୟାନ୍ସ କରୁଛନ୍ତି , ମାତ୍ର ଡ୍ୟାନ୍ସ ଟି ଏତେ ମନରମା ଓ ସୁନ୍ଦର ତଥା ଆକର୍ଷଣୀୟ ରହିଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।

ତେବେ ଏହି ଡ୍ୟାନ୍ସ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଏହାକୁ ଆପଣ ମାନେ ମଧ୍ୟ ଥରେ ନିଶ୍ଚିତ ଦେଖନ୍ତୁ।ତେବେ ବନ୍ଧୁଗଣ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ଓ ଇଣ୍ଟରନେଟ ଦ୍ବାରା ଲୋକମାନେ ନିଜ ନିଜର ପ୍ରତିଭା ଦେଖାଇବା ରେ ସମର୍ଥ ହେଉଛନ୍ତି। ସାଧାରଣ ଲୋକ ମାନେ ମଧ୍ୟ ଭିନ୍ନ ଭିନ ଭିଡିଓ ଦେଖି ଖୁସି ହେଉଥିବା କହିଛନ୍ତି। ତେବେ ଆପଣ ମଧ୍ୟ ଏହି ଛାତ୍ରୀ ଙ୍କର ଡ୍ୟାନ୍ସ ଭିଡିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.