Daily news update , Real odisha local news

ଟ୍ରେନ Stopage ରେ ଓହ୍ଲାଉଥିବା ସମୟରେ ଖସିଗଲା ମହିଳାଙ୍କ ପାଦ ତାପରେ ଯାହାହେଲା ଭୟଙ୍କର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରୀ ଉଠିବ “ଦୁର୍ବଳ ବ୍ୟକ୍ତି ଓ ଛୋଟପିଲା” ଦେଖନ୍ତୁ ନାହିଁ

0 3,061

ବନ୍ଧୁମାନେ ବର୍ତ୍ତମାନ ଦୁର୍ଘଟଣା ଘଟିବା ଅତି ସାଧାରଣ ଘଟଣା ପାଲଟି ଗଲାଣି, ନୀତିଦିନ କୋଉଠି ନ କୋଉଠି ଏକସିଡେଣ୍ଟ ହେଉଛି ।ଆଉ ଏହି ଦୁର୍ଘଟଣା ରେ ଅନେକ ଜୀବନ ଚାଲି ଯାଉଛି, ତେବେ ଯେତେବେଳେ ଟ୍ରେନ୍ ରେ ଆକ୍ସିଡେଣ୍ଟ ହେଇଥାଏ ସେତେବେଳେ ମଣିଷ ବଂଚିବା କଥା ଭୁଲିଯାଏ ।

ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଏକ ଟ୍ରେନ ଦୁର୍ଘଟଣା ଭିଡ଼ିଓ ବହୁତ ମାତ୍ରାରେ ଭାଇରଲ ହେବାରେ ଲାଗିଛି ।ସ୍କୁଲ ପିଲାଟି ଟ୍ରେନ ଓ ପ୍ଲାଟଫର୍ମ ଭିତରେ ଫସି ଯାଇଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି ଆଉ ତାପରେ ପିଲା ସହିତ ଦେଖିଲେ ଆଖି ଝଲସି ଯାଉଛି ।

ଟ୍ରେନରେ ଯାତ୍ରା କଲାବେଳେ ଆମକୁ ଟିକିଏ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ଆଉ ଟିକିଏ ଭୁଲ ଆମ ଜୀବନ କୁ ନର୍କ କରି ଦେଇଥାଏ ।ତେବେ ଆଜିର ଏହି ଭିଡ଼ିଓରେ ବି ଟିକିଏ ଭୁଲ ପିଲାଟି ଆଜି ଜୀବନ ମୃତ୍ୟୁ ର ଦୋଛକିରେ ଫସି ଯାଇଛି ।ସ୍କୁଲ ଛାତ୍ରୀ ଜଣକ ଟ୍ରେନ ରୁ ଅଳହିଲା ବେଳେ ପାଦ ଖସି ଯିବାରୁ ପ୍ଲାଟଫାର୍ମ ଓ ଟ୍ରେନ ଭିତରେ ପଡି ଯାଇଥିଲା ପିଲାଟି ।ଆଉ ତାପରେ ଏହିପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଥିଲା,ତେବେ ଏମିତି ଦୁର୍ଘଟଣା ଘଟିଥିଲା ଆଉ ଏମିତି ଏକ ଦୁର୍ଘଟଣା ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ରେ ଦେଖିବାକୁ ମିଳିଛି ।

ତେବେ ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା କୁନ୍ତର ରାୟଗଡ଼ ଏକ୍ସପ୍ରେସ ରୁ ଜଣେ ସ୍କୁଲ ଛାତ୍ରୀ ଅଲାହିଲା ବେଳେ ପିଲା ପଡ଼ ଖସି ଯାଇଥିଲା ।ତାପରେ ପିଲାର ଅଧା ଶରୀର ଟ୍ରେନ ଓ ପ୍ଲାଟଫାର୍ମ ମଝିରେ ରହି ଯାଇଥିଲା ତେବେ ସଙ୍ଗେ ସଙ୍ଗେ ପ୍ଲାଟଫାର୍ମ କର୍ମଚାରୀ ମନେ ତୁରନ୍ତ ସେଠାରେ ପହଁଚି ପିଲାର ବେଗ କୁ ଆଗ ବାହାର କରିଥିଲେ ।ତେବେ ପିଲାଟି ଖୁବ ସାହସ ହରେଇ କାନ୍ଦୁଥିବାରୁ ଆଜି ପିଲାକୁ ସମସ୍ତେ ସାହଜ ଦେଇଥିଲେ ।ଆଉ ଏହାପରେ ଖୁବ ଚେଷ୍ଟା କରି ଦୀର୍ଘ ଦେଡ଼ ଘଂଟା ପରେ ପିଲାଟିକୁ ଉଦ୍ଧାର କରା ଯାଇଥିଲା ।

ତେବେ ପିଲାଟି ବେଶୀ ନହେଲେ କିଛି କ୍ଷତାକ୍ତ ହେଇଥିଲେ ତନୁ ତାକୁ ତୁରନ୍ତ ହସ୍ପିଟାଲ ପଠା ଯାଉଥିଲା ।ତେବେ ଏହି ଘଟଣା ଏବେ ସୋସିଆଲ ମେଡିଆରେ ପ୍ରବଳ ମାତ୍ରାରେ ଭାଇରଲ ହେବାରେ ଲାଗୁଚି ।ଆଉ ଭିଡି ଦେଖିବା ସହିତ ଲୋକେ କହିଛନ୍ତି କି’ ଯାହାକୁ ରଖିବେ କି କରିପାରିବ ବଳବନ୍ତ’ ।ଆଉ ଏହି କଥା ବି ଉଚିତ କାରଣ ଭଗବାନ ଯାହାର ଜୀବନ ଉଦ୍ଧାର ପାଇଁ ଆଗେଇ ଆସନ୍ତି ସେହି ବ୍ୟକ୍ତି ଯେତେ ବିପଦରେ ପଡ଼ିଥିଲେ ବି ମୃତ୍ୟୁ କୁ ମାତ୍ ଦେଇ ଦିଏ ।ତେବେ ଆମେ ଏତିକି ଖୀବୁ କି ଆପଣ ଯେତେବେଳେ ବି ଯାନବାହନ ରେ ଯାତ୍ରା କରୁଛନ୍ତି ସେତେବେଳେ ଜଲଦି ଜଲଦି ନହେଇ ସାବଧାନ ହେବ ଉଚିତ ନହେଲେ ଅକାରଣରେ ଜୀବନ ହରେଇ ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.