ଦେଖନ୍ତୁ ମୃତ୍ୟୁର LIVE ଭିଡ଼ିଓ : ମୃତ୍ୟୁ ପୂର୍ବର ଶେଷ କଥା, ଶ୍ୱଶୁର ଘରେ ନିର୍ଯ୍ୟାତନା ସହିନପାରି ମହିଳା ଜଣଙ୍କ କଲେ ଆତ୍ମହତ୍ୟା…video ଦେଖିଲେ କାନ୍ଦିପକାଇବେ…
ବନ୍ଧୁମାନେ ଆମ ସମାଜ ଦିନକୁ ଦିନ ଯେତେ ଶିକ୍ଷିତ ହେବାରେ ଲାଗୁଚି ସେହି ଅନୁସାରେ ମଣିଷ ଭିତରେ ଅମାନବୀୟ ଗୁଣ ବଡିବାରେ ଲାଗିଛି ।ବ୍ୟକ୍ତି ନିଜର ସୁଖ ଓ ସମୃଦ୍ଧି ପାଇଁ କିଛି କରି ଯାଉଛନ୍ତି ।ତେବେ ବର୍ତ୍ତମାନ ସମୟରେ ଆପଣ ନୀତିଦିନ ଦେଖୁଥିବେ କେତେ କଣ ଅପରାଧ ଘଟଣା ଗୁଡିକ ବଡି ଚାଲିଛି ।
କେତେବେଳେ କାହାର ହତ୍ୟା ହେଉଛି ତ କିଏ ପୁଣି ନିର୍ଯ୍ୟାତନା ର ଶିକାର ହେଇ ନିଜ ଜୀବନ ହାରୀ ଦେଉଛି ।ଆଉ ଏମିତି ଘଟଣା ଗୁଡିକ ଶୁଣିବା ପରେ ଲୋମ ଶୀତେଇ ଯାଉଛି,କିନ୍ତୁ ଦିନକୁ ଦିନ ଏସବୁ କମିବା ନାଆରେ ବଡିବାରେ ଲାଗୁଛି ।ତେବେ ଆଜି ବି ସେମିତି ଏକ ଘଟଣା ଘଟିଛି ଯାହାର ଭିଡ଼ିଓ ଦେଖିଲେ ଆଖିରେ ଲୁହ ଆସି ଯାଉଛି ।
ତେବେ କଥାରେ କୁହାଯାଏ ଝିଅ ଜନମ ପର ଘରକୁ, ଆଉ ଏହି କଥାର ମାନ ରଖି ପ୍ରତ୍ୟେକ ବାପାମାଆ ନିଜ ଝିଅ କୁ କେତେ ଦୁଃଖରେ ଅନ୍ୟ ହାତକୁ ଟେକି ଦେଇଥାନ୍ତି ।ଆଉ ବାପାମାଆ ଆଶା ରଖି ଥାଆନ୍ତି କି ତାଙ୍କ ଝିଅ ନିଜ ଜୀବନସାଥୀ ସହିତ ଖୁବ ଖୁସିରେ ସଂସାର କରିବ ।ହେଲେ ଆଜି ବାପାମାଆ ଙ୍କର ଏହି ଆଶା ଆଶାରେ ରହି ଯାଉଛି ସାମାନ୍ୟ କିଛି ଯୌତୁକ ପାଇଁ ଜୁଇରେ ଜଳି ଯାଉଛି କେତେ ନିରୀହ ଝିଅର ଜୀବନ ।ତେବେ ଆଜି ବି ଜବେ ଯୁବତୀ ଏହି ଯୌତୁକ ଜୁଇରେ ଜଳି ଯାଇଛନ୍ତି କିନ୍ତୁ ମରିବା ଆଗରୁ ସେ କହିଛନ୍ତି ତାଙ୍କ ଶାଶୁ ଘରେ କେତେ ନିର୍ଯ୍ୟାତନା ତାଙ୍କୁ ସହି ବାକୁ ପଡୁଥିଲା ।
ଘଟଣା ହେଉଛି ଝାଡ଼ଖଣ୍ଡ ର ଧନବାଦ ଅଞ୍ଚଳର ତେବେ ସେଠାକାର ଜଣେ ଯୁବତୀ ଯାହାଙ୍କର ବୟସ 21 ନାଆ କୋମଲ ପଟେଲ ।ତେବେ ସେ ତାଙ୍କର ଏକ ଭିଡ଼ିଓ କରିଛନ୍ତି ଯେଉଁଥିରେ ସେ କହୁଛନ୍ତି କି ଶାଶୁ ଘରେ ତାଙ୍କୁ ଯୌତୁକ ପାଇଁ ବହୁତ କଷ୍ଟ ସହିବାକୁ ପଡୁଛି ।ଶାଶୁ ତାଙ୍କୁ ଅନେକ ନିର୍ଯ୍ୟାତନା ଦେଉଥିବା ବେକେ ପରିବାର ଲୋକ ସମସ୍ତେ ନାନା କଥା ଶୁଣାନ୍ତି ।ତେବେ ବାହାଘର ବେଳେ ଯୌତୁକ ବାବଦକୁ 10 ଲକ୍ଷ ଟଙ୍କା ଦିଆ ଯାଇଥିଲା ହେକେ ତାପରେ ବି ତାଙ୍କୁ ଏତେ ନିର୍ଯ୍ୟାତନା ର ଶିକାର ହେବାକୁ ପଡୁଛି ।ତେଣୁ ଶେଷରେ ଭିଡ଼ିଓରେ ସବୁକିଛି କହିବା ସହିତ ବେଜରେ ଫାଶୀ ଦେଇ ଦେଉଛନ୍ତି ।
ତେବେ ଏହି ଘଟଣା ର ଭିଡ଼ିଓ ଭାଇରଲ ହେବା ପରେ କୋମଲ ଙ୍କର କଥା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।ଏମିତି ଅନେକ ଥର ଅନେକ ଝିଅ ଯୌତୁକ ପାଇଁ ଜୀବନ ହରେଇବାକୁ ବାଧ୍ୟ ହେଉଛନ୍ତି ।ଆଉ ଏହା ହେଉଛି ଆଜିର ସଭ୍ୟ ଓ ଶିକ୍ଷିତ ସମାଜର ପରିଣାମ, ମଣିଷ ଦିନକୁ ଦିନ ଅଧପତନ ଆଡ଼କୁ ଗତି କରୁଛି ।ଆଉ ଏମିତି ଘଟଣା ଘଟିବା ଯୋଗୁଁ ଦେଖିବେ ଦିନେ ମଣିଷ ପାଖରେ ମାନବିକତା ବୋଲି କିଛି ନଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।