Daily news update , Real odisha local news

ଟ୍ରାଏଲ ରୁମରେ Cctv Hidden କ୍ୟାମେରା, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Viral ଭିଡ଼ିଓ…

0 2,684

ବନ୍ଧୁମାନେ ଆମେ ସମସ୍ତେ ସପିଂ କରିବାକୁ ଖୁବ ପସନ୍ଦ କରୁ, ତେବେ ବିଶେଷ କରି ମହିଳା ମାନଙ୍କ ର ସପିଂରେ ଖୁବ ଦୁର୍ବଳତା ରହିଥାଏ ।ତେବେ ବର୍ତ୍ତମାନ ଇଣ୍ଟରନେଟ ଓ ସୋସିଆଲ ମେଡିଆ ଯୁଗରେ ନାରୀ ଟିଏ କୋଉଠି ବି ସୁରକ୍ଷିତ ନୁହେ ।ଆସି ବହୁତ ସମୟରେ କଣ ହୁଏ କି ସପିଂ କରିବାକୁ ଆମେ ଟ୍ରାଏଲ ରୁମରେ ଚେଞ୍ଜ କରୁ କିନ୍ତୁ ଆମେ ଜାଣି ନଥାଉ କି ସେହି ରୁମରେ କୋଉଠି ହିଡେନ ଅଛି କି ନାହିଁ ।

ଆଉ ବହୁତ ସମୟରେ ଆମ ଅଜାଣତରେ ଆପଣ ଙ୍କ ଭିଡ଼ିଓ ସେହି ହିଡେନ କ୍ୟାମେରା ରେକର୍ଡ ହେଇଯାଏ ।ତେବେ ଆପଣ କେମିତି ଚେକ କରିବେ କୋଉଠି ଲୁଚେଇ କିଛି କ୍ୟାମେରା ରହିଛି ବୋଲି !ତେବେ ଯେତେବେଳେ ଆପଣ କୋଉ ହଟେଲ ବା ଟ୍ରଏଲ ରୁମକୁ ଯିବା ପୂର୍ବରୁ ଏହି ସବୁ ଉପାୟ କରନ୍ତୁ ତାପରେ ଆପଣ ଜାଣିପାରିବେ କୋଉଠି ଲୁଚେଇ କ୍ୟାମେରା ଲାଗିଛି କି ନାହିଁ ।

-ତେବେ ଟ୍ରାଏଲ ରୁମ ବା ହଟେଲ ଯିବା ଆଗରୁ ଆପଣ ପ୍ରଥମେ ସେହି ରୁମର ଲାଇଟ ବନ୍ଦ କରି ଦିଅନ୍ତୁ ।ଆଉ ତାପରେ ଦେଖିବେ ଗୋଟିଏ ଛୋଟ ନାଲି ବା ସବୁଜ ରଙ୍ଗର ଯଦି ଲାଇଟ ଜଳୁଥିବ ତେବେ ଜାଣିବେ ସେଠାରେ ହିଡେନ କ୍ୟାମେରା ଲାଗିଛି ।
-ମୋବାଇଲ ନେଟୱାର୍କ ରୁ ଆପଣ ହିଡେନ କ୍ୟାମେରା ଚେକ କରିପାରିବେ ।ତେବେ ଟ୍ରାଏଲ ରୁମକୁ ଯିବା ପରେ ଆପଣ ଦେଖିବେ ଫୋନରେ ନେଟୱାର୍କ ଅଛି ନା ନାହିଁ, ଯଦି ନେଟୱାର୍କ ନଥିବ ବା ଠିକରେ ନେଟୱର୍କ କାମ କରୁ ନଥିବ ତେବେ ସେଠାରେ କ୍ୟାମେରା ଥାଏ ।-ଟ୍ରାଏଲ ରୁମର କ୍ୟାମେରା ଚେକ ପାଇଁ ଯଦି ଆପଣ ଫୋନରୁ ଫୋଟ କ୍ଲିକ କରନ୍ତୁ ।ତେବେ ଫୋଟ କ୍ଲିକ କରିବା ସମୟରେ କିଛି ଖରାପ ଶବ୍ଦ ଆସେ ତେବେ ଜାଣିବେ ସେଠାରେ ବି କ୍ୟାମେରା ଲାଗିଛି ।
-ଆଉ ଯଦି ଆଇନା ପଛରେ କ୍ୟାମେରା ଲାଗିଥାଏ ସେତେବେଳେ ସନ୍ଦେହ ହେଲେ ଆପଣ ଆଇନା ଉପରେ ଆଙ୍ଗୁଳି ରଖନ୍ତୁ ଯଦି ଆଙ୍ଗୁଳି ମଝିରେ ଗ୍ୟାପ ନରହୁଛି କିମ୍ୱା ଯୋଡି ହୋଇ ରହୁଛି ତାହେଲେ ଜାଣନ୍ତୁ ଆଇନା ପଛରେ କ୍ୟାମେରା ଲାଗିଛି ।

-ଏସବୁ ବ୍ୟତୀତ ଆପଣ ନିଜ ଫୋନରେ ବଡିଗାର୍ଡ ନାମକ ଏକ ଆପ କୁ ଡାଉନଲୋଡ କରନ୍ତୁ ।ଆଉ ଯେତେବେଳେ କୋଉଠି ହିଡେନ କ୍ୟାମେରା ଲାଗିଛି ଚେକ କରିବାକୁ ଚାହୁଁଛନ୍ତି ତେବେ ସେତେବେଳେ ସେହି ରୁମକୁ ଯାଇ ସେହି ଆପ କୁ ଅନ କରନ୍ତୁ ।ଦେଖିବେ ଯଦି ଲାଲ ଲାଇଟ ଜଳୁଛି ତାହେଲେ ଏହାର ଅର୍ଥ ରୁମରେ ହିଡେନ କ୍ୟାମେରା ଲାଗିଛି ।ତେବେ ଯେତେବେଳେ ବି ଆପଣ କୋଉଠି ବି ସନ୍ଦେହ କରୁଛନ୍ତି କି କିଛି କ୍ୟାମେରା କୁ ନେଇ ତେବେ ଏମିତି ଚେକ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.