Femily Tips – ଶୀଘ୍ର ପତନ ସମସ୍ୟାର ସମାଧାନ। କରନ୍ତୁ ୩ ଟିପ୍ସ ଗ୍ୟାରେଣ୍ଟି କାମ ଦେବ ( ଉଭୟ ପୁରୁଷ ଏବଂ ମହିଳା ପାଇଁ )
ଅନେକ ସମୟରେ ପୁରୁଷ ମାନଙ୍କ ପାଖରେ ବି ଯୋୖନ ସମ୍ବନ୍ଧୀୟ ସମସ୍ୟା ମନ ଦେଖିବାକୁ ମିଳିଥାଏ ।ତେବେ ଏସବୁ ବିଷୟରେ କେହି କଥାବାର୍ତ୍ତା ହେବାକୁ କୁଣ୍ଠା ଅନୁଭବ କରିଥାନ୍ତି ।ତେବେ ଅନେକ ସମୟ ରେ ପୁରୁଷ ମାନଙ୍କ ପାଖରେ ଶୀଘ୍ର ପତନ ଓ ସହବାସ ରେ ଅସୁବିଧା ଆସିଥାଏ ।
ଆଉ ଏହା କାହିଁକି ହୁଏ ଓ ଏହାର ଚିକିତ୍ସା କଣ ସେ ବିଷୟରେ ପୁରୁଷ ମାନେ ଜାଣିବାକୁ ଚାହୁଁଥିଲେ ବି ଡାକ୍ତର ଙ୍କ ପାଖକୁ ଲାଜ କରିଥାନ୍ତି ।ତେବେ ଅନେକ ସମୟରେ ପୁରୁଷ ମାନେ ରିଲେଶନ ପାଇଁ ଇଚ୍ଛା କରି ନଥାନ୍ତି, ଆଉ କିଛି ସମୟ ରିଲେଶନ ରଖିବା ଓରେ ଧାତୁ ନିର୍ଗତ ହେଇଥାଏ ।
ତେବେ ଯୌନ ସମସ୍ୟା ବା ଶୀଘ୍ର ପତନ ହେବାର କାରଣ ହେଉଛି କି ଯେତେବେଳେ କୌଣସି ପୁରୁଷ ଅଧିକ ଚିନ୍ତା ଓ ଷ୍ଟ୍ରେସ ନେଉଛନ୍ତି ଏହାର ପ୍ରଭାବ ପଡିଥାଏ ।ପୁରୁଷ ର ବୟସ ଅଧିକା ହେଇଯାଏ ଓ ଟେଷ୍ଟଷ୍ଟିରନ ହରମୋନ ଠିକ ପରିମାଣ ରେ କ୍ଷରଣ ହେଇ ନଥାଏ ସେତେବେଳେ ସେକ୍ସୁଆଲ ଡିଜାୟାର ଆସି ନଥାଏ ।ଏହା ବ୍ୟତୀତ ଯେଉଁ ପୁରୁଷ ଅଧିକ ସମୟ ଧରି ମେଡ଼ିସିନ ଖାଉଥିଲେ ଓ କୌଣସି କଣ୍ଟିନ୍ୟୁ ରୋଗ ଯେପରି ଡାଇବେଟିସ ଆଦିରେ ପୀଡିତ ଥିଲେ ଏହି ଯୌନ ସମସ୍ୟା ଦେଖାଯାଏ ପୁରୁଷ ଙ୍କ ପାଖରେ ।ତେବେ ଏସବୁର ସମାଧାନ କେମିତି କରିବେ ତାହା ଚିନ୍ତାର ବିଷୟ ଅଟେ ।
ତେବେ ଆପଣ ନିଜେ ଘରେ ଚେଷ୍ଟା କରି ବି ଏହି ସମସ୍ୟା ର ସମାଧାନ କରି ପାରିବେ ସେଥିପାଇଁ ଆପଣଂକୁ କିଛି ଘରୋଇ ଉପାୟ ମାନିବାକୁ ପଡିବ ।ତେବେ ଆପଣ ବୁଇତାଳୁ ମଞ୍ଜି ଯାହା ପୁରୁଷ ମନେ ତରକାରୀ ବା ଫ୍ରାଏ କରି ଖାଇପାରିବେ ।ଏହା ଖାଇବା ଦ୍ଵାରା ଆପଣଙ୍କ ଶରୀର ରେ ଥିବା ସେରଟାନିନ ହରମୋନ ବେଲେନ୍ସ ହେଇଥାଏ ।ମେଥିପାଣି, ଏହାକୁ ଆପଣ ପ୍ରତ୍ୟେକ ଦିନ ପିଇ ପାରିବେ , ଏଗ ବ୍ୟତୀତ ସପ୍ତାହ ରେ ଦୁଇ ଥର ମାଛ ନିହାତି ଖାଇବା ଉଚିତ । ଶୀଘ୍ର ପତନ ଥିବା ପୁରୁଷ ମାନଙ୍କୁ ଡ୍ରାଏ ଫୁଡ଼, ଆଲମଣ୍ଡ,ଅକ୍ଷରଟ ଖାଇବା ଉଚିତ ଓ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ କଦଳୀ, ସପୁରୀ ଆଦି ଫଳ ଗୁଡିକ ନିହାତି ଖାନ୍ତୁ ।
ତେବେ ମନେ ରଖିବେ କି ପୁରୁଷ ମାନେ ଦିନ ସାରା ବହୁତ ପରିଶ୍ରମ କରିଥାନ୍ତି ଯେଉଁଥି ପାଇଁ ତାଙ୍କ ମୁଣ୍ଡରେ ଷ୍ଟ୍ରେସ ରହିଥାଏ ।ତେଣୁ ରିଲେଶନ ରଖିବା ପୂର୍ବରୁ ପ୍ରଥମେ ଗାଧେଇ ନେବା ଦରକାର ଏମିତି କଲେ ରିଲେଶନ ରଖିବା ସମୟରେ କିଛି ଅସୁବିଧା ହୁଏ ନାହିଁ ।ତେବେ କେଶ୍ରୀକାନ୍ତ ଚମନପ୍ରାସ ଯାହା ବହୁତ ଭଲ ଅଟେ ଶୀଘ୍ର ପତନ ଭଲ କରିବାରେ ।ତେଣୁ ଜଣେ ପୁରୁଷ ଏହି ସବୁ ଉପାୟ କୁ ଆପଣେଇ ଲେ ଦେଖିବେ ଶୀଘ୍ର ପତନ ସମସ୍ୟା ନିଶ୍ଚିତ ଭଲ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।