ତୁ ଗୋଟେ ଟୋକାକୁ ଭଲ ପାଉଛୁ… ମୁଁ ଜାଣିଛି… ଏହି ଛୋଟ ପିଲାର କଥା ଶୁଣିଲେ ହସି ହସି ଗଡ଼ିଯିବେ… 196k ରୁ ଅଧିକ ଲୋକ ଦେଖି ସାରିଲେଣି…
ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପ୍ରାୟ ଛୋଟ ଛୁଆ ମାନେ ଆକ୍ଟିଭ ରୁହନ୍ତି। ତେବେ ଏ ଦୁନିଆଁ ରେ ସବୁଠାରୁ ସୁନ୍ଦର ଭାବରେ ଭଗବାନ ସବୁ ପ୍ରାଣୀ ଙ୍କୁ ନିଜ ନିଜ ଢଙ୍ଗରେ ସୃଷ୍ଟି କରିଛନ୍ତି ।କିନ୍ତୁ ଗୋଟିଏ ଛୋଟ ପିଲାର ର ଚେହେରା ହୋଇଥାଏ। ଛୋଟ ପିଲା ଟିକୁ ଏ ନିୟତି ଏତେ ସୁନ୍ଦର ଭାବରେ ଗଢ଼ିଛି ଯେ ଯାହାକୁ ଦେଖିଲେ ମଣିଷ ତା ଜୀଵନ ର ସବୁ ଦୁଃଖ କୁ ଭୁଲିଯାଇ ଥାଏ ଏବଂ ତାର ମୁହଁରେ ହସ ଆସିଯାଏ।
କେବଳ ତାଙ୍କର ଚେହେରା ନୁହେଁ ବରଂ ତାଙ୍କ ଛୋଟ ଛୋଟ କାର୍ଯ୍ୟ , ଦୁଷ୍ଟାମୀ ଓ ବଦମାଶୀ ବହୁତ ଆକର୍ଷଣିୟ ତଥା ମନରୋମା ହୋଇଥାଏ।ତାଙ୍କ ଓଠ ରେ କିଛି ବି କଥା ବହୁତ ଖୁସି ଦେଇଥାଏ ଆମକୁ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଜଣେ ଚତୁର୍ଥ ଶ୍ରେଣୀ ର ଛୋଟ ଝିଅ ର ଭିଡ଼ିଓ ଟି ଭାଇରାଲ ହେଉଛି ଯାହାର ଭିଡ଼ିଓ ଦେଖିବା ପରେ ଆପଣ ହସି ହସି ଗଡ଼ିବେ ଏବଂ ମୁଣ୍ଡ ରେ ହାତ ଦେବେ ମଧ୍ୟ।ତେବେ ଯାହା ଭାଇରାଲ ଭିଡ଼ିଓ ରେ ଦେଖା ଯାଇଛି ଯେ, କୁନି ପୁଅ ଟି ତାର ଟିଉସନ ଦିଦି ଙ୍କ ଉପରେ ରାଗି ଯାଇଛି ଆଉ ତାଙ୍କୁ ଏମିତି ଗାଳି କରୁଛି କି ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ। ତେବେ କୁନି ପୁଅ ଟି କହୁଛି କଣ ଭାବୁଛି କୁ ମୋତେ ମୋତେ ଚିହ୍ନିଛି ନା।
କଣ ଭାବୁଛୁ ମୁଁ କିଛି ଜାଣିନି ଭାବୁଛ କି , ତୋର କୋଉ ଟୋକା ସହ ତାର ଚକର ଚାଲୁଛି ସବୁ ମୁଁ ଜାଣେ। ତେବେ କୁନି ପୁଅ ଟି ର ଏତେ ରାଗ କୋଉଠୁ ଆସିଲା ଆଉ ଦିଦି ଙ୍କ ବିରୋଧ ରେ ଏତେ କଥା ସେ କୋଉଠୁ ଶିଖିଲା ତାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।ତେବେ ଏହା ପରେ କିନ୍ତୁ ଟିଉସନ ଦିଦି ତା କାନ କୁ ମୋଡ଼ି ଦି ଚାପୁଡ଼ା ଲଗେଇଛନ୍ତି ଏବଂ ପରେ ଖୁବ ହସିଛନ୍ତି ମଧ୍ୟ ।ତେବେ ଏହି ଭିଡ଼ିଓ ଟି ଦେଖି ଲୋକେ ମଧ୍ୟ ହସି ହସି ବାଇଆ ହୋଇଯିବେ।
ତେବେ ଏହି କୁନି ଝିଅ ଟିର ଭିଡ଼ିଓ ଟି କୁ କେହି ଜଣେ ବ୍ୟକ୍ତି ତାଙ୍କର ଭିଡ଼ିଓ ବନାଇ ଥିଲେ ଏବଂ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକ ମାନେ ଏହାକୁ ଦେଖିବା ପରେ ହସି ହସି ବେଦମ ହୋଇଯାଇ ଛନ୍ତି। ତେବେ ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି ଏବଂ ମୋବାଇଲ ରୁ ମୋବାଇଲ କୁ ଘୁରୁ ବୁଲୁଛି। ତେବେ ଆପଣ ମଧ୍ୟ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଭାବରେ ଦେଖନ୍ତୁ ଆପଣ ମଧ୍ୟ ହସି ହସି ବେହୋସ ହୋଇଯିବେ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।