Daily news update , Real odisha local news

ବିବାହ ବନ୍ଧନରେ ବାନ୍ଧି ହେବେ ବୁଦ୍ଧାଦିତ୍ୟ ! :ବୁଦ୍ଧାଦିତ୍ୟ ମହାନ୍ତି II

0 16,421

ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ମଧ୍ୟ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣ ଙ୍କୁ ଏହିପରି ଏକ ଯୋଡି ଙ୍କ ବିଷୟ ରେ ଜଣେଇବା କୁ ଯାଉଛୁ ଯେଉଁ ମାନେ କି ଖୁବ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି। ତେବେ ସେହି ଯୋଡ଼ି ହେଉଛନ୍ତି ବୁଦ୍ଧଆଦିତ୍ୟ ଏବଂ ସୂର୍ୟୀମୟୀ ଯାହା ବିଷୟ ରେ ବୁଦ୍ଧଆଦିତ୍ୟ ନିଜେ ମିଡ଼ିଆ ରେ କହିଛନ୍ତି। ଯାହାକୁ ନେଇ ଚାରିଆଡେ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି ମଧ୍ୟ। ତେବେ ବର୍ତ୍ତମାନ ଏହା ମଧ୍ୟ ସୂଚନା ରହିଛି କି, ଉଭୟ ଙ୍କ ର ଏକ ନୂଆ ସିନେମା ଆସିବାକୁ ଯାଉଛି ଯାହାକି ସମ୍ପୂର୍ଣ୍ଣ ଏକ ଭିନ୍ନ ଏବଂ ନିଜସ୍ୱ କାହାଣୀ ରହିଛି।

ତେବେ ସେହି ସିନେମା ର ନାମ ହେଉଛି , “ଡେଲିଭରି ବୟ” ,ତେବେ ଆପଣ ସିନେମା ର ନାମ ଶୁଣି ନିଶ୍ଚିତ ଅନୁମାନ କରି ପାରୁଥିବେ କି ସିନେମା ଟି ବର୍ତ୍ତମାନ ର ଡେଲିଭରି ବୟ ଙ୍କ ଉପରେ ପର୍ଯ୍ୟବେସିତ ରହିଛି। ତେବେ କାହାଣୀ ଟି ରେ ବୁଦ୍ଧଆଦିତ୍ୟ ଏବଂ ସୂର୍ୟୀମୟୀ ଦୁହେଁ କୋର୍ଟ ରେ ଓକିଲ ରୂପ ରେ ନଜର ସେ ଆସିବେ ମାତ୍ର ତାଙ୍କର ଏକ ସୁନ୍ଦର ପ୍ରେମ କାହାଣୀ ମଧ୍ୟ ଥିବା ନେଇ କହିଛନ୍ତି। ଆଉ ସିନେମା କୁ ପ୍ରଦ୍ୟୁସ କରୁଛନ୍ତି ଅଶ୍ୱନି କୁମାର ଯାହାଙ୍କୁ ଆପଣ ମାନେ ଜାଣିଛନ୍ତି ନିଶ୍ଚିତ। ତେବେ ଏହି ସିନେମା ର ସୁଟିଂ ସମୟ ରେ ଏକା ସାଙ୍ଗରେ ବହୁତ ସମୟ ଧରି କଥା ହେଉଥିବା ର ଦେଖିବା କୁ ମିଳିଥିଲା।

ଯାହାକୁ ନେଇ ପ୍ରଶ୍ନ କରିଥିଲେ ମିଡ଼ିଆ ଭାଇ ମାନେ , ମାତ୍ର ବୁଦ୍ଧଆଦିତ୍ୟ କହିଛନ୍ତି କି ସେମାନେ ସିନ ବିଷୟ ରେ କଥା ହେଉଥିଲେ ବୋଲି। ଆଉ ତାଙ୍କୁ ଯେତେବେଳେ ଅନ୍ୟ ବଲିଉଡ ଷ୍ଟାର ଯୋଡ଼ି ଙ୍କ ସହ ଯୋଡି କରି କହିଥିଲେ ସେତେବେଳେ ସେ କହିଥିଲେ କି ବିବାହ ବୁଦ୍ଧଆଦିତ୍ୟ ଏବଂ ସୂର୍ୟୀମୟୀ ର ବୋଲି କୁହନ୍ତୁ। ମାତ୍ର ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହା ତାଙ୍କ ର ସିନେମା ର କାହାଣୀ ରହିଛି, ପ୍ରକୃତ ରେ ସେମାନେ ବିବାହ କରୁ ନାହାନ୍ତି। ତେବେ ଏହି ସିନେମା ଡେଲିଭରି ବୟ ଟି ଏପ୍ରିଲ ୭ ରେ ରିଲିଜ ହେବା କୁ ଯାଉଛି ଆପଣ ମାନେ ନିଶ୍ଚିତ ଦେଖିବା କୁ ଆସନ୍ତୁ।ଏବଂ ଏହି ସିନେମା ଟି ଡେଲିଭରି ବୟ ମାନଙ୍କ ପାଇଁ ୫୦ ପ୍ରତିଶତ ଛାଡ଼ ରେ ଟିକେଟ ଦିଆଯିବ ବୋଲି ମଧ୍ୟ ସୂଚନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.