ମିଡ଼ିଆ ଆଗରେ ନିଜ ଲାଇଫର ସିକ୍ରେଟ ବିଷୟରେ କହୁ କହୁ ଖୋଲି କହିଦେଲେ.. ollywood ଅଭିନେତ୍ରୀ ଉଷାସୀ ମିଶ୍ର ( Usasi Mishr ) -ଦେଖନ୍ତୁ VIDEO …
“ମୁଁ ଅବିବାହିତ ନୁହେଁ, ମୁଁ ମୋର ୩୨ ବର୍ଷ ବୟସ ରେ ପ୍ରେମ ବିବାହ କରିଥିଲି ମାତ୍ର ମୋ ବାହାଘର ଟା ଅଧିକ ଦିନ କିଳ୍କ କଲା ନାହିଁ ।ବାହାଘର ର ୪ ବର୍ଷ ପରେ ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଜଣା ପଡିଗଲା କି ଆମେ ସାଙ୍ଗରେ ରହିବା ଠାରୁ ଅଲଗା ରହିବା ଭଲ ବୋଲି। ତେଣୁ ଆମେ ଅଲଗା ହୋଇଗଲୁ କିନ୍ତୁ ମୁଁ ବିବାହିତ”।
ବନ୍ଧୁଗଣ ଏହା ସୋସିଆଲ ମିଡ଼ିଆ ରେ କହିଛନ୍ତି ଏଭର ଗ୍ରୀନ ଅଭିନେତ୍ରୀ ଉସଷୀ ମିଶ୍ର। ତେବେ ପ୍ରଥମ ଥର ପାଇଁ ସେ ତାଙ୍କର ବୈବାହିକ ଜୀବନ କୁ ନେଇ ମୁଁହ ଖୋଲିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ର କିଛି ଅଜଣା କଥା ବିଷୟରେ।
ବନ୍ଧୁଗଣ ଆମେ ଆମର ପ୍ରିୟ ଅଭିନେତା ଓ ଅଭିନେତ୍ରୀ, ଗାୟକ ଗାୟିକା ତଥା କଳାକାର ମାନଙ୍କ ସହ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ହୋଇ ରହିଥାଉ। ତାଙ୍କର ପ୍ରତ୍ୟେକ ଫିଲ୍ମ, ପାରିବାରିକ ଘଟଣା ଏମିତି କି ତାଙ୍କ ଜୀବନ ର ସମସ୍ତ ଘଟଣା ସହ ଆମେ ଜଡିତ ଅଟୁ।ତେବେ ଯେତେବେଳେ ବି ସେମାନେ ସୋସିଆଲ ମିଡ଼ିଆ ରେ ଲାଇଭ ଆସନ୍ତି କିମ୍ବା କୌଣସି ଭିଡିଓ ଆପଲୋଡ଼ କରିଥାନ୍ତି ସେତେବେଳେ ଆମେ ତାହା ଦେଖୁ ଆଉ ଖୁସି ହେଉ। ଆମକୁ ଭଲ ମଧ୍ୟ ଲାଗେ ତାଙ୍କର ଅଭିନୟ ଦେଖି ମନରଞ୍ଜନ କରିବା ସହ ତାଙ୍କ ବିଷୟରେ ସୁଖ ଦୁଖଃ ଜାଣିବା କୁ।
ଖାଲି ଏତିକି ନୁହେଁ ବରଂ ଏହି କଳାକାର ତଥା ସେଲିବ୍ରେଟି ମାନେ ନିଜର ପ୍ରେମ ସମ୍ପର୍କ ଏବଂ ବୈବାହିକ ସମ୍ପର୍କ ତଥା ପରିବାର କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ବର୍ତ୍ତମାନ ଅଭିନେତ୍ରୀ ଉସଷୀ ମିଶ୍ର ତାଙ୍କର ବୈବାହିକ ସମ୍ପର୍କ ବିଷୟ ରେ କହିଛନ୍ତି ଆଉ କହିଛନ୍ତି କି ସେ ୩୨ ବର୍ଷ ବୟସ ରେ ପ୍ରେମ ବିବାହ କରିଥିଲେ ମାତ୍ର ପରେ ସମସ୍ୟା ହେବାରୁ ଦୁହେଁ ଅଲଗା ହୋଇଯାଇ ଥିଲେ। ତେବେ ସେ କହିଛନ୍ତି କି ମୋତେ ସମସ୍ତେ କହନ୍ତି କି ମୋ ପାଖରେ ଝିଅ ଗୁଣ ନାହିଁ ବୋଲି। ମାତ୍ର ଏହା ଭୁଲ କଥା ମୁଁ ବି ଗୋଟିଏ ଝିଅ ପରି ରୋଷେଇ ଜାଣିଚି , ପରିବାର ର ଦାୟତ୍ୱ ମଧ୍ୟ ଜାଣିଛି।
ତେବେ ଏହା ପରେ ସେ କହିଛନ୍ତି କି, ଯାତ୍ରା ରେ ମୋ ଜୀବନ ରେ ଥରେ ଅଭିନୟ ପାଇଁ ଯାଇଥିଲି ଆଉ ସେଠାରେ ମୋତେ ଯେଉଁଭଳି ଭାବରେ ଅସଦାଚରଣ କରାଯାଇଥିଲା ତା ପର ଠାରୁ ମୁଁ କେବେ ବି ଯାତ୍ରା ରେ ପାଦ ଦେଇନି କି ଦେବୀ ନାହିଁ ଆଉ ଯାତ୍ରା ଜଗତ ରେ ମୁଁ କାହାକୁ ସଂମାନ ଦିଏ ନାହିଁ। ତେବେ ଏହା ଛଡା ସେ ତାଙ୍କର ବର୍ତ୍ତମାନ ର ସିଙ୍ଗଲ ଲାଇଫ ରେ ମସ୍ତ ଅଛନ୍ତି ବୋଲି କହିଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।