Daily news update , Real odisha local news

୫ ମିନିଟ୍ ପୂର୍ବରୁ ଷ୍ଟେସନ ଛାଡିଥିଲା ଟ୍ରେନ, ୩୦ ମିନିଟରେ ପହଁଚିଥାନ୍ତା,ରାତି 3.27ମିନିଟ୍ ସମସ୍ତ ଯାତ୍ରୀ ଶୋଇଥିଲେ ହେଲେ ଅଧା ରାସ୍ତାରେ ଲାଇନ ରୁ ଖସିପିଡ଼ିଲା ବଗି….ଆଉ ତାପରେ

0 1,480

ଭୟଙ୍କର ଟ୍ରେନ ଦୁର୍ଘଟଣା ଦେଖିଲେ ଆଖି ନଜର ଅଟେଇ ପାରିବେ ନାହିଁ, ଆଖି ପିଛୁଳାକେ ଘଟୁଥିବା ଏହି ଟ୍ରେନ ଦୁର୍ଘଟଣା ର ଭିଡ଼ିଓ ଏବେ ସବୁଠି ଭାଇରଲ ହେବାରେ ଲାଗିଛି ।ତେବେ ବନ୍ଧୁମାନେ ଆପଣ ମାନେ ଅନେକ ସମୟରେ ସୋସିଆଲ ମେଡିଆରେ ଅନେକ ଦୁର୍ଘଟଣା ର ଭିଡ଼ିଓ ଦେଖିବାକୁ ପାଉଛନ୍ତି ।

ହେଲେ ଆଜିକାଲି ଆପଣ ଦେଖୁଥିବେ କେତେ ଅଧିକ ଓ ଭୟଙ୍କର ଟ୍ରେନ ଦୁର୍ଘଟଣା ଗୁଡିକ ଘଟୁଛି ।ଅକ ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ର ଚିତ୍ର ଏବେ ଖୁବ ଜୋର ରେ ଭାଇରଲ ହେବାରେ ଲାଗିଥିବା ବେଳେ ଘଟଣା ଟି କୋଉଠି ଆଉ କେମିତି ଘଟିଛି ଆସନ୍ତୁ ସେ ବିଷୟରେ ଜାଣିବା ।

ତେବେ ଦିନକୁ ଦିନ ମଣିଷ ର ଜୀବନ ଅନେକ ଆତଘାତ ହେଇ ଯିବାରେ ଲାଗୁଛି, ଅନେକ ସମୟରେ ଯାନବାହନ ଗୁଡ଼ିକ ର ଏମିତି ଦୁର୍ଘଟଣା ଘଟୁଛି କି ହଠାତ ଅନେକ ଜୀବନ ଚହଲି ଯାଉଛି ।ତେବେ ଟ୍ରେନ ଦୁର୍ଘଟଣା କଥା କହିବାକୁ ଗଲେ ଏଥିରେ ଟିକିଏ ଲାଇନ ବିଚ୍ୟୁତ ହେଲେ ଭୟଙ୍କର ଆକ୍ସିଡେଣ୍ଟ ଘଟିଯାଏ ।ଆଉ ବର୍ତ୍ତମାନ ଗ୍ରୀସ ସହର ରେ ଘଟିଥିବା ଏକ ଭୟାବହ ଟ୍ରେନ ଦୁର୍ଘଟଣା ଯାହା ଦର୍ଶକ ଙ୍କ ମନ କୁ ଆନ୍ଦୋଳିତ କରିଦେଇଛି ।ଦୁଇଟି ଟି ଟ୍ରେନ ମଝିରେ ଘଟିଥିବା ଏହି ଦୁର୍ଘଟଣା ରେ 26 ଜଣ ଙ୍କର ମୃତ୍ୟୁ ହେଇଥିବା ବେକେ 85 ରୁ ଅଧିକ ଲୋକଁ ଆହତ ହେଉଛନ୍ତି ।

ସୂଚନା ଅନୁଯାୟୀ ଗ୍ରୀସ ର ଲାରିସା ସହର ନିକଟରେ ଗୋଟିଏ ମାଲବାହୀ ଟ୍ରେନ ଓ ପେସେଂଜର ଟ୍ରେନ ମଝିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ତେବେ ଯାତ୍ରୀ ଟ୍ରେନ ଟି ଗ୍ରୀସ ର ଏଥଏନ୍ସ ରେ ଥିବା ଉତ୍ତର ଖିସାଲୋନିକ ସହର ଅଭିମୁଖେ ଯାତ୍ରା କରୁଥିଲା ।ଠିକ ସେହିପରି ମାଲବାହୀ ଟ୍ରେନ ଟି ଖିସାଲୋନିକ ସହର ରୁ ଏଥେଏନ୍ସ ଅଭିମୁଖେ ଯାତ୍ରା କରୁଥିଲା କିନ୍ତୁ କୌଣସି କାରଣ ରୁ ଦୁଇଟି ଟ୍ରେନ ଖୁବ ଜୋର ରେ ଦୁର୍ଘଟଣା ଶିକାର ହେଇଥିଲା ।ତେବେ କୁହା ଯାଉଛି କି ଏହି ଦୁର୍ଘଟଣା ଏତେ ଜୋର ରେ ହେଇଛି କୁ ଯାହାର ଶବ୍ଦ ଖୁବ ଜୋର ରେ ଶୁଣା ଯାଇଛି ଏହା ବ୍ୟତୀତ ଟ୍ରେନ ଗୁଡ଼ିକ ଇଂଜିନ ପୁରା ନଷ୍ଟ ହେଇ ଯାଇଛି ।

ତେବେ ଜଣା ପଡ଼ିଛି କି ପେସେଂଜର ଟ୍ରେନ ରେ 350 ରୁ ଅଧିକ ଯାତ୍ରୀ ଯାଉଥିଲେ ଆଉ ଦୁର୍ଘଟଣା ପରେ 26 ଜଣଙ୍କ ମୃତ୍ୟୁ ଘଟିଛି ଓ 85 ଜଣ ଯାତ୍ରୀ ଖୁବ ଜୋରରେ ଆଘାତ ହେଉଛନ୍ତି ।ତେବେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଡ଼ିବାର ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ତେବେ ବର୍ତ୍ତମାନ ଏହି ଟ୍ରେନ ଦୁର୍ଘଟଣା ର ଭିଡ଼ିଓ ସୁବିଠି ଘୁରି ବୁଲୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.