ବନ୍ଧୁଗଣ ବର୍ତ୍ତମାନ ଯୁଗରେ ଟଙ୍କା ପଇସା ସମସ୍ତ ଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ରହିଥାଏ।ମାତ୍ର ଅନେକ ସମୟ ରେ ଏହିପରି ଅନେକ ଲୋକେ ଅଛନ୍ତି ଯେଉଁ ମାନେ ଯେତେ ଆୟ କଲେ ମଧ୍ୟ ତାଙ୍କ ପାଖରେ ଅଭାବ ଦେଖାଯାଏ। ତେବେ କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଉପାୟ ବିଷୟ ରେ ଜଣେଇବା କୁ ଯାଉଛୁ ଯାହା କରିବା ଦ୍ୱାରା ଆପଣ ଙ୍କ ଘରେ କେବେ ବି ଧନ ସମ୍ପତ୍ତି ତଥା ଟଙ୍କା ପଇସା ର ଅଭାବ ହେବ ନାହିଁ ଏବଂ ଆପଣ ଙ୍କୁ ଭଗବାନ ଶିବ, ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଶନିଦେଵ ଙ୍କ ର କୃପା ରହିବ।
ତେବେ ଆପଣ ମାନେ ଦୁଦୁରା ଫୁଲ ବିଷୟ ରେ ଜାଣିଥିବେ, ଆମ ରାଜ୍ୟ ରେ ପ୍ରାୟ ସମସ୍ତ ଙ୍କ ଘରେ ଏହି ଦୁଦୁରା ଫୁଲ ଗଛ ଦେଖିବାକୁ ମିଳେ। ତେବେ ତିନି ପ୍ରକାରର ତଥା ଧଳା, କଳା ଏବଂ ନୀଳ ରଙ୍ଗର ଦୁଦୁରା ଫୁଲ ଗଛ ଦେଖିବା କୁ ମିଳେ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଉପାୟ ବିଷୟ ରେ ଜଣେଇବା କୁ ଯାଉଛୁ ଯାହାକି ଆସୁଥିବା ପଣା ସଂକ୍ରାନ୍ତି ରେ ଆପଣ କରିବା ଦ୍ୱାରା ଆପଣ ଙ୍କ ଘରେ କେବେ ବି ଟଙ୍କା ପଇସା ର ଅଭାବ ହେବ ନାହିଁ ଏବଂ ମାତା ଲକ୍ଷ୍ମୀ ଙ୍କ ର କୃପା ସବୁବେଳେ ରହିବ।
୧.ପ୍ରଥମ ଉପାୟ ଟି ହେଉଛି କି , ଏହି ସଂକ୍ରାନ୍ତି ଠାରୁ ୪ ଟି ଶୁକ୍ରବାର ସନ୍ଧ୍ୟା ରେ ଆପଣ ଧଳା ଦୁଦୁରା ଫୁଲ କୁ ତୋଳି ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ ଏବଂ ଓଁ ଶ୍ରୀନଂ ମନ୍ତ୍ର କୁ ଜପ କରନ୍ତୁ ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରଶଂନ ହେବେ ଏବେ କେବେ ବି ଆପଣ ଙ୍କୁ ଧନ ସମ୍ପତ୍ତି ର ଅଭାବ ହେବ ନାହିଁ।
୨.ଦ୍ୱିତୀୟ ଉପାୟ ଟି ହେଉଛି, ସଂକ୍ରାନ୍ତି ଠାରୁ ୪ ଟି ସୋମବାର ରେ ଆପଣ ସକାଳେ ଗାଧେଇ ସାରି ଭକ୍ତି ମନରେ ନୀଳ ଦୁଦୁରା ଫୁଲ ନେଇ ବାବା ଶିବ ଙ୍କ ମନ୍ଦିର କୁ ଯାଆନ୍ତୁ ଏବଂ ମନ୍ଦିର ରେ ପୂଜା କରି ଶିବ ଙ୍କ ମନ୍ତ୍ର କୁ ଜୋପ କରନ୍ତୁ।ଏହି ଫୁଲ ପ୍ରଭୁ ଶିବ ଙ୍କ ର ଅତ୍ୟନ୍ତ ପ୍ରିୟ ଫୁଲ ଅଟେ ଏବଂ ଏହା ତାଙ୍କୁ ଅର୍ପଣ କରିବା ଦ୍ୱାରା ଆପଣ ଙ୍କ ମନ ଓ ଦେହ ସର୍ବଦା ସୁସ୍ଥ ରହିବ ଏବଂ ଆପଣ ଙ୍କ ଜୀବନ ର ସବୁ ସମସ୍ୟା ଦୂର ହୋଇଯିବ।
୩.ତୃତୀୟ ଉପାୟ ଟି ହେଉଛି, ଏହି ସଂକ୍ରାନ୍ତି ଠାରୁ ଚାର ଟି ଶନିବାର ରେ ଆପଣ ସନ୍ଧ୍ୟା ରେ ଶନି ମନ୍ଦିର କୁ ଯାଆନ୍ତୁ ଏବଂ ଶନିଦେବ ଙ୍କୁ କଳା ଦୁଦୁରା ଫୁଲ ଅର୍ପଣ କରନ୍ତୁ। ଏବଂ ଶନିଦେଵ ଙ୍କ ର ମନ୍ତ୍ର ଜପ କରନ୍ତୁ। ତେବେ ଏହା କରିବା ଦ୍ୱାରା ଆପଣ ଙ୍କ ର ସବୁ ଗ୍ରହ ଶାନ୍ତି ହେବେ ଏବଂ କେବେବି ଆପଣ ଙ୍କ ସମସ୍ୟା ଦେଖାଯିବ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।