Daily news update , Real odisha local news

“ଶାରୀରିକ ସମ୍ପର୍କ କରିବା ଖରାପ ନୁହେଁ କି ଲିଭ ଇନ ରହିବା ବି ଖରାପ ନୁହେଁ..ନିଜେ ନିଜକୁ ସଞ୍ଜତ ରଖନ୍ତୁ”: ଏଲିନା ସାମଲ

0 8,782

“ବର୍ତ୍ତମାନ ର ଏହି ମର୍ଡନ ଯୁଗ ରେ ଶାରୀରିକ ସମ୍ପର୍କକରିବା ଖରାପ ନୁହେଁ କିମ୍ବା ଲିଭ ଇନ ରଇଲେଶନ ରେ ରହିବା ବି ଖରାପ ନୁହେଁ , ମାତ୍ର ସର୍ବଦା ସଂଯତ ରହିବା ଆବଶ୍ୟକ ଆଉ ମାନସିକ ସ୍ତରରେ ଦୃଢ଼ ହେବା ଦରକାର।

ଯଦି ସେ ପିଲା ଟି ମାନସିକ ସ୍ତରରେ ଏହିପରି ନିଷ୍ଠୁର ହୋଇ ନଥାନ୍ତା ତେବେ ସେ କେବେ ବି ଜଣେ ମଣିଷ କୁ ହତ୍ୟା କରି ତାକୁ କାଟି ଫ୍ରିଜ ରେ ଭର୍ତ୍ତି କରି ରଖି ନଥାନ୍ତା”।ବନ୍ଧୁଗଣ ଏହା ହେଉଛି ଜଣେ ଯୁବତୀ ଏଲିନା ସାମଲ ଙ୍କ ର କଡା ମନ୍ତବ୍ୟ ଯିଏକି ନୂଆଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ କୁ କହିଛନ୍ତି। ତେବେ ତାଙ୍କର ଭାଇରାଲ ଏହି ସମ୍ପୂର୍ଣ୍ଣ ଭିଡ଼ିଓ ଟି ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ଆପଣ ମାନେ ନୂଆଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ ବିଷୟରେ ନିଶ୍ଚିତ ଜାଣିଥିବେ।ତେବେ ସୂଚନା ଅନୁସାରେ ନୂଆଦିଲ୍ଲୀ ର ମେହରୁଲ ଅଞ୍ଚଳ ରେ ଯେଉଁ ଠାରେ ଜଣେ ପ୍ରେମିକ ପାଲଟି ଯାଇଥିଲା ରାକ୍ଷସ ଆଉ ପ୍ରେମିକା ବିବାହ ପାଇଁ ବାଧ୍ୟ କରିବାରୁ ତାକୁ ହତ୍ୟା କରିଥିଲା। ଆଉ ହତ୍ୟା ପରେ ତାର ଶରୀର କୁ ଖଣ୍ତ ଖଣ୍ଡ କରୀ କାଟି ୩୫ ଖଣ୍ଡ କରି ଫ୍ରିଜ ରେ ଭର୍ତ୍ତି କରି ରଖିଥିଲା। ଏତିକି ରେ ଶେଷ ହୋଇ ନଥିଲା ବରଂ ସେହି ମାଂସ ଖଣ୍ଡ କୁ ଦିନ ଦିନ ଧରି ଏଣେ ତେଣେ ଫୋପାଡି ଦେଉଥିଲା ଯୁବକ ଜଣଙ୍କ। ତେବେ ଏହି ଘଟଣା କୁ ହୋଇ ଗଲାଣି ୫ ମାସ ମାତ୍ର ବର୍ତ୍ତମାନ ଏହି ଜଘନ୍ୟ ହତ୍ୟାକାଣ୍ଡ ର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ।

ତେବେ ଏହି ଘଟଣା କୁ କେନ୍ଦ୍ର କରି ଜଣେ ଯୁବତୀ ଏଲିନା ସାମଲ ନିଜର କଡା ମନ୍ତ୍ୟବ୍ୟ ରଖି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛନ୍ତି।ତେବେ ସେ କହିଛନ୍ତି କି ବର୍ତ୍ତମାନ ର ମର୍ଡନ ଯୁଗ ରେ ପିଲା ମାନଙ୍କ ର ଗୋଟିଏ ବଡ଼ ସମସ୍ୟା କି ସାଇକୋଲୋଜି ସ୍ତର ରେ ସେମାନେ ଦୁର୍ବଳ ହୋଇ ଯାଉଛନ୍ତି ଯାହା ଫଳରେ ରାଗି ଯାଇ ବିରକ୍ତ ହୋଇ ଏହିଭଳି ହତ୍ୟା କାଣ୍ଡ କରୁଛନ୍ତି। ଶ୍ରଦ୍ଧା ଓ ଆଫତାତ୍ ଦୁହେଁ ସାଙ୍ଗ ରେ ରହୁଥିଲେ ତାଙ୍କ ମଧ୍ୟରେ କିଛି ହୋଇଥିବ ଆଉ ନିଶ୍ଚିତ ଭାବରେ ଆଫତାତ୍ ରାଗି ଯାଇ ଏହିଭଳି ହତ୍ୟା କରିଥିବ। ମାତ୍ର ସେ ମାନସିକ ସ୍ତରରେ ରେ ଦୁର୍ବଳ ବୋଲି ଏହିପରି କଲା।

ନହେଲେ ଜଣେ ମାନସିକ ସୁସ୍ଥ ଓ ଦୃଢ଼ ବ୍ୟକ୍ତି କଣ ଏହିପରି ମଣିଷ କୁ କାଟି ପାରିବ କି। ବର୍ତ୍ତମାନ ର ଏହି ମର୍ଡନ ଯୁଗ ରେ ସେକ୍ସ କରିବା ଖରାପ ନୁହେଁ କିମ୍ବା ଲିଭ ଇନ ରଇଲେଶନ ରେ ରହିବା ବି ଖରାପ ନୁହେଁ , ମାତ୍ର ସର୍ବଦା ସଂଯତ ରହିବା ଆବଶ୍ୟକ ଆଉ ମାନସିକ ସ୍ତରରେ ଦୃଢ଼ ହେବା ଦରକାର। ଯଦି ସେ ପିଲା ଟି ମାନସିକ ସ୍ତରରେ ଏହିପରି ନିଷ୍ଠୁର ହୋଇ ନଥାନ୍ତା ତେବେ ସେ କେବେ ବି ଜଣେ ମଣିଷ କୁ ହତ୍ୟା କରି ତାକୁ କାଟି ଫ୍ରିଜ ରେ ଭର୍ତ୍ତି କରି ରଖି ନଥାନ୍ତା।ତେଣୁ ଆପଣ ମାନେ ମାନସିକ ସ୍ତର ରେ ଦୃଢ଼ ଓ ଶାନ୍ତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.