Daily news update , Real odisha local news

ଭାଇରାଲ ହେଉଛି ହନିଟ୍ରାପ ଗାର୍ଲ ଅର୍ଚ୍ଚନା ନାଗ ଙ୍କ ହଟ ଭିଡ଼ିଓ…..

0 476

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ।

ତେବେ ଅର୍ଚ୍ଚନା ନାଗ ଙ୍କ ର ସବୁ କଳା କାର୍ଣ୍ଣମା ର ପର୍ଦାଫାସ ହେବା ପରେ ଧୀରେ ଧୀରେ ତାଙ୍କ ସବୁ ସିକ୍ରେଟ ସାମ୍ନା କୁ ଆସିଥିଲା।

ତେବେ ପରେ ଅର୍ଚ୍ଚନା ନାଗ ଜେଲ ରେ କିଛି ଦିନ ରହିଥିଲେ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ କୋର୍ଟ ରେ ମଧ୍ୟ ସେ ସବୁ ସତ କଥା କହିଥିଲେ , କାହିଁକି ସେ ଏହିପରି କାର୍ଯ୍ୟ କରୁଥିଲେ କଣ ଥିଲା ଏହା ପଛର ରହସ୍ୟ ସବୁକିଛି। ଆଉ ବର୍ତ୍ତମାନ ସେ ଜେଲ ରେ ମଧ୍ୟ ଅଛନ୍ତି। ତେବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅର୍ଚ୍ଚନା ଙ୍କ ର ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।

ତେବେ ଏହି ଭାଇରାଲ ଭିଡ଼ିଓ ଟିରେ ଦେଖିବା କୁ ମିଳିଛି ଯେ , ଅର୍ଚ୍ଚନା ନାଗ ଏହିସବୁ ବ୍ଲାକମେଲ ର ଦୁନିଆଁ ରେ ପାଦ ଦେବା ପୂର୍ବରୁ ସୋସିଆଲ ମିଡ଼ିଆ ରେ ଟିକଟକ ଷ୍ଟାର ଥିଲେ ଆଉ ଧମାକାଦାର ଡ୍ୟାନ୍ସ ଓ କମେଡି ଭିଡ଼ିଓ କରି ଲୋକ ଙ୍କୁ ପାଗଳ କରୁଥିଲେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର କିଛି ରିଲ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି। ତେବେ ପ୍ରଥମ ଭିଡ଼ିଓ ରେ ଦେଖିବା କୁ ମିଳିଥିଲା କି ସେ ଓଡ଼ିଆ ଗୀତ “ଟିକ ଟିକ ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି ହାଏ ରେ” ଗୀତ ରେ ଡ୍ୟାନ୍ସ କରିଛନ୍ତି।

ଆଉ ଦ୍ଵିତୀୟ ଭିଡ଼ିଓ ରେ ଦେଖା ଯାଇଛି କି ସେ ଜଣେ ବୁଢ଼ା ଙ୍କ ସହ କମେଡି କରି ଡ୍ୟାନ୍ସ କରୁଛନ୍ତି। ତେବେ ଅର୍ଚ୍ଚନା ଙ୍କ ର ଏହି ଭିଡ଼ିଓ ଗୁଡିକ ଟିକେ ପୁରୁଣା ଅଟେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଲୋକ ମାନେ ମଧ୍ୟ ଅର୍ଚ୍ଚନା ଙ୍କ ର ଏହି ଭିଡ଼ିଓ କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ନିଜ କର୍ମ ଅନୁସାରେ ସେ ବର୍ତ୍ତମାନ ଜେଲ ର ରହିଛନ୍ତି। ତେବେ ଅର୍ଚ୍ଚନା ଙ୍କ ର ଏହି ଭାଇରାଲ ଭିଡ଼ିଓ ଗୁଡିକ ଆପଣ ମାନେ ମଧ୍ୟ ଥରେ ନିଶ୍ଚିତ ଦେଖନ୍ତୁ, ଆବାକ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.