Daily news update , Real odisha local news

ଭାଇରାଲ ଭିଡିଓ Viral ଭିଡ଼ିଓ – ଜ଼ମାଟୋ ( ZOMATO ) ବୟ ଙ୍କୁ ଘରକୁ ଡାକି ଯୁବତୀ କଲେ ଏମିତି….ଭିଡ଼ିଓ ନିଆଁ ଭଳି ହେଉଛି VIRAL ……ଦେଖନ୍ତୁ Viral ଭିଡ଼ିଓ ଟିକୁ…

0 2,456

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ଏବେର ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ ।

ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଆମେ ଆପଣ ଙ୍କୁ ଯେଉଁ ଭାଇରାଲ ପ୍ରେମ କାହାଣୀ ବିଷୟ ରେ ଜଣେଇବା କୁ ଯାଉଛୁ ତାହା ହେଉଛି ଜଣେ ହଷ୍ଟେଲ ଗାର୍ଲ ଏବଂ ଜଣେ ଖାଦ୍ୟ ଡେଲିଭରି ଜମାଟ ବୟ ମଧ୍ୟରେ। ତେବେ ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ର ପ୍ରେମ କଣ ଅଟେ ବୋଲି , ବର୍ତ୍ତମାନ ର ପ୍ରେମ କହିଲେ କେବଳ ସ୍ୱାର୍ଥ, କାମନା , ବାସନା , ଲୋଭ ଆଦି କୁ ବୁଝାଯାଏ। ଆଉ ବର୍ତ୍ତମାନ ର ସତ୍ୟ ପ୍ରେମ ଖୋଜିଲେ ଆପଣ ପାଇବେ ନାହିଁ। ତେବେ ଯୁବକ ଓ ଯୁବତୀ ମାନେ ମଧ୍ୟ ସେହିପରି ହେଉଛନ୍ତି ଯାହାର ଏକ ନମୁନା ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ।

ତେବେ ଏହି ଭାଇରାଲ ଭିଡ଼ିଓ ଟି ସିସିଟିଭି ରେ ରେକର୍ଡ ହୋଇଥିବା ଭିଡ଼ିଓ ଅଟେ ଯେଉଁ ଥିରେ ଦେଖା ଯାଇଛି ଯେ ଜଣେ ଜମାଟ ବୟ ଗୋଟିଏ ଲେଡିସ ହଷ୍ଟେଲ ଆଗରେ ଆସି ଛିଡା ହୋଇଛନ୍ତି।ଆଉ ସେ ମୋବାଇଲ ବାହାର କରି କାହାକୁ ଜଣ ଙ୍କୁ ଫୋନ ଲଗେଇଛନ୍ତି ।ତେବେ ଏହା ପରେ ଗାର୍ଲ ହଷ୍ଟେଲ ରୁ ଜଣେ ଝିଅ ବହାରିକି ଆସିଛନ୍ତି। ମାତ୍ର ଏଠାରେ ଯୁବତୀ ଜଣଙ୍କ ଆଡ଼ର୍ର ନେବା କୁ ଆସି ନାହାନ୍ତି କିମ୍ବା ଡେଲିଭରୀ ବୟ ଜଣଙ୍କ ଖାଦ୍ୟ ଡେଲିଭରି ପାଇଁ ଆସି ନାହାନ୍ତି। ଏଠାରେ ଉଭୟ ଙ୍କ ମଧ୍ୟରେ ପ୍ରେମ ର ଆଦାନ ପ୍ରଦାନ ପାଇଁ ଆସିଛନ୍ତି।

ତେବେ ଭିଡ଼ିଓ ରେ ଦେଖା ଯାଇଛି କି, ଯୁବତୀ ଜଣଙ୍କ ଜମାଟୋ ବୟ କୁ ରୁମ ଭିତର କୁ ନେଇ ଯାଇଛନ୍ତି। ଏବଂ କିଛି ସମୟ ପରେ ଜମାଟୋ ବୟ ବାହାର କୁ ଆସିଛନ୍ତି ଆଉ ତାଙ୍କ ପଛରେ ଯୁବତୀ ଜଣଙ୍କ ମଧ୍ୟ ଆସିଛନ୍ତି। ଆଉ ତାଙ୍କୁ କୁଣ୍ଢେଇ ଦେଉଛନ୍ତି ତା ପରେ ଜମାଟୋ ବୟ ଜଣଙ୍କ ସେଠାରୁ ପଳେଇ ଯାଇଛନ୍ତି। ତେବେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ରେ ଏହା ଦେଖିବା କୁ ମିଳିଛି ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ କୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.