Daily news update , Real odisha local news

ଭିଡିଓର climax ଆଶ୍ଚର୍ଯ୍ୟକର ଅଟେ :- ଦେଖନ୍ତୁ video ନିଜ ପ୍ରେମିକ ଉପରେ ବିଶ୍ବାସ କରି ଗଛରୁ ତଳକୁ ଡିଆଁ ମାରୁଥିଲେ ମହିଳା ତା’ପରେ

0 3,103

ବନ୍ଧୁମାନେ ବର୍ତ୍ତମାନ ପ୍ରେମ ଭଲପାଇବା କୁ ନେଇ ନୂଆ ନୂଆ ଓ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳୁଛି ।କିନ୍ତୁ ପ୍ରକୃତ ଭଲପାଇବା ଖୁବ କମ ଦେଖିବାକୁ ମିଳୁଛି, ବର୍ତ୍ତମାନ ର ଯୁବକ ଯୁବତୀ ମାନେ ଭଲପାଇବାର ଅର୍ଥ ବୁଝୁ ନାହାନ୍ତି ଖାଲି ନିଜ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଜଣକ ଜୀବନ ସହିତ ଖେଳୁଛନ୍ତି ।

ନିଜ ନିଜର ସ୍ୱାର୍ଥ ହାସଲ ହେଇଗଲା ପରେ ଜଣେ ଜଣଙ୍କୁ ଭୁଲି ଯାଉଛନ୍ତି ।ତେବେ ଯେମିତି କଥାରେ କୁହାଯାଏ କର୍ପୂର ଉଡି ଯାଇଛି ଖାଲି କପଡା ପିଡ଼ି ରହିଛି ଠିକ ସେହି ପ୍ରେମ ଭଲପାଇବାର ନାମ ରହିଛି କିନ୍ତୁ ତାହାର ପ୍ରକୃତ ଅର୍ଥ ହଜି ଯାଇଛି ।

ତେବେ ସେହି ଭିତରେ ବି ଆଜି ପରି ଅତ୍ୟାଧୁନିକ ଯୁଗରେ ଏମିତି ଏମିତି ପ୍ରେମ ଘଟଣା ବେଳେ ବେଳେ ସାମ୍ନାକୁ ଆସୁଛି ଯାହା ବାସ୍ତବ ପ୍ରେମର ପ୍ରକୃତ ଉଦାହରଣ ଅଟେ ।ହେଲେ ସେହି ଭଲପାଇବାର ବି ଅନେକ ପରୀକ୍ଷା ଦେବାକୁ ପଡିଥାଏ ।ତେବେ ବର୍ତ୍ତମାନ ସୋସିଆଲ ମେଡିଆରେ ଏମିତି ଏକ ଘଟଣା ବିଷୟରେ ଦେଖିବାକୁ ମିଳିଛି ଯାହା ଶୁଣିଲେ ହୋସ ଉଡିଯିବ ।କାରଣ ଏଠାରେ ଜଣେ ଯୁବତୀ ନିଜ ପ୍ରକୃତ ଭଲପାଇବାର ପ୍ରମାଣ ଦେବାକୁ ଯାଇ ଯାହା କରୁଛନ୍ତି ତାହା ଖୁବ ଅବିଶ୍ୱନିୟ ।


ତେବେ ଭିଡ଼ିଓ ରେ ଦେଖା ଯାଉଛି କି ଜଣେ ଯୁବକ ଓ ଯୁବତୀ ଏକ ଗଛ ତଳେ ବସିଛନ୍ତି ଆଉ କଥାବାର୍ତ୍ତା ହେଉଛନ୍ତି ।ତେବେ ସେହି କଥା ଭିତରେ ଯୁବକ ଜଣକ ନିଜ ପ୍ରେମିକା କୁ ପଚରୁଛନ୍ତି ତୁମେ ମୋ ଉପରେ କେତେ ଭରଷା ଓ ବିଶ୍ୱାସ କର ।ଆଉ ଯୁବତୀ ଉତ୍ତରରେ କହୁଛନ୍ତି ଏତେ କି କହି ପାରିବି ନାହିଁ ଆଉ ତୁମ ପାଇଁ ମୁଁ ସବୁକିଛି କରି ପାରିବି ।ଆଉ ଏହି ଉତ୍ତର ଶୁଣି ଯୁବକ କହୁଛନ୍ତି ତେବେ ଯେଉଁ ଗଛ ତଳେ ବସିଛୁ ସେହି ଗଛ ଉପରକୁ ଉଠି ଓଲଟା ପଟେ ଡେଇଁ ପଡ଼ ।


ଆଉ ଏହି କଥା ଶୁଣି ଯୁବତୀ ଟିକିଏ ବି ଅପେକ୍ଷା ନକରି ତୁରନ୍ତ ଯାଇ ଗଛରେ ଚଡି ଯାଇଛନ୍ତି ଆଉ ଓଲଟା ପଟେ ଛିଡା ହେଇ ଡେଇଁ ପଡୁଛନ୍ତି ।ହେଲେ ତଳେ ଯୁବକ ବି ପୁରା ସଜାଗ ରହିଥିଲେ ଆଉ ସେ ନିଜ ପ୍ରେମିକା କୁ ଧରି ନେଉଛନ୍ତି ।ତେବେ ଆଉ ଯୁବତୀ ଜଣକ କର କିଛି କ୍ଷତି ନହେଇ ସେ ସୁରକ୍ଷିତ ରହୁଛନ୍ତି ।ତେବେ ବନ୍ଧୁମାନେ ଦେଖୁଛନ୍ତି ଆଜିର ପ୍ରେମ ରେ କେମିତି କେମିତି ସବୁ ପରୀକ୍ଷା ଦେବାକୁ ପଡୁଛି ।ତେବେ ଥରେ ଭାବିଲେ ଯଦି ଏପରି କରିବାକୁ ଯାଇ ଯୁବତୀ ଜଣକ ର କିଛି କ୍ଷତି ହେଇ ଯାଇଥାନ୍ତା ତେବେ କଣ ହେଇଥାନ୍ତା ।ତେବେ ଭୁଲରେ କେବେ ଏମିତି ପାଗଲାମୀ କେହି ବି କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.