(Video) ପୁଣି ଆସିଲା ଦୁଃଖ ଖବର: ଓଡ଼ିଆ ଆଲବମ୍ Femous କମ୍ ବୟଷ୍କ ଅଭିନେତ୍ରୀ କରିଲେ ସୁଇସାଇଡ …ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…
ବନ୍ଧୁଗଣ ପୁଣି ବଲିଉଡ ଇନ୍ଦ୍ରଷ୍ଟ୍ରି କୁ ମାଡି ଆସିଛି ଏକ ଅଦିନିଆ ଝଡ଼ ଆଉ ପୁଣି ଥରେ ନିଜ ଜୀବନ ହାରାଛନ୍ତି ଜଣେ ଆଲବମ ଅଭିନେତ୍ରୀ ଙ୍କ ର ମୃତ୍ୟୁ ହୋଇଛି। ତେବେ ସେହି ଆଲବମ ଅଭିନେତ୍ରୀ ତଥା ଭଜପୁରୀ ଗାୟିକା ଜଣଙ୍କ ହେଉଛନ୍ତି ରୁଚିସ୍ମିତା ଗୁରୁ ଯିଏକି ନିଜର ଗୀତ ମାଧ୍ୟମ ରେ ଲୋକଙ୍କୁ ଖୁବ ଏଣ୍ଟଟେନମେଣ୍ଟ କରିଥାନ୍ତି ଆଉ ଘରେ ଘରେ ଲୋକ ପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଅଟନ୍ତି ।
ତେବେ ଆଜି ଏହି ଅଭିନେତ୍ରୀ ଙ୍କ ମୃତ୍ୟୁ ଦେହ ସନ୍ଦେହ ଜନକ ଭାବରେ ତାଙ୍କର ମାମୁଁ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ପୋଲିସ ଜବଦ କରିଛନ୍ତି।
ତେବେ ରୁଚିସ୍ମିତା ଙ୍କ ଘର ବଲାଙ୍ଗୀର ର ତୋଳପଡା ଅଞ୍ଚଳ ରେ ଅଟେ ଆଉ ସେ ଜଣେ ଭଜପୁରୀ ଗାୟିକା ଅଟନ୍ତି। ତେବେ ସେ ଅନେକ ଆଲବମ ମଧ୍ୟ କରିଛନ୍ତି ଏବଂ ଜଣେ ଆଲବମ ଅଭିନେତ୍ରୀ ଅଟନ୍ତି ମଧ୍ୟ। ତେବେ କିନ୍ତୁ ବର୍ତ୍ତମାନ ସନ୍ଦେହ ଜନକ କି ସେ ନିଜ ଘର ଛାଡ଼ି ମାମୁଁ ଘରେ କାହିଁକି ଆତ୍ମହତ୍ୟା କଲେ ବୋଲି। ତେବେ ପୋଲିସ ରୁଚିସ୍ମିତା ଙ୍କ ମୃତ୍ୟୁ ଦେହ କୁ ତାଙ୍କର ମାମୁଁ ଙ୍କ ଘରେ ଏକ ରୁମ ରେ ବେକ ରେ ଫାଶୀ ଲଗାଇ ଥିବା ତାଙ୍କର ମୃତ୍ୟୁ ଦେହ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଥିଲେ।
ତେବେ ବର୍ତ୍ତମାନ କିନ୍ତୁ ତାଙ୍କର ମୃତ୍ୟୁ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ,ଏହା ତାଙ୍କର ଆତ୍ମହତ୍ୟା ନା ତାଙ୍କୁ ଯୋଜନା କରି ହତ୍ୟା କରାଯାଇଛି। ଆଉ ଯଦି ଏହା ଆତ୍ମହତ୍ୟା ତେବେ ସେ ନିଜ ଘରେ ଆତ୍ମହତ୍ୟା ନକରି ମାମୁଁ ଙ୍କ ଘରେ କାହିଁକି ଆତ୍ମହତ୍ୟା କଲେ ଆଉ ତାଙ୍କ ଏହିପରି ଆକସ୍ମିକ ଆତ୍ମହତ୍ୟା କରିବା ପଛରେ କଣ କାରଣ ରହିଛି ବୋଲି। ତେବେ ବର୍ତ୍ତମାନ ବଲାଙ୍ଗୀର ପୋଲିସ ତାଙ୍କ ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇବା ସହ ତାଙ୍କର ମୃତ୍ୟୁ ପଛ ରେ କଣ କାରଣ ରହିଛି ତାହାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଘଟଣା ଟି ପୁଣି ଏକ ଛଟକା ଲାଗିଛି ବଲିଉଡ ସିନେ ଜଗତ କୁ।
ତେବେ ବର୍ତ୍ତମାନ କିଛି ଦିନ ହେବ ଆମ ଓଲିଉଡ ଇନ୍ଦ୍ରଷ୍ଟ୍ରି ରେ ଜଣ ଙ୍କ ପରେ ଜଣେ କଳାକାର ଙ୍କ ର ମୃତ୍ୟୁ ହୋଇ ଚାଲିଛି ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କଥା ଏହାକି ଯେ, ଅଧିକ ରୁ ଅଧିକ ୟଙ୍ଗ କଳାକାର ମାନେ ଆତ୍ମହତ୍ୟା କରୁଥିବାର ଦେଖିବା କୁ ମିଳୁଛି।ତେବେ କିନ୍ତୁ ଆଜି କାଲି ର ୟଙ୍ଗ ପିଲା ମାନ ଙ୍କୁ ଏହିସବୁ ନିଷ୍ପତ୍ତି ନେବା ଉଚିତ ନୁହେଁ କାରଣ ଜୀବନ ରେ ଅନେକ ସମସ୍ୟା ଆସିବ ଏବଂ ସବୁର ସମାଧାନ ମଧ୍ୟ ରହିଛି। ତେବେ କିନ୍ତୁ ଅଭିନେତ୍ରୀ ତଥା ଗାୟିକା ଙ୍କ ର ମୃତ୍ୟୁ ରେ ଭାଙ୍ଗି ପଡିଛି ପୁରା ସିନେମା ଇନ୍ଦ୍ରଷ୍ଟ୍ରି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।