ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯୁଗ ଚାଲିଛି ଆଉ ଲୋକମାନେ ଖାସ କରି ୟଙ୍ଗ ଯୁବକ ଯୁବତୀ ମାନେ ପ୍ରାୟ ଆକ୍ଟିଭ ରୁହନ୍ତି। ଆଉ ବର୍ତ୍ତମାନ ଟିକଟକ ର ନିଶା ସମସ୍ତ ଙ୍କୁ ଘାରିଛି, କିଛି ବି କାର୍ଯ୍ୟ ହେଉ ଆଗ ଗୋଟିଏ ଟିକଟକ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ର ନିଶା ତାଙ୍କ ମୁଣ୍ଡ ରେ ଚଢି ଥାଏ। ତେବେ ଆପଣ ଅନେକ ଥର ସୂଚନା ମଧ୍ୟ ପାଉଥିବେ କି ଟିକଟକ ବା ରିଲ କରିବାକୁ ଯାଇ କାହିଁ କେତେ ଦୁର୍ଘଟଣା ତଥା ସୋମଲୋଚନା ର ସ୍ୱୀକାର ହେଉଛନ୍ତି ଏମାନେ ମାତ୍ର ପରିବର୍ତ୍ତନ ର ନାମ ନାହିଁ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଯୁବତୀ ଙ୍କ ର ଭିଡ଼ିଓ ଟି ଭାଇରାଲ ହେବା ରେ ଲାଗିଛି ,ଯାହାକୁ ଦେଖିଲେ ପ୍ରଥମେ ଆପଣ କାନ୍ଦି ପକେଇବେ ମାତ୍ର ଯେତେବେଳେ ଯୁବତୀ ଙ୍କ ର ଶେଷ କଥା ଶୁଣିବେ ସେତେବେଳେ ଆପଣ ହସିବେ କିମ୍ବା ସେହି ଯୁବତୀ ଙ୍କ ଉପରେ ରାଗିବେ ଆପଣ ଜାଣି ପାରିବେ ନାହିଁ।
ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଯୁବତୀ ଜଣଙ୍କ ଅଧା ରାତ୍ରି ରେ ଲାଇଭ ଆସିଛନ୍ତି ଆଉ ଆସିବା ପରେ କାନ୍ଦିବା କୁ ଲାଗିଛନ୍ତି। ଆଉ କହୁଛନ୍ତି ପୁରା କାନ୍ଦି କାନ୍ଦି କି ଯେ ତାଙ୍କର ମା ଓ ଭଉଣୀ ତାଙ୍କୁ ବହୁତ ବାଡେଇ ଛନ୍ତି ବୋଲି।
ତେବେ ଯୁବତୀ ଜଣଙ୍କ ବହୁତ ଜୋର କାନ୍ଦିଛନ୍ତି ଆଉ କହିଛନ୍ତି କି ତାଙ୍କ ମା ଓ ଭଉଣୀ ବହୁତ ମାରିଛନ୍ତି। ତେବେ ସେ କହିଛନ୍ତି କି ତାଙ୍କୁ କେବଳ ଏହି କାରଣ ରୁ ଗାଳି ଦେଇଛନ୍ତି ଆଉ ମାଡ଼ ମାରିଛନ୍ତି ଯେ ସେ ମିଠା ଖାଇବେ ବୋଲି କହିଥିଲେ ।ଆଉ ସେ ତାଙ୍କ ଘର ମଧ୍ୟରୁ ଥିବା ଫ୍ରିଜ ରୁ ମିଠା କାଢି ଖାଇ ଦେଇଛନ୍ତି ବୋଲି ତାଙ୍କର ମା ଓ ଭଉଣୀ ଉଭୟ ତାଙ୍କୁ ବହୁତ ଗାଳି ଦେଇଛନ୍ତି ଆଉ ମାଡ଼ ମଧ୍ୟ ମାରିଛନ୍ତି। ତେଣୁ ସେ ରାତି ରେ ଲାଇଭ ଆସିଛନ୍ତି ଆଉ ତାଙ୍କର ଫେନ ମାନଙ୍କ ସହ ସେୟାର କରିବା ପାଇଁ ଆସିଛନ୍ତି ବୋଲି।
ତେବେ ଯୁବତୀ ଙ୍କ ର ଏହି କଥା ଶୁଣିବା ପରେ ତାଙ୍କର ଫେନ ମାନେ ତାଙ୍କୁ ବହୁତ ପ୍ରକାରର ସନ୍ତାନ ଦେଇଛନ୍ତି ଆଉ କେହି କେହି ତାଙ୍କୁ ମିଠା ଖାଇବା ପାଇଁ ନିମନ୍ତ୍ରଣ କରିଛନ୍ତି। ତେବେ ଯୁବତୀ ଜଣଙ୍କ କହିଛନ୍ତି କି , ଏହା ତାଙ୍କର ଏକ ଫ୍ରେଙ୍କ ଭିଡ଼ିଓ ଅଟେ , ସେ ତାଙ୍କର ଫେନ ମାନ ଙ୍କ ସହ ମଜାମସ୍ତି କରିବା ପାଇଁ ଏହି ଭିଡ଼ିଓ ଟି ଭାଇରାଲ କରିଥିଲେ। ତେବେ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟି ଆସିବା ପରେ ସମସ୍ତେ ଏହା କୁ ପସନ୍ଦ କରିବା ସହ ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ମଧ୍ୟ। ତେବେ ଆପଣ ମଧ୍ୟ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।c