Daily news update , Real odisha local news

Viral ଭିଡ଼ିଓ-ଫିଲ୍ମ ଷ୍ଟାଇଲରେ ଶିଶୁ କୁ ଉଠି କଚାଡ଼ି ଦେଲା ବଳଦ,ଆଉ ତା ପରେ ଯାହା ହେଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ Video

0 2,181

ବନ୍ଧୁଗଣ ବର୍ତ୍ତମାନ ର ଟେକ୍ନୋଲୋଜି ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି।

ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖି ଖୋଲା କୁ ଖୋଲା ରହିଯିବ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ସମସ୍ତ ଙ୍କୁ ଆବାକ କରେଇ ଦେଇଛି। କାରଣ ଏହି ଭାଇରାଲ ଭିଡ଼ିଓ ଟିରେ ଦେଖିବା କୁ ମିଳିଛି କି ଗୋଟିଏ ଛୋଟ ପିଲା କୁ ଗୋଟିଏ ବୃହତ ଶରୀର ଧାରୀ ବଳଦ ରେ ସିନେମା ଷ୍ଟାଇଲ ରେ ଉପରକୁ ଉଠାଇ ତାକୁ ତଳକୁ ପକେଇ ଦେଇଛି। ଯାହାର ଭିଡ଼ିଓ ଟି ବର୍ତ୍ତମାନ ଖୁବ ଜୋର ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ତେବେ ସୂଚନା ଅନୁସାରେ, ଏହି ଭିଡ଼ିଓ ଟି ହେଉଛି ବାଂଲାଦେଶ ର ଏକ ବଳଦ ଫାର୍ମ ହାଉସ ରେ , ଯେଉଁ ଠାରେ ଦେଖା ଯାଇଛି କି ଗୋଟିଏ ବଡ଼ ବଳଦ ଯାହାକୁ ଦେଖିଲେ କେହି ବି ଡରି ଯିବେ ତାକୁ ଗୁହାଳ ମଧ୍ୟରେ ବନ୍ଧା ହୋଇଛି। ଆଉ ସେହି ବଳଦ ର ପଘା ଫିଟେଇ ତାକୁ ବାହାର କୁ ଆଣିବା ପାଇଁ ମଧ୍ୟ କେହି ଯାଉ ନାହାଁନ୍ତି। ଆଉ ଏହି ସମୟ ରେ ଗୋଟିଏ ଛୋଟ ବାଳକ ଟିଏ ଆସୁଛି ଆଉ ସେ ତାର ପଘା କୁ ଫିଟେଇ ଦେଇ ତାହାକୁ ଅନ୍ୟ ଏକ ଦୌଡି ରେ ବାନ୍ଧି ଦେଉଛି ବାହାର କୁ ନେବା ପାଇଁ।

ଆଉ ତା ପରେ ଛୋଟ ଛୁଆ ଟି ବଳଦ ଟିକୁ ବାହାର କୁ ନେଇ ଆସୁଛି ଆଉ ସେଠାରେ ଥିବା ଏକ ସ୍ଥାନ ରେ ତାକୁ ବାନ୍ଧିବା କୁ ଯାଉଛି ।ତେବେ ଏହି ସମୟ ରେ ହଠାତ ଉପରେ ବଳଦ ଟି ରାଗି ଯାଇଛି , ଆଉ ସେ ରାଗି ଯାଇ ଛୋଟ ପିଲା ଟିକୁ ତାର ଦୁଇ ଟି ବଡ଼ ବଡ଼ ସିଙ୍ଘ ଟେ ଉଠେଇ ଦେଇଛି ଆଉ ପରେ ତଳେ କଚାଡି ଦେଉଛି। ତେବେ ଏହା ପରେ ପିଲା ଟିକୁ ବହୁତ କଷ୍ଟ ହୋଇଥିଲେ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ସେ ସେଠାରୁ ଦୌଡ଼ି ପଳେଇ ଆସୁଛି। ତେବେ ଏହି ଘଟଣା ଟିର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି , ତେବେ କିନ୍ତୁ ସୂଚନା ରହିଛି କି ଏହା ପ୍ରଥମ ଭିଡ଼ିଓ ନୁହେଁ ଏହିପରି ଅନେକ ଭିଡ଼ିଓ ବାଂଲାଦେଶ ରୁ ପୂର୍ବରୁ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.