VIRAL VIDEO – ମୋ ସ୍ୱାମୀ କହୁଛି ଶାନ୍ତନୁ ତା’ ପୁଅ, କିନ୍ତୁ ରାତିରେ ସେ ଟୋକା ମୋ ଉପରେ ଶୋଇ ସବୁ କରୁଛି… ଏନେଇ ମହିଳା ଜଣଙ୍କ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ …
ବନ୍ଧୁମାନେ ନୀତିଦିନ ସୋସିଆଲ ମେଡିଆରେ ଅନେକ ଘଟଣା ଦେଖିବାକୁ ମିଳୁଛି ।ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡ଼ିଓ ଭାଇରଲ ହେବାରେବଲଗୁଛି ଯାହାକୁ ଜେକେହି ଦେଖୁସିଜି ସେ ବିଶ୍ୱାସ କରି ପାରୁନାହିଁ ।ତେବେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ଖୁବ ପବିତ୍ର କୁହାଯାଏ ଆଉ ଏହାଜ ସମ୍ପର୍କରେ ସ୍ୱାମୀ ସବୁବେଳେ ନିଜ ସ୍ତ୍ରୀର ରକ୍ଷକ ହେଇଥାନ୍ତି ।
ହେଲେ ଏଠାରେ ଘଟଣା କିଛି ଅଲଗା ଅଟେ କାରଣ ଏଠି ସ୍ୱାମୀ ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଛନ୍ତି, ଆଉ ନିଜ ସ୍ତ୍ରୀ କୁ ପର ପୁରୁଷର ସୁଖ ମେଣ୍ଟାଇବାକୁ ବଡ଼ଃ କରିଛନ୍ତି ।ତେବେ ଏମିତି ଏକ ଘଟଣା ବିଷୟରେ ଜଣେ ମହିଳା କହୁଥିବାର ଦେଖାଯାଇଛି ତେବେ ସମ୍ପୂର୍ଣ୍ଣ ଘଟଣା କଣ ଆସନ୍ତୁ ନଜର ପକାଇବ ।
ତେବେ ଦିନକୁ ଦିନ ଆମ୍ରହି ମାନବ ସମାଜ ଖୁବ ନିମ୍ନ ସ୍ତରକୁ ଯିବାକୁ ଲାଗିଲାଣି, ଆଉ ଏ ମଣିଷ ସମ୍ପର୍କର ମହତ୍ତ୍ଵ ବୁଝୁନାହିଁ ।ନାରୀକୁ ଆଜି ଏମିତି ଅସହାୟ ବନେଇ ଦିଆଯାଉଛି ଯାହା ଭିତରୁନାରୀ ବାହାରି ପରିବା ମୁସ୍କିଲ ହେଇପଡୁଛି ।ତେବେ ଆସନ୍ତୁ ଆଜିର ଏହି ଘଟଣା ଉପରେ ସତ ଜାଣିବା, ତେବେ କେନ୍ଦ୍ରାପଡା ଜିଲ୍ଲାର ଜଣେ ମହିଳା ଆଜି ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସି ଯେଉଁ ସବୁ କଥା କହିଛନ୍ତି ତାହା ସମସ୍ତଙ୍କୁ ସ୍ତବଡ଼ କରି ଦେଇଛି ।
ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ରାଗଖାଇ ପୁର ଗ୍ରାମ ପଣ୍ଡା ସାହିରେ ଏମିତି ଏକ ଘଟଣା ଘଟିଛି ।ତେବେ ସେହି ଗ୍ରାମର ସରୋଜ ସୁନ୍ଦରଗଡ଼ ଜିଲ୍ଲାର ଶାନ୍ତନ ଙ୍କୁ ପୁଅ ବୋଲି କହୁଥିଲେ ।ଆଉ ସରୋଜ ଶାନ୍ତନଙ୍କୁ ଘରକୁ ଆଣିବା ପରେ ନିଜ ସ୍ତ୍ରୀ ଙ୍କୁ କହୁଥିଲେ ଶାନ୍ତନୁ ଙ୍କୁ ଖୁସି କରାଇବା ପାଇଁ ।ଆଉ ସେଥିପାଇଁ ଗୋଟିଏ ବେଡ଼ରେ ସୋରଜ ସ୍ତ୍ରୀ ସହିତ ଉଭୟ ଶାନ୍ତନୁ ଆଉ ସରୋଜ ଶୋଉଥିଲେ ଓ ଉଭୟ ଜଣେ ପରେ ଜଣେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ।ସେହି ଭିତରେ ନିଜର 5 ବର୍ଷର ପୁଅକୁ ବି ଭୁଲି ଯାଇଥିଲେ ସରୋଜ ।
ଏମିତି ଲଗାତର 3 ମାସ ଧରି ଚାଲି ଆସୁଛି, କେବେ କେବେ ସରୋଜ ଘରେ ନଥିଲେ ବି ଶାନ୍ତନୁ ଙ୍କ ସହିତ ସମ୍ପର୍କ ରଖିବାକୁ କହି ଯାଉଥିଲେ ସରୋଜ ।ବହୁତ ସମୟରେ ଶାନ୍ତନୁ ଶୋଷଣ ବି କରିଛନ୍ତି ସରୋଜ ଙ୍କ ସ୍ତ୍ରୀ ସେ ବିଷୟରେ ବି ମହିଳା ଜଣାଇଛନ୍ତି ।ତେବେ ଏବେ ଆଉ କଷ୍ଟ ସହି ନପାରି ଶେଷରେ ଥାନାରେ ଦ୍ୱାରସ୍ଥ ହେଇଛନ୍ତି ସରୋଜ ଙ୍କ ସ୍ତ୍ରୀ, ଆଉ ନିଜ ସ୍ୱାମୀ ନାଆରେ ଅଭିଯୋଗ କରିବା ପରେ ସବୁ କଥା ଟିକିନିଖି ଜଣାଇ ଥିଲେ ।ତେବେ ଆପଣଙ୍କ ଏହି ଘଟଣା ଦେଖି ବୁଝି ପାରୁଥିବେ ଆଜ8ର ନାରୀ ବିବାହ ପରେ କିମ୍ବା ପୂର୍ବରୁ କାହା ପାଖରେ ବି ସୁରକ୍ଷିତ ନୁହେଁ ।ଆଉ ଏହି ସବୁ ଘଟଣା ବାରମ୍ବାର ଘଟୁଥିବାର ଦେଖି ଆପଣ ବି ଜାଣି ପାରୁଥିବେ ସମାଜ କେତେ ଖରାପ ଦିଗକୁ ଗତି କରୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।