Daily news update , Real odisha local news

ଏ ଦୃଶ୍ୟ ଆଗରୁ କେବେ ଦେଖି ନଥିବେ.. ସହରବାସୀଙ୍କୁ ଘାରିଛି ଭୁତ ଭୟ ,ଯାହାକୁ ଦେଖିଲେ ଭୟରେ ଆପଣ ଥରି ଉଠିବେ ଭିଡିଓ ଆପଣଙ୍କ ଛାତି ଦୋହଲାଇ ଦେବ..

0 714

ବନ୍ଧୁଗଣ ଯଦି ଆମେ ଭଗବାନ ନଦେଖି ବି ବିଶ୍ଵାସ କରୁଛୁ କି ଭଗବାନ ଏ ଦୁନିଆଁ ରେ ଅଛନ୍ତି ବୋଲି ତେବେ ଏହା ମଧ୍ୟ ସତ କୁ ଏହି ଦୁନିଆଁ ରେ ଦେଖାଯାଉ ନଥିବା ଅତୃପ୍ତ ଆତ୍ମା ପ୍ରେତାତ୍ମା ତଥା ନାକାର୍ତ୍ତମକ ଶକ୍ତି ମଧ୍ୟ ରହିଛି ।ତେବେ କେହି କେହି ବ୍ୟକ୍ତି ଏହାକୁ ବିଶ୍ଵାସ କରନ୍ତି ନାହିଁ କି ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ମଧ୍ୟ ଭୁତ ପ୍ରେତ ଅଛନ୍ତି ବୋଲି।

ଏହା ମଧ୍ୟ କିଛି ଭୁଲ ନୁହେଁ କିନ୍ତୁ ଆମେ ନିଶ୍ଚିତ ଭାବରେ କହିପାରିବା ନାହିଁ କି ଏହା ନାହିଁ ବୋଲି। କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଭୁତିଆ ଘଟଣା ଟି ବିଷୟରେ ଜଣେଇବାକୁ ଯାଉଛୁ ତାହାକୁ ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିବେ ବି ଭୂତ ପ୍ରେତ ଅଛନ୍ତି।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଯେଉଁ ଏକ ଭୁତିଆ ଘଟଣା ବିଷୟରେ ଜଣେଇବା କୁ ଯାଉଛୁ ତାହା କୌଣସି କାହାଣୀ ନୁହେଁ ବରଂ ଏହା ସତ୍ୟ ଘଟଣା ଅଟେ ।ତେବେ ଏହି ଭିଡ଼ିଓ ଟି କୁ ସିସିଟିଭି କ୍ୟାମେରା ରେ କଏଦ କରାଯାଇଛି। ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଳ କରିଦେଇଛି ।ଏହି ଭିଡିଓ କୁ ଯିଏ ଦେଖୁଛି ସେ ଭୟ ରେ ଥରି ଯାଉଛି। ତେବେ ଆପଣ ମଧ୍ୟ ଏହି ଭିଡିଓ ଟି କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେବା ରେ ଲାଗିଛି।

ତେବେ ଘଟଣା ଟି ହେଉଛି ଜୟପୁର ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟରେ ,ଯେଉଁ ଠାରେ ଭୂତ ପ୍ରେତ ର ଆତଙ୍କ ଖେଳି ଯାଇଛି ଲୋକଙ୍କ ଭିତରେ। ତେବେ କୁହାଯାଇଛି କି ଜୟପୁର ର ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଭୂତ ବାହାରୁ ଛି ଆଉ ତାହା ଲୋକଙ୍କୁ ଭୟ ଭିତ କରି ଦେଉଛି। ଏପରି କି ସୋସିଆଲ ମିଡ଼ିଆ ରେ ମଧ୍ୟ ଏହାର ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯେଉଁ ଥିରେ ଦେଖା ଯାଇଛି କି ରାତ୍ରି ର ଅନ୍ଧାର ରେ ଗୋଟିଏ ଧଳା ବସ୍ତ୍ର ପିନ୍ଧିଥିବା ଏକ ମହିଳା ଭୂତ ଆକାଶ ରେ ଉଡି ବୁଲୁଛି ଆଉ ଏହା ସହ ଏକ ଅଡିଓ ମଧ୍ୟ ଭାଇରାଲ ହେବା ରେ ଲାଗିଛି।

ମାତ୍ର ଜୟପୁର ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଏଠାରେ ଭୂତ ପ୍ରେତ କିଛି ବି ନାହିଁ ।କେତେକ ଲୋକଙ୍କ ର ଏହି ମିଥ୍ୟା ଭିଡ଼ିଓ ଭାଇରାଲ କୁ ନେଇ ଲୋକେ ଆତଙ୍କିତ ହେଉଛନ୍ତି। ତେବେ ଏନେଇ ଜୟପୁର ଥାନା ରେ ସେହି ଭାଇରାଲ କରିଥିବା ଭିଡ଼ିଓ କୁ ନେଇ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛନ୍ତି। ତେବେ ଏହି ଘଟଣା ଟି କେତେ ସତ କେତେ ମିଛ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ମାତ୍ର ଲୋକ ଙ୍କ ମନରେ ଏକ ଆତଙ୍କ ନିଶ୍ଚିତ ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.