ନ୍ଯୁଜ ନିଜ ଶେଷ ସମୟରେ କଣ କହୁଥିଲେ Pintu Nanda, ଯେତେବେଳେ ସବୁ କିଛି ଠିକ ହୋଇ ଆସୁଥିଲା, ହଠାତ କାହିଁକି ଏମିତି ହେଲା…48 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…
ମୁଁ ଭଲ ହୋଇ ପୁଣି ଓଡ଼ିଶା କୁ ଫେରି ଆସିବି ବୋଲି କହିଥିଲେ ଅଭିନେତା ପିଣ୍ଟୁ ନନ୍ଦ କିନ୍ତୁ , ଓଡ଼ିଶା କୁ ଫେରିବେ ସତ କିନ୍ତୁ ସେ ନୁହେଁ ବରଂ ତାଙ୍କର ମୃତ୍ୟୁ ଦେହ ଆସି ପହଁଚିବ ଓଡ଼ିଶା ରେ।ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସହ ଆଉ ନାହାନ୍ତି ଅଭିନେତା ପିଣ୍ଟୁ ନନ୍ଦ ସବୁଦିନ ପାଇଁ ତାଙ୍କର ଅଭିନୟ ଶେଷ ହୋଇ ଯାଇଛି।
ଆଉ ହାଇଦ୍ରାବାଦ ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ଗତ କାଲି ରାତି ୧୧ ଟା ୪୫ ମିନିଟ ରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ମୃତ୍ୟୁ ବେଳ କୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା।
ତେବେ ଆପଣ ମାନେ ଜାଣିଥିବେ କି , ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଗୁରୁତ୍ୱ ର ଅବସ୍ଥାରେ ଭୁବନେଶ୍ୱର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା। ତେବେ ଯାହା ଜଣା ପଡ଼ିଛି କି ଅଭିନେତା ପିଣ୍ଟୁ ନନ୍ଦ ଲିଭର ରୋଗ ରେ ପୀଡିତ ଅଟନ୍ତି ତେବେ ତାଙ୍କର ଲିଭର ଠିକ ଭାବରେ କାମ କରୁ ନାହିଁ ଏବଂ ତାଙ୍କର ଚିକିତ୍ସା ଭୁବନେଶ୍ୱର ରେ ହେବା ସମ୍ଭବ ନୁହେଁ। ତେଣୁ ଭୁବନେଶ୍ୱର ର ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ କୁ ଯାଇଥିଲେ ମାତ୍ର ସେଠାରେ ଉପଯୁକ୍ତ ସମୟ ରେ ତାଙ୍କର ଲିଭର ଟ୍ରାନ୍ସପ୍ଲେଣ୍ଟ ହୋଇ ପାରି ନଥିଲା ଆଉ ଆଜି ସେ ଆମ ସମସ୍ତ ଙ୍କୁ ଛାଡି ଚାଲିଗଲେ ଅଫେରା ରାଇଜ କୁ ।
ତେବେ ଯାହା ସୂଚନା ରହିଛି ଯେ , ଗତକାଲି ବିଳମ୍ବିତ ରାତ୍ରି ରେ ଓଲିଉଡ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଜୀବନ ଯୁଦ୍ଧ ରେ ହାରିଗଲେ ଅଭିନେତା ପିଣ୍ଟୁ ନନ୍ଦ ଏବଂ ଚାଲିଗଲେ ଅଫେରା ରାଇଜ କୁ।
ତେବେ ବନ୍ଧୁଗଣ ଆମ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ରେ ବର୍ତ୍ତମାନ ପୁରା ସିନେମା ଜଗତ ଭାଙ୍ଗି ପଡିଛି। ତେବେ କୁହାଯାଇଛି ଯେ, ପିଣ୍ଟୁ ନନ୍ଦ ଯେତେବେଳେ ଓଡିଶା ରୁ ଦିଲ୍ଲୀ କୁ ଯାଇଥିଲେ ସେତେବେଳେ ସେ କହିଥିଲେ କି ମୁଁ ସୁସ୍ଥ ହୋଇ ପୁଣି ଓଡ଼ିଶା କୁ ଫେରି ଆସିବି ବୋଲି। ତେବେ ପରେ ଦିଲ୍ଲୀ ରୁ ହାଇଦ୍ରାବାଦ ଗଲେ ଚିକିତ୍ସା ପାଇଁ ମାତ୍ର ଶେଷ ରେ ନିଜ ଜୀବନ ଯୁଦ୍ଧ ରେ ହାର ମାନିଗଲେ ଆଉ ଚାଲିଗଲେ ଆରପାରି କୁ। ତେବେ ତାଙ୍କର ମୃତ୍ୟୁ ରେ ପୁରା ସିନେମା ଜଗତ ସହ ପୁରା ଓଡିଶା ବାସୀ ଭାଙ୍ଗି ପଡିଛନ୍ତି। ତେବେ ଭଗବାନ ତାଙ୍କ ଆତ୍ମା ର ସଦ୍ଗତି କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।