ବନ୍ଧୁମାନେ ଅନେକ ସମୟରେ ଆପଣ ବିଭିନ୍ନ ପ୍ରକାରର ପ୍ରାକୃତିକ ତାଣ୍ଡବଲୀଳା ର ଦୃଶ୍ୟ ଦେଖିଥିବା ।ଏହାଛଡ଼ା ସୋସିଆଲ ମେଡିଆରେ ବି ଅନେକ ପ୍ରାକୃତିକ ଦୁର୍ବିପାକ ର ଭିଡ଼ିଓ ଦେଖିବାକୁ ମିଳିଥାଏ ।ତେବେ ବର୍ତ୍ତମାନ ନେପାଳ ରେ ଘଟିଥିବା ଏକ ଭୂମିପମ୍ପ ର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।
ତେବେ ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ଲୋକମାନେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ରାସ୍ତା ଉପରେ କେମିତି ସଂଘର୍ଷ କରୁଛନ୍ତି ।ତେବେ ପୁରା ଭିଡ଼ିଓ ଦେଖିଲେ ଆପଣ ନିଶ୍ଚିତ ବୁଝି ପାରିବେ ପ୍ରକୃତି ଆଗରେ ମଣିଷ କେତେ ତୁଚ୍ଛ ଅଟେ ।
ତେବେ ବର୍ତ୍ତମାନ ସମୟରେ ମଣିଷ ବିଜ୍ଞାନ ବଳରେ ଚନ୍ଦ୍ର ରେ ଯାଇ ଜାଗା କିଣିଲେଣି, ଆଉ ନିଜର ବୁଦ୍ଧି ଓ ଜ୍ଞାନ କୌଶଳ ବଳରେ ଅସମ୍ଭବ କୁ ସମ୍ଭବ କରି ଦେଖାଇଲେଣି ।ହେଲେ ଯେତେ ଯାହା କଲେ ବି ଆମେ ପ୍ରକୃତି ର ପ୍ରହାର ଆଗରେ ଖୁବ ଛୋଟ, ଯେତେବେଳେ ଯେତେବେଳେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ସେତେବେଳେ ମଣିଷ ମାତ୍ ଖାଇଛି ।ତେବେ କହିଲେ ଭୁମିକମ୍ପ ସାମ୍ନାରେ କେମିତି ବା ବର୍ତୀ ପାରିଥାନ୍ତା ସେହ ମଣିଷ ।2015 ମସିହାରେ ନେପାଳ ରେ ଯେଉଁ ଭୂମିକମ୍ପ ଘଟିଥିଲା ତାହାର ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁ ଭିଡ଼ିଓ ରେ ଭୁମିକମ୍ପ ଏମିତି ଭୟଙ୍କର ତାଣ୍ଡବ କରୁଛି ଦେଖିଲେ ହୋସ ଉଡିଯିବ ।
ଦର୍ଶକ ବନ୍ଧୁ ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ନେପାଳ ରେ ଲୋକମାନେ ରାସ୍ତା ଉପରେ ଯାଉଛନ୍ତି ଆଉ ସେହି ସମୟରେ ହଠାତ ମାଟି ଥରିବାକୁ ଲାଗୁଚି ।ଏହା ଦେଖି ଲୋକ ମାନେ ନିଜ ନିଜ ଜାଗା ରେ ବସି ଯାଉଛନ୍ତି, କେବଳ ଏତିକି ନୁହେଁ ରାସ୍ତାରେ ଯାଉଥିବା କାର ଗୁଡିକ ବି ଅଟକି ଯାଉଛି ।ଅନ୍ୟପଟେ ରାସ୍ତା ପାଖରେ ଥିବା ଘର ଗୁଡିକ ରୁ ଲୋକମାନେ ବାହାରକୁ ବାହାରି ଆସୁଛନ୍ତି ଆଉ ଅନ୍ୟ ଲୋକ ମାନଙ୍କ ପରି ରାସ୍ତାରେ ବସି ଯାଇଛନ୍ତି ।ଆଉ ଏହାପରେ ଭମିକମ୍ପ କେମିତି କଣ କରୁଛି ଆପଣ ଭିଡ଼ିଓ ଦେଖିଲେ ବୁଝି ପାରିବେ, ତେବେ ଏତେ ବଡ଼ ଭୟଙ୍କର ଭୂମିକମ୍ପ 2015 ମସିହାରେ ଘଟିଥିଲା ।
ତେବେ ସେହି ସମୟର ଏହି ଭିଡ଼ିଓ ଟି ରାସ୍ତାରେ ଥିବା ସିସିଟିଭି ରେ ରେକର୍ଡ ହେଇଥିଲା ଯାହା ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।ଆମେ ମଣିଷ ସବୁ ବେଳେ ସୁଖ ଶାନ୍ତି ଓ ଉନ୍ନତି କରିବାକୁ ଯାଇ ପ୍ରକୃତି କୁ କ୍ଷତି କରିଥାଉ ଆଉ ସେତେବେଳେ ଚୁପ ରହିଥାଏ ।ହେକେ ଯେତେବେଳେ ସେ ତାର ରୁଦ୍ର ରୂପ ଦେଖାଇ ଥାଏ ସେତେବେଳେ ସବୁକିଛି ଧ୍ୱଂସ କରିଥାଏ ।ତେବେ ଆପଣ ମନେ କେବେ ପ୍ରକୃତି ସହିତ ଖେଳିବାକୁ ଚେଷ୍ଟା କରନ୍ତୁ ନାହିଁ ନହେଲେ ପରିଣାମ ଏମିତି ଭୟଙ୍କର ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।