Daily news update , Real odisha local news

Weight Loss Tips- ପତଳା ହେବାକୁ ଚାହୁଞ୍ଚନ୍ତି କି ? ଏହି ପରି ପିଅନ୍ତୁ ଧନିଆ ପାଣି ଆଉ ଦେଖନ୍ତୁ ଚମତ୍କାର…

0 1,023

ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଦେଖୁଥିବେ କି ,ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଯୁବକ ଓ ଯୁବତୀ ମାନେ ସୁନ୍ଦରୀ ହେଵା ପାଇଁ କିଛି ବି କରୁଛନ୍ତି। ଆଉ ନିଜର ମୋଟାପଣ କମାଇ ପତଳା , ସ୍ଲିମ ସୁନ୍ଦରୀ ହେବାର ନିଶା ଏହି ଯୁବତୀ ମାନ ଙ୍କୁ ଲାଗିଛି।

ତେବେ ନିଜ ଦେହ ର ଓଜନ କମେଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ର ଉପାୟ ଗ୍ରହଣ କରୁଛନ୍ତି କେହି କେହି ମେଡ଼ିସିନ ନେଉଛନ୍ତି ତ କେହି କେହି ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି।ମାତ୍ର ଏହିସବୁ କରିବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ର ସମ୍ମୁଖିନ ମଧ୍ୟ ତାଙ୍କୁ ହେବା କୁ ପଡୁଛି।

ମାତ୍ର ଆମେ ଆଜି ଆପଣ ଙ୍କୁ ଏକ ବହୁତ ସରଳ ଓ ଘୋରଇ ଉପାୟ ବିଷୟ ରେ ଜଣେଇବା କୁ ଯାଉଛୁ ଯାହା କୁ ମାତ୍ର ଥରେ ପ୍ରୟୋଗ କରିବା ଦ୍ୱାରା ଆପଣ ଙ୍କ ର ମୋଟାପଣ କୁଆଡେ ଗାଏବ ହୋଇଯିବ ଆଉ ଆପଣ ପୁରା ସିଲ୍ମ ତ୍ରୀମ ସୁନ୍ଦରୀ କନ୍ୟା ହୋଇଯିବେ। ତେବେ ଏହାକୁ କରିବା ବହୁତ ସହଜ ଅଟେ। କଣ ଆପଣ ଭାବି ପାରୁଛନ୍ତି କି କେବଳ ଧଣିଆ ପାଣି ମାଧ୍ୟମ ରେ ଆପଣ ନିଜର ଓଜନ କମେଇ ପାରିବେ ବୋଲି। ଆଜ୍ଞା ହଁ ତେବେ ଆସନ୍ତୁ ଜାଣିବା କିଭଳି ଭାବରେ କେବଳ ଧଣିଆ ପାଣି ସାହାଯ୍ୟ ରେ ନିଜର ମେଦ ବହୁଳତା କମିଯିବ।

ତେବେ ଆମେ ସାଧାରଣ ଭାବରେ ଧଣିଆ କୁ ଖାଦ୍ୟ ରେ ତଥା ପାନ ସେବନ ବେଳେ ବ୍ୟବହାର କରିଥାଉ। କିନ୍ତୁ ଏହି ଧଣିଆ ରେ ଅନେକ ଔଷଧୀୟ ଗୁଣ ରହିଥାଏ ଯାହାର ପ୍ରୟୋଗ କରି ଆପଣ ମାନେ ନିଜର ଓଜନ କୁ ହ୍ରାସ କରାଇ ପାରିବେ ମଧ୍ୟ। ତେବେ ଆପଣ ନିଜ ମେଦ ବହୁଳତା କୁ କମେଇବା ପାଇଁ ଚଂହୁଥିଲେ, ନିମ୍ନ ଲିଖିତ ଉପାୟ ଟିକୁ ନିଶ୍ଚିତ ଭାବରେ କରନ୍ତୁ।

୧.ଆପଣ ରାତ୍ରି ରେ ଶୋଇବା ପୂର୍ବରୁ , ଗୋଟିଏ ଗ୍ଲାସ ରେ ପାଣି ଭର୍ତ୍ତି କରି ସେଥିରେ ଦୁଇ ଚାମଚ ଧଣିଆ ପକାଇ ଦିଅନ୍ତୁ। ଆଉ ତାହାକୁ ସେହିପରି ରାତି ସାରା ରଖି ନିଅନ୍ତୁ , ସକାଳ ହେବା ମାତ୍ରେ ଆପଣ ପାଣି ରୁ ଧଣିଆ କୁ ବାହାର କରି ନିଅନ୍ତୁ। ଏବଂ ସେହି ଧଣିଆ ପାଣି କୁ ଖାଇବା ପୂର୍ବରୁ ସେବନ କରନ୍ତୁ। ଏହିଭଳି ଭାବରେ ନିୟମିତ ଧଣିଆ ପାଣି ସେବନ କରିବା ଦ୍ୱାରା ମାତ୍ର ଏକ ମାସ ଭିତରେ ଆପଣ ଙ୍କ ର ଚର୍ବି କମିଯିବ ଆଉ ଆପଣ ପତଳା ହୋଇଯିବେ।

ଏହା ଛଡା ଧଣିଆ ରେ ଆମ ଶରୀର ରେ ଅନେକ ପ୍ରକାରର କାର୍ଯ୍ୟ ଯେପରି କି ଖାଦ୍ୟ ହଜମ କରିବାରେ , ପାକସ୍ଥଳୀ କୁ ସୁସ୍ଥ ରଖିବାରେ ଏବଂ ଆମର ଶରୀର କୁ ଭିତରୁ ଫିଟ ରଖିବା ରେ ମଧ୍ୟ ସାହାଯ୍ୟ କରେ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହି ଉପାୟ ଟିକୁ ଥରେ ପ୍ରୟୋଗ କରି ଦେଖନ୍ତୁ ,ଆଉ ନିଜ ମୋଟାପଣ କୁ ସବୁଦିନ ପାଇଁ ବାଏ ବାଏ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.